ଦେଶ ବିଦେଶ

ମେରଠ ପୋଲିସର ବଡ ସଫଳତା, ହ୍ଵାଟସଆପ୍‌ ଜରିଆରେ ବିକ୍ରି ହେଉଥିବା ବାଣ ତିଆରି କାରଖାନା ଉପରେ ଚଢାଉ କଲା ପୋଲିସ୍‌

ଉତ୍ତର ପ୍ରଦେଶର ମେରଠ ପୋଲିସ୍‌ ଚଢାଉ କରି ଏକ ବେଆଇନ୍‌ ବାଣ ତିଆରି କାରଖାନା ଠାବ କରିଛି। ଏଥିସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ସୂଚନା ମୁତାବକ ପୋଲିସ୍‌ ର କଠୋରତା ସତ୍ତ୍ୱେ ଅମାନିଆମାନେ ବାଣ ତିଆରି କରିବା ଛାଡୁନାହାନ୍ତି। କେବଳ ଏତିିକି ନୁହେଁ ବାଣ ବ୍ୟାନ କରିବା ସହ ମେରଠ ପୋଲିସ ‘ଅପେରେସନ୍‌ କ୍ରାକର୍ସ’ ଚଳାଇ ଏଭଳି ଲୋକଙ୍କ ଉପରେ ଚଢାଉ କରିଛି।

ହ୍ଵାଟସଆପ୍‌ ରେ ବିକ୍ରି ହେଉଥିଲା ବାଣ:

ଯାହାପରେ ହ୍ଵାଟସଆପ୍‌ ଜରିଆରେ ବାଣ ବିକ୍ରି କରାଯାଉଛି। ଏହି ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏକ ବାଣ ତିଆରି ଗୋଦାମ ଉପରେ ଚଢାଉ କରିଥିଲା। ଏନେଇ ସିଓ ଅରବିନ୍ଦ ଚୌରାସିଆ ଲିସାଡି ପୋଲିସ୍‌ ଷ୍ଟେସନ୍‌ ନିିକଟ ଏକ ବାଣ ଗୋଦାମରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ପୋଲିସ ୧ ଲକ୍ଷ ଟଙ୍କାର ବାଣ ଜବତ କରିଛି।

ଦିଲ୍ଲୀ ଏନସିଆରରେ ବାଣ ବିକ୍ରୟ ଉପରେ ଏକ ନିଷେଧାଦେଶ ଜାରି କରାଯାଇଛି, ଯାହାପରେ ହ୍ଵାଟସଆପ୍‌ ଜରିଆରେ ବାଣ ବିକ୍ରି କରାଯାଉଛି। ଏହି ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏକ ବାଣ ତିଆରି ଗୋଦାମ ଉପରେ ଚଢାଉ କରିଥିଲା। ଏନେଇ ସିଓ ଅରବିନ୍ଦ ଚୌରାସିଆ ଲିସାଡି ପୋଲିସ୍‌ ଷ୍ଟେସନ୍‌ ନିିକଟ ଏକ ବାଣ ଗୋଦାମରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ପୋଲିସ ୧ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଏହି ବାଣଗୁଡିକୁ ବିକିବା ପାଇଁ ଅଭିଯୁକ୍ତମାନେ ଏକ ହ୍ଵାଟସଆପ୍‌ ଗ୍ରୁପ୍‌ ମଧ୍ୟ ତିଆରି କରିଥିଲେ। କାରଣ ଯେଉର୍ ଲୋକମାନଙ୍କୁ ବାଣ କିଣିବାର ଇଛା ହେବ ସେମାନେ ଏହି ଲୋକଙ୍କ ସହ ସମ୍ପର୍କ କରିପାରିବେ। ଏହାପରେ ଗ୍ରାହକ ଟଙ୍କା ପଠାଇବା ପରେ ବାଣ ପ୍ୟାକେଟ ମଧ୍ୟ ଟ୍ରାନ୍ସଫର ହେଉଥିଲା। ଏଭଳି ବେଆଇନ୍‌ କାର୍ଯ୍ୟ ମେରଠରେ ଚାଲୁଥିଲା କାରଣ ମେରଠରେ ବାଣ ବ୍ୟାନ କରାଯାଇଛି କିନ୍ତୁ ଲୋକମାନେ ଏହାପରେ ମଧ୍ୟ ଆଇନକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି।

ରିପୋର୍ଟ ଅନୁଯାୟୀ ମେରଠ ପୋଲିସ୍‌ ଚଢାଉ କରି ୫ଲକ୍ଷ ଟଙ୍କାର ବାଣ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ସମୟରେ ପୋଲିସ ଅନୁସନ୍ଧାନରେ ବେଳେ ହ୍ଵାଟସଆପ୍‌ ଜରିଆରେ ଗୁପ୍ତରେ ବାଣ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲେ। ଏହାଜାଣିବା ପରେ ପୋଲିସର ବି ହୋସ୍‌ ଉଡିଯାଇଥିଲା। ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଅନ୍ୟପଟେ ପୋଲିସ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି।

KNews Bureau

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

21 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

29 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago