ପଶ୍ଚିମ ବଙ୍ଗର ବଶିରହାଟ ସଂସଦୀୟ କ୍ଷେତ୍ରର ତ୍ରୁଣମୂଳ କଂଗ୍ରେସର ସାଂସଦ ନୁସରତ ଜହାଁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତିନୋଟି ଫଟୋ ସେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଫଟୋରେ ନୁସରତ ଜଣେ ବେଲୁନ ବିକ୍ରି କରୁଥିବା ପିଲାଟିକୁ କୋଲରେ ବସାଇ ଗେଲ କରିବା ଏବଂ କିସ୍ କରିବା ଦେଖିବାକୁ ମିଳୁଛି। ଏହି ଫଟୋକୁ ଆଜି ସୁଦ୍ଧା ୪୦ହଜାର ଲାଇକ ଏବଂ ୧୬୦ରୁ ଅଧିକ କମେଣ୍ଟସ୍ ମିଳିସାରିଲାଣି।
ରାସ୍ତାରେ ଜଣେ ବୁଲୁଥିବ ଜଣେ ଦେଢ଼ ବର୍ଷର ପିଲାଟିକୁ ସେ ଭେଟିଥିଲେ। ଯିଏ କି ବୁଲି ବୁଲି ବେଲୁନ ବିକ୍ରି କରୁଛି। ନୁସରତ୍ ପୋଷ୍ଟରେ ଲେଖିଛନ୍ତି ପିଲାଟି ପାଇଁ ମୋ ଓ୍ଵିକେଣ୍ଡ ବହୁତ ସ୍ପେଶାଲ ଯାଇଛି। ଏ ଯେତେ ସୁନ୍ଦର ଆଉ କ୍ୟୁଟ, ସେତିକି ସୁନ୍ଦର ୟା ବେଲୁନ୍। ଏହି ସୁନ୍ଦରୀ ସାଂସଦ ପିଲାଟିର ନାମ ଏବଂ ତା ବିଷୟରେ ଆଉ ଅଧିକ ସୂଚନା ଦେଇନାହାନ୍ତି।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…