ଜନ୍ମଦିନରେ ମା’ଙ୍କଠାରୁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଥୀ ହୋଇ କଲେ ମଧ୍ୟାହ୍ନ ଭୋଜନ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଖାସ୍‌ ଦିନରେ ମୋଦି ଗୁଜରାଟରେ ହିଁ ରହିଥିଲେ। ଜନ୍ମଦିନ ଅବସରରେ ସେ ନିଜ ମା’ ହୀରାବେନ୍‌ଙ୍କୁ ଦେଖା କରିବା ପାଇଁ ଗାନ୍ଧୀନଗର ପହଞ୍ଚିଥିଲେ। ସେଠାରେ ସେ ମା’ଙ୍କ ସହିତ ସମୟ ବିତାଇଥିଲେ। ଆଉ ସାଥୀ ହୋଇ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। ମଙ୍ଗଳବାର ସକାଳେ ହିଁ ପ୍ରଧାନମନ୍ତ୍ରୀ ମା’ଙ୍କୁ ଦେଖା କରିବାକୁ ଯାଇଥାଆନ୍ତେ। କିନ୍ତୁ କୌଣସି କାରଣବଶତଃ କାଯ୍ୟର୍କ୍ରମକୁ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ଦ୍ୱିପ୍ରହର ସମୟରେ ମୋଦି ମା’ଙ୍କୁ ଦେଖା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ୍‌ ମୋଦି ଗାନ୍ଧୀନଗରରେ ରୁହନ୍ତି। ଅନେକ ସମୟରେ ମୋଦି ନିଜ ମା’ଙ୍କୁ ଭେଟିବା ପାଇଁ ସେଠାକୁ ଯାଇଥାଆନ୍ତି। ତେବେ ଜନ୍ମଦିନରେ ମୋଦି ମା’ଙ୍କ ସହ ମଧ୍ୟାହ୍ନ ଭୋଜନରେ ଡାଲି, ପୂରନ୍‌ ପୋଲି, ଦେଶୀ ଚଣା ତରକାରୀ ଏବଂ ଆଳୁ ଭେଣ୍ଡି ତରକାରୀ ଖାଇଥିଲେ। ମୋଦି ମା’ଙ୍କ ପାଖରେ ପାଖାପାଖି ଅଧ ଘଣ୍ଟା ରହିଥିଲେ। ଏକ ଗଣମାଧ୍ୟମ ଅନୁସାରେ ମା’ ହୀରାବେନ୍‌ ସଗୁନ୍‌ ହିସାବରେ ମୋଦିଙ୍କୁ ୫୦୦ ଟଙ୍କା ଦେଇଥିଲେ।

Roshni

Recent Posts

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

21 mins ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

41 mins ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

1 hour ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

1 hour ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

1 hour ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

1 hour ago