ଦେଶ ବିଦେଶ

ଗାଁରେ ପଶି ଆଖିବୁଜା ଗୁଳିଚାଳନା କଲେ ଆତଙ୍କବାଦୀ, ୧୦୦ ଜଣଙ୍କ ମୃତ୍ୟୁ

ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ କେତେକ ସନ୍ଦିଗ୍ଧ ଆତଙ୍କବାଦୀ ଦୁଇଟି ଗାଁରେ ଆକ୍ରମଣ କରି ୧୦୦ ଜଣଙ୍କୁ ହତ୍ୟା କରିଛନ୍ତି। ଟୋଣ୍ଡିକିବିଣ୍ଡିର ମେୟର ରବିବାର ଏହି ସୂଚନା ଦେଇଛନ୍ତି। ସ୍ଥାନୀୟ ସେନାଠାରୁ ମିଳିଥିବା ସୂଚନା ମୁତାବକ, ମାଲି ସହ ଲାଗିଥିବା ଗାଁରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।

ଏ ନେଇ ମେୟର ଅଲମୋଓ ହସାନେ କହିଛନ୍ତି, ଚୋମା ବାଙ୍ଗାସ ଗାଁରେ ହୋଇଥିବା ଆକ୍ରମଣରେ ପ୍ରାୟ ୭୦ ଜଣଙ୍କ ଜୀବନ ଯାଇଛି। ସେହିପରି ଜାରୋମଦାରୋୟ ଗାଁରେ ହୋଇଥିବା ଆକ୍ରମଣରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି ଓ ୭୫ ଜଣ ଗୁରୁତର ହୋଇଛନ୍ତି। ନାଇଜରରେ ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳାଫଳ ଘୋଷଣା ବେଳେ ଏହି ଆକ୍ରମଣ ହୋଇଛି।

ଏହି ନିର୍ବାଚନର ଫଳାଫଳରେ ଶାସକ ଦଳର ନେତା ମହମ୍ମଦ ବାଜୋମ୍‌ ୩୯.୩୩ ପ୍ରତିଶତ ଭୋଟ୍‌ ସହ ଆଗୁଆ ଅଛନ୍ତି। ଫେବ୍ରୁଆରୀରେ ହେବାକୁ ଥିବା ନିର୍ବାଚନରେ ତାଙ୍କ ବିପକ୍ଷରେ ଲଢ଼ୁଛନ୍ତି ୧୭ ପ୍ରତିଶତ ଭୋଟ ପାଇଥିବା ପୂର୍ବ ରାଷ୍ଟ୍ରପତି ମହାମନେ ଉସ୍‌ମାନେ। ନାଇଜରରେ ୨୭ ଡିସେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହୋଇଥିଲା।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago