ନୂଆଦିଲ୍ଲୀ: ଶାରୀରିକ ସମ୍ବନ୍ଧ ଥାଇ ପ୍ରେମିକାକୁ ଧୋକା ଦେଲେ ମଧ୍ୟ ତାହା ଅପରାଧ ପରିସର ଭୁକ୍ତ ନୁହେଁ । ଏହା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କହିଛନ୍ତି। କୋର୍ଟ କହିଛନ୍ତି କି, ଯୌନ ସହମତିରେ – ନା ର ମାନେ ନା ଠାରୁ ଆଗକୁ ବଢି ଏବେ ହଁ ର ମାନେ ହଁ ଯାଏ ବ୍ୟାପକ ହୋଇଛି ।
କୋର୍ଟ ଏହି ନିଷ୍ପତି ଏକ ଦୁଷ୍କର୍ମ ମାମଲା ଦେଇଛନ୍ତି । ଜଣେ ବ୍ୟକ୍ତିଙ୍କୁ ଖଲାସ କରିବା ନିଷ୍ପତିକୁ ସ୍ଥାୟୀ ରଖିବା ସହ କୋର୍ଟ ଏହା ଉପରେ ରାୟ ଦେଇଥିଲେ । ଯେଉଁ ବ୍ୟକ୍ତି ବିପକ୍ଷରେ ଜଣେ ମହିଳା ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଯାହା ମହିଳା ଜଣଙ୍କ ବିବାହ ପରେ କରିଥିବା କହିଥିଲେ ।
ଏହାସହ ପଢନ୍ତୁ:
ଏବେ ନିଜ ସମ୍ପତ୍ତି ସହିତ କରିବାକୁ ପଡିବ ଆଧାର ଲିଙ୍କ୍, ବିଜେପି ଶାସିତ ଏହି ରାଜ୍ୟରେ ଲାଗୁ ହେବାକୁ ଯାଉଛି ନିୟମ
କୋର୍ଟ ଏହି ମାମଲାରେ ପୋଲିସର ଅପିଲ୍ କୁ ଖାରଜ କରି କହିଛନ୍ତି କି, ଏହି ମାମଲାରେ ବ୍ୟକ୍ତି ଜଣଙ୍କୁ ମୁକ୍ତ କରାଯିବାକୁ ତଳ କୋର୍ଟର ନିଷ୍ପତି ଠିକ୍। କୋର୍ଟ କହିଛନ୍ତି କି, ପ୍ରେମରେ ଧୋକା ଦେବା ଯାହାକୁ ଯେତେ ଖରାପ ଲାଗୁ ନା କାହିଁକି ଭାରତୀୟ ଦଣ୍ଡ ସଂହିତାରେ ଏହା ଦଣ୍ଡନୀୟ ଅପରାଧ ନୁହେଁ । ଦୁଇ ଜଣ ବ୍ୟକ୍ତି ପରସ୍ପର ସହମତିରେ ଶାରୀରିକ ସମ୍ବନ୍ଧ ରହିଥାନ୍ତି ଯାହା ଏକ ଅପରାଧ ନୁହେଁ।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…