ନୂଆଦିଲ୍ଲୀ : ସିଆଚିନ୍ ଓ ଲଦାଖରେ ଜବାନମାନେ ଥଣ୍ଡା କପଡ଼ା ଓ ଅନ୍ୟ ସାମଗ୍ରୀ ଅଭାବ ନେଇ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଳ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚାନର ବାଣ ଛାଡିଛନ୍ତି । ରାହୁଳ କହିଛନ୍ତି, ମୋଦି ନିଜ ପାଇଁ ୮୪୦୦ କୋଟିର ଜହାଜ କିଣୁଥିବା ବେଳେ ଜବାନମାନଙ୍କ ପାଇଁ ବୁଲେଟ୍ ପ୍ରୁଫ୍ ଟ୍ରକ୍ କିଣି ପାରୁ ନାହାଁନ୍ତି ।
ଜବାନଙ୍କ ସୁରକ୍ଷା ପାଇଁ ମୋଦିଙ୍କ ଚିନ୍ତା ନାହିଁ ବୋଲି ରାହୁଳ ସମାଲୋଚନା କରିଛନ୍ତି । ରାହୁଳ ଶନିବାର ଏକ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହି ଭିଡିଓରେ କିଛି ଜବାନ ଏକ ଟ୍ରକ୍ରେ ବସି ନିଜ ଭିତରେ କଥା ହେଉଥିବା ଦେଖାଯାଇଛି । ଜଣେ ଜବାନ କହୁଛନ୍ତି ‘ନନ୍ ବୁଲେଟ୍ପ୍ରୁଫ୍ ଗାଡ଼ିରେ ପଠାଇ ଆମ ଜୀବନ ସହିତ ଖେଳୁଛନ୍ତି ।’
ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଛାଡିବା ସହ ରାହୁଳ ଲେଖିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପାଇଁ ୮୪୦୦ କୋଟିର ବିମାନ । ‘କ୍ୟା ୟହ ସହି ହେ’ ?
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…