ଦେଶ ବିଦେଶ

ତାଲିବାନର ପଞ୍ଜଶିର ଦଖଲ ଉଦ୍ୟମକୁ ବଡ଼ ଝଟକା: ୧୨୦ ବନ୍ଦୀ ତାଲିବାନୀଙ୍କ ଫଟୋ ଜାରି କଲା ମାସୁଦ୍‌ ସେନା

କେନ୍ଯୁଜ୍: ପଞ୍ଜଶିର ସେନାର କଡ଼ା ଜବାବ । ତାଲିବାନର ପଞ୍ଜଶିର ଦଖଲ ଉଦ୍ୟମକୁ ବଡ଼ ଝଟକା। ମାସୁଦ ସେନା ୧୨୦ ବନ୍ଦୀ ତାଲିବାନଙ୍କ ଜାରି କଲା ଫଟୋ। ଯୁଦ୍ଧ ଫ୍ରଣ୍ଟଲାଇନରେ ଅଛନ୍ତି ଖୋଦ ଅହମ୍ମଦ ମାସୁଦ। ତାଲିବାନ ଆତଙ୍କବାଦୀ ମଙ୍ଗଳବାର ରାତିରେ ପଞ୍ଜଶିର ମଧ୍ୟକୁ ପ୍ରବେଶ ଉଦ୍ୟମ କଲାବେଳେ ଅହମ୍ମଦ ମାସୁଦଙ୍କ ନେତୃତ୍ୱାଧୀନ ନର୍ଦଣ୍ଣ ଆଲିଆନ୍ସ ଏହାର କଡ଼ା ଜବାବ ଦେଇଥିଲା। ଖାଓ୍ଵାକ ସିରମିକ୍ସ ୟଠାରେ ପ୍ରାୟ ୩୫୦ ତାଲିବାନ ଆତଙ୍କବାଦୀଙ୍କୁ ନିପାତ ସହ ବହୁ ତାଲିବାନଙ୍କୁ ବନ୍ଦୀ ରଖିଥିଲେ।

ସେମାନଙ୍କ ଠାରୁ ଅନେକ ଆମରିକୀୟ ସାମରିକ ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଥିଲା। ଏହି ଘଟଣା ପରେ ତାଲିବାନ ପଛଘୁଞ୍ଚା ଦେଇଥିବା ଜଣାପଡିଛି। ଅପରପକ୍ଷରେ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ ପାଇଁ ତାଲିବାନ ଓ ପଞ୍ଜଶିର ନେତାଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି। ତାଲିବାନ ସହିତ ଆଲୋଚନା ନିରର୍ଥକ ବୋଲି ପଞ୍ଜଶିର ନେତା କହିଛନ୍ତି। ଏହାସତ୍ତ୍ୱେ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ପଞ୍ଜଶିରବାସୀଙ୍କ ସହ ବୁଝାମଣା ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Sonalisa

Recent Posts

ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ବାରଣ

ଭୁବନେଶ୍ୱର(କେନ୍ୟୁଜ୍‌) : ରାତି ପାହିଲେ ଭୋଟ ଗଣତି । ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ ପେଡି । ସକାଳ ୮ଟାରୁ ଆରମ୍ଭ…

33 mins ago

ଶ୍ରୀକ୍ଷେତ୍ର ଭଉଁରୀ ବାଣ ବିସ୍ପୋରଣ ଘଟଣାରେ ୪ ଗିରଫ

ପୁରୀ(କେନ୍ୟୁଜ୍‌) : ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪ ଗିରଫ । ଗିରଫ ଅଭିଯୁକ୍ତ ବାଣ ବେପାରୀ ଚାରିଛକର ପ୍ରଶାନ୍ତ…

1 hour ago

ଛତିଶଗଡ଼ରୁ ଯାଉଥିଲେ ଜଗା ପାଖକୁ ଅଧାବାଟରୁ ଡାକିନେଲା ଯମ

ଲାଗିଥିଲା କାଳିଆ ଡୋରି । ଭାବିଥିଲେ ଆଜି ଟିକିଏ ପୁରୀ ଯାଇ କାଳିଆ ଦର୍ଶନ କରିବେ । ଆଉ ଦର୍ଶନ…

1 hour ago

ଭୋଟ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନରେ ଲାଗିଲା କଟକଣା, ବାଜିପାରିବନି ଡିଜେ ଓ ଫୁଟିବନି ବାଣ

ପୁରୀ(କେନ୍ୟୁଜ୍‌) : ରାତି ପାହିଲେ ଭୋଟ ଗଣତି ବାହାରିବ ନିର୍ବାଚନ ଫଳ । କିଏ ପିନ୍ଧିବ ବିଜୟ ମୁକୁଟ ସେନେଇ…

2 hours ago

ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତି, ତତଲା କଡ଼େଇରେ ଭାଜି ହେବେ ଓଡ଼ିଶାବାସୀ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ଗ୍ରୀଷ୍ମ…

3 hours ago

ଲୋକଙ୍କୁ ଉଷୁକାଇ କରୁଥିଲା ଦଙ୍ଗା, ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

ସୋରଡ଼ା(କେନ୍ୟୁଜ୍‌): ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା…

3 hours ago