ମଧ୍ୟପ୍ରଦେଶ ରାଜଗଡ଼ରେ ସିଏଏ ରାଲିରେ ଅଭାବନୀୟ ସ୍ଥିତି, ଦେଖନ୍ତୁ ଭିଡିଓ କେମିତି ଅତିରିକ୍ତ ଜିଲ୍ଲାପାଳଙ୍କ ଚୁଟି ଟାଣିଲେ ପ୍ରତିବାଦକାରୀ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ରାଜଗଡ଼ରେ ସିଏଏ ସମର୍ଥନରେ ବାହାରିଥିବା ରାଲିରେ ଅଭାବନୀୟ ସ୍ଥିତି। ଅତିରିକ୍ତ ଜିଲ୍ଲାପାଳଙ୍କ ଚୁଟି ଟାଣିଲେ ପ୍ରତିବାଦକାରୀ। ରାଜଗଡ଼ରେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ବିଜେପି ବାହାର କରିଥିବା ରାଲିକୁ ଅଟକାଇବାକୁ ପ୍ରୟାସ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ପୂଜା ବର୍ମା। ଏହାକୁ ବିରୋଧ କରିଥିଲେ ଆନ୍ଦୋଳନକାରୀ।

ପୂଜାବର୍ମାଙ୍କ ସହ ପ୍ରଥମେ ବଚସା ହେବା ପରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲେ। ବଚସା ତୀବ୍ର ହେବା ପରେ କିଛି ବିଜେପି କର୍ମକର୍ତ୍ତା ପ୍ରିୟାଙ୍କର ଚୁଟି ଟାଣି ଦେଇଥିଲେ । ତେବେ ପ୍ରିୟା ଏହାକୁ ଦୃଢତାର ସହ ବିରୋଧ କରି କର୍ମକର୍ତ୍ତା ଜଣକୁ ତଳେ ପକାଇଦେଇଥିଲେ । ପରେ ପୋଲିସ ତାଙ୍କୁ ସୁରକ୍ଷା ଦେଇ ବାହାରକୁ ନେଇଥିଲେ।

Sonalisa

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

15 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

15 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

19 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

42 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

50 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

56 mins ago