ମଧ୍ୟପ୍ରଦେଶ ରାଜଗଡ଼ରେ ସିଏଏ ରାଲିରେ ଅଭାବନୀୟ ସ୍ଥିତି, ଦେଖନ୍ତୁ ଭିଡିଓ କେମିତି ଅତିରିକ୍ତ ଜିଲ୍ଲାପାଳଙ୍କ ଚୁଟି ଟାଣିଲେ ପ୍ରତିବାଦକାରୀ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ରାଜଗଡ଼ରେ ସିଏଏ ସମର୍ଥନରେ ବାହାରିଥିବା ରାଲିରେ ଅଭାବନୀୟ ସ୍ଥିତି। ଅତିରିକ୍ତ ଜିଲ୍ଲାପାଳଙ୍କ ଚୁଟି ଟାଣିଲେ ପ୍ରତିବାଦକାରୀ। ରାଜଗଡ଼ରେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ବିଜେପି ବାହାର କରିଥିବା ରାଲିକୁ ଅଟକାଇବାକୁ ପ୍ରୟାସ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ପୂଜା ବର୍ମା। ଏହାକୁ ବିରୋଧ କରିଥିଲେ ଆନ୍ଦୋଳନକାରୀ।

protestପୂଜାବର୍ମାଙ୍କ ସହ ପ୍ରଥମେ ବଚସା ହେବା ପରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲେ। ବଚସା ତୀବ୍ର ହେବା ପରେ କିଛି ବିଜେପି କର୍ମକର୍ତ୍ତା ପ୍ରିୟାଙ୍କର ଚୁଟି ଟାଣି ଦେଇଥିଲେ । ତେବେ ପ୍ରିୟା ଏହାକୁ ଦୃଢତାର ସହ ବିରୋଧ କରି କର୍ମକର୍ତ୍ତା ଜଣକୁ ତଳେ ପକାଇଦେଇଥିଲେ । ପରେ ପୋଲିସ ତାଙ୍କୁ ସୁରକ୍ଷା ଦେଇ ବାହାରକୁ ନେଇଥିଲେ।

Leave A Reply

Your email address will not be published.