Below header

ଭୁବନେଶ୍ୱର ଏମ୍‌ସ ସମ୍ମୁଖରେ ରାତି ଅଧରେ ଆତଙ୍କରାଜ, ମେଡିସିନ୍ ଦୋକାନ ଭଙ୍ଗାରୁଜା, ଦୋକାନୀଙ୍କୁ ଆକ୍ରମଣ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଏମ୍‌ସ ସମ୍ମୁଖରେ ରାତି ଅଧରେ ଆତଙ୍କରାଜ । କିଛି ଦୁର୍ବୃତ୍ତ ଆସି ମେଡିସିନ୍ ଦୋକାନ ଭଙ୍ଗାରୁଜା କରିଛନ୍ତି । ଏହା ସହ ଦୋକାନୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.