ଦେଶ ବିଦେଶ

ରାତିରେ ହିମାଚଳ ପାହାଡ଼ରେ ଉଡ଼ୁଛି ରାଫେଲ, ଶତ୍ରୁଙ୍କ ସବୁ ଗତିବିଧି ଉପରେ ରଖିଛି କଡ଼ା ନଜର

ନିକଟରେ ଭାରତକୁ ଆସିଛି ରାଫେଲ୍‌। ଏହି ଯୁଦ୍ଧ ବିମାନ ଆସିବା ପରେ ଭାରତ ସେନାର ଶକ୍ତି ଆହୁରି ବଢ଼ିଯାଇଛି। ରାଫେଲରେ ବହୁ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏଣୁ ରାଫେଲରେ ଯୁଦ୍ଧ କରିବା ଖୁବ୍‌ ସହଜ ହୋଇଛି। ତେବେ ଫ୍ରାନ୍ସର ଏହି ଲଢ଼ୁଆ ବିମାନ ଏବେ ଭାରତ ଆକାଶରେ ଉଡ଼ିବା ଆରମ୍ଭ କରିଛି। ରାଫେଲ ଏବେ ହିମାଚଳର ପାହାଡ଼ ଉପରେ ରାତିରେ ପ୍ରାକ୍ଟିସ୍‌ କରୁଛି। ଏହି ଅଭ୍ୟାସ ପରେ ଯଦି କେବେ ଆବଶ୍ୟକତା ପଡ଼େ ତେବେ ରାଫେଲ ଲଦାଖର ଲାଇନ୍‌ ଅଫ୍‌ ଆକ୍‌ଚୁଆଲ କଣ୍ଟ୍ରୋଲରେ ଏୟାର ଟୁ ଏୟାର ମିସାଇଲ ଓ ଏୟାର ଟୁ ଗ୍ରାଉଣ୍ଡ ମିସାଇଲ ସହ ଶତ୍ରୁକୁ ଧ୍ୱଂସ କରିପାରିବ।

ରାଫେଲ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଏବେ ଏହି ଲଢ଼ୁଆ ବିମାନ ଏଲ୍‌ଏସିଠାରୁ ଦୂରରେ ରହିଛି, ଯେମିତି କି ଅକ୍‌ସାଇ ଚୀନ୍‌ରେ ଥିବା ପିଏଲ୍‌ର ରାଡ଼ାର ଏହାର ଫ୍ରିକ୍ୱେନ୍ସି ସିଗ୍‌ନେଚରକୁ ଚିହ୍ନିପାରିବ ନାହିଁ। କାରଣ ଖରାପ ସ୍ଥିତିରେ ସେମାନେ ଏହାକୁ ଜାମ୍‌ କରିବା ପାଇଁ ମଧ୍ୟ କରିପାରନ୍ତି। ତେବେ ମିଲଟାରୀ ଏବିଏସନ୍‌ ଏକ୍ସପର୍ଟଙ୍କ କହିବାନୁସାରେ ରାଫେଲର ବ୍ୟବହାର ଲଦାଖରେ ଟ୍ରେନିଂ ପାଇଁ ମଧ୍ୟ ହେବ। କାରଣ ଏହି ବିମାନ ଯୁଦ୍ଧ ସ୍ଥିତିରେ ନିଜ ସିଗ୍ନାଲ ଫ୍ରିକ୍ୱେନ୍ସି ବଦଳାଇବାକୁ ସକ୍ଷମ।

WCW 11

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

3 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

12 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

12 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

30 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

30 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

34 mins ago