ଦେଶ ବିଦେଶ

UNSCରେ ଭିଟୋ ପ୍ରୟୋଗ କଲା ଋଷ: ଜାତିସଂଘ ସୁରକ୍ଷା ପରିଷଦରେ ଆସିଲା ୟୁକ୍ରେନ ସଙ୍କଳ୍ପ, ଭୋଟ ଦାନରୁ ବିରତ ରହିଲା ଭାରତ

କେନ୍ଯୁଜ୍: UNSCରେ ଭିଟୋ ପ୍ରୟୋଗ କଲା ଋଷ । ଜାତିସଂଘ ସୁରକ୍ଷା ପରିଷଦରେ ଆସିଲା ୟୁକ୍ରେନ ସଙ୍କଳ୍ପ । ୟୁକ୍ରେନ ଆକ୍ରମଣକୁ ନିନ୍ଦା କରି ଆସିଲା ସଙ୍କଳ୍ପ । ୧୧ ରାଷ୍ଟ୍ର ସଙ୍କଳ୍ପ ସପକ୍ଷରେ ଭୋଟ ଦେଲେ । ଆମେରିକା, ଫ୍ରାନ୍ସ, ବ୍ରିଟେନ ସହ ୧୧ ରାଷ୍ଟ୍ର ।

ଋଷ ନିଜର ଭିଟୋ କ୍ଷମତା ପ୍ରୟୋଗ କଲା । ଭାରତ ଭୋଟ ଦାନରୁ ବିରତ ରହିଲା । ଭାରତ ଖବଶୀଘ୍ର ହିଂସା ବନ୍ଦ ଆହ୍ଵାନ ଦେଲା । ଲୋକଙ୍କ ମୃତ୍ୟୁରେ କୌଣସି ସମସ୍ୟାର ସମାଧାନ ହୁଏନାହିଁ ବୋଲି ଭାରତ କରିଛି । କଥାବାର୍ତ୍ତା ମାଧ୍ୟମରେ ସମାଧାନ ଉପରେ ଭାରତ ଗୁରୁତ୍ୱ ଦେଇଛି ।

ଏପଟେ ୟୁକ୍ରେନ ରାଜଧାନୀ କିଭ୍‌ରେ ଋଷ ଆକାଶରୁ ହମଲା । ଭୟଙ୍କର ହୋଇଛି କିଭ୍‌ ଲଢ଼େଇ । କିଭ୍‌ ଦଖଲ ପାଇଁ ଋଷ ସେନାର ଏୟାରଷ୍ଟ୍ରାଇକ୍‌ । ଦେଶବାସୀଙ୍କୁ ସମ୍ବୋଧନ କଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । କହିଲେ, ଆମେ କିଭକୁ ହରାଇପାରିବା ନାହିଁ । ସେପଟେ କିଭରେ ପୁଣି ଶୁଭିଲା ପ୍ରଚଣ୍ଡ ବିସ୍ଫୋରଣ । ପୁଟିନଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ଆମେରିକା, ବ୍ରଟେନ, କାନାଡା । ଋଷ ବୈଦେଶିକ ମନ୍ତ୍ରୀ ଲାଭାରୋଭଙ୍କ ଉପରେ ବି ଲାଗିଲା ପ୍ରତିବନ୍ଧକ ।

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

21 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

23 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

30 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

39 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

39 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

56 mins ago