ରାଜ୍ୟ

ପଞ୍ଚାୟତ ନିର୍ବାଚନ ଫଳାଫଳ: Live Updates | ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି

ତୃତୀୟ ପର୍ଯ୍ଯାୟ ଭୋଟ ଗଣତି

ଭୁବନେଶ୍ବର(କେନ୍ୟୁଜ୍): ଚାରିଆଡ଼େ ଶଙ୍ଖ ଧ୍ୱନୀ । ପଞ୍ଚାୟତ ନିର୍ବାଚନରେ ଚିତ୍‌ ମାରିଲେ ବିରୋଧୀ । ୨୦୧୭ ତୁଳନାରେ ବିଜେଡିର ରେକର୍ଡ ବିଜୟ । ବର୍ତ୍ତମାନ ସୁଦ୍ଧା ଗଣତିରେ ୫୫୧ ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ଓ ଆଗୁଆ ରହିଛନ୍ତି । ବିଜେପି ୩୨ ଓ କଂଗ୍ରେସ ୩୦ଟି ଲେଖାଏ ଜିଲ୍ଲା ପରିଷଦ ଜୋନରେ ଲିଡ୍‌ କରୁଛନ୍ତି । ବିରୋଧୀଙ୍କ ଗଡ଼କୁ ଧ୍ୱସ୍ତବିଧ୍ୱସ୍ତ କରିଛି ବିଜେଡି । ଦଳର ବିଜୟ ରଥ ବଢୁଛି ଆଗକୁ ଆଗକୁ ।

ପ୍ରଥମ ଦିନ ଗଣତିରେ ବିଜେଡି ପ୍ରାର୍ଥୀ ୮୯ ପ୍ରତିଶତ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି । ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ ହୋଇଛି । ପ୍ରାୟ ସବୁ ସ୍ଥାନରେ ଲିଡ୍‌ କରୁଛି ବିଜେଡି । ଦୁଇ ଦିନରେ ମୋଟ୍‌ ୬୨୦ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ହୋଇଛି । ଆଜି ଭୋଟ ଗଣତିର ତୃତୀୟ ତଥା ଶେଷ ଦିନ । ବାକି ୨୨୯ଟି ଜିଲ୍ଲା ପରିଷଦ ଆସନର ଭୋଟ୍‌ ଗଣତି ଚାଲିଛି ।

ବିଜେଡି :୭୬୪

ବିଜେପି : ୪୨

କଂଗ୍ରେସ: ୩୮

ସ୍ବାଧୀନ ପ୍ରାର୍ଥୀ : ୦୭

 

  • UPDATES:ଖୋର୍ଦ୍ଧା: ଟାଙ୍ଗୀ-୧୨ରେ ବିଜେଡି ଆଗୁଆ
  • UPDATES:ଟାଙ୍ଗୀ-୧୧ରେ ବିଜେଡି ଆଗୁଆ
  • UPDATES:ବାଲିପାଟଣା-୨୧ରେ ବିଜେଡି ଆଗୁଆ
  • UPDATES:ପୁରୀ : ବ୍ରହ୍ମଗିରି-୩୦ରେ ବିଜେଡି ଆଗୁଆ
  • UPDATES:ଗୋପ-୧୩ରେ ବିଜେଡି ଆଗୁଆ
  • UPDATES:ଗୋପ-୧୪ରେ ବିଜେପି ଆଗୁଆ
  • UPDATES:ସତ୍ୟବାଦୀ-୩୩ରେ ବିଜେପି ଆଗୁଆ
  • UPDATES:ପୁରୀ : ପୁରୀ ସଦର-୨୭ରେ ବିଜେଡି ଆଗୁଆ
  • UPDATES:ଡେଲାଙ୍ଗ-୧୭ରେ ବିଜେଡି ଆଗୁଆ
  • UPDATES:କଣାସ-୫ରେ ବିଜେଡି ଆଗୁଆ
  • UPDATES:ନୂଆପଡ଼ା: କୋମନା-୩ରେ ବିଜେଡି ଆଗୁଆ
  • UPDATES:ନୂଆପଡ଼ା-୯ରେ କଂଗ୍ରେସ ଆଗୁଆ
  • UPDATES:ଖରିଆର-୬ରେ ବିଜେଡି ଆଗୁଆ
  • UPDATES:ସିନାପାଲି-୧୪ରେ ବିଜେପି ଆଗୁଆ
  • UPDATES:ଓଡ଼ଗାଁ-୪ରେ ବିଜେଡି ଆଗୁଆ
  • UPDATES:ଦଶପଲ୍ଲା-୧୧ରେ ବିଜେଡି ଆଗୁଆ
  • UPDATES:ଖଣ୍ଡପଡ଼ା-୭ରେ ବିଜେଡି ଆଗୁଆ
  • UPDATES:ଓଡ଼ଗାଁ-୩ରେ ବିଜେଡି ଆଗୁଆ
  • UPDATES:ନୟାଗଡ଼-୧୪ରେ ବିଜେଡି ଆଗୁଆ
  • UPDATES:ନୟାଗଡ଼: ନୟାଗଡ଼-୧୫ରେ ବିଜେଡି ଆଗୁଆ
  • UPDATES:ନୟାଗଡ଼-୨୩ରେ ବିଜେପି ଆଗୁଆ
  • UPDATES:ନୟାଗଡ଼-୨୪ରେ ବିଜେଡି ଆଗୁଆ
  • UPDATES:ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି-୩ରେ ବିଜେଡି ଆଗୁଆ

 

 

 

  • UPDATES:ଖୋର୍ଦ୍ଧା: ଭୁବନେଶ୍ୱର-୩୦ରେ ବିଜେଡି ଆଗୁଆ
  • UPDATES:ଚିଲିକା-୬ରେ ବିଜେଡି ଆଗୁଆ
  • UPDATES:ବୋଲଗଡ଼-୨୭ରେ ବିଜେଡି ଆଗୁଆ
  • UPDATES:ବାଲିଅନ୍ତା-୧୮ରେ ବିଜେଡି ଆଗୁଆ
  • UPDATES:ଖୋର୍ଦ୍ଧା: ଟାଙ୍ଗୀ-୧୨ରେ ବିଜେଡି ଆଗୁଆ
  • UPDATES:ଟାଙ୍ଗୀ-୧୧ରେ ବିଜେଡି ଆଗୁଆ
  • UPDATES:ବାଲିପାଟଣା-୨୧ରେ ବିଜେଡି ଆଗୁଆ

 

  • UPDATES:ପୁରୀ : ବ୍ରହ୍ମଗିରି-୩୦ରେ ବିଜେଡି ଆଗୁଆ
  • UPDATES:ଗୋପ-୧୩ରେ ବିଜେଡି ଆଗୁଆ
  • UPDATES:ଗୋପ-୧୪ରେ ବିଜେପି ଆଗୁଆ
  • UPDATES:ସତ୍ୟବାଦୀ-୩୩ରେ ବିଜେପି ଆଗୁଆ
  • UPDATES:ପୁରୀ : ପୁରୀ ସଦର-୨୭ରେ ବିଜେଡି ଆଗୁଆ
  • UPDATES:ଡେଲାଙ୍ଗ-୧୭ରେ ବିଜେଡି ଆଗୁଆ
  • UPDATES:କଣାସ-୫ରେ ବିଜେଡି ଆଗୁଆ
  • UPDATES:ନୂଆପଡ଼ା-୯ରେ କଂଗ୍ରେସ ଆଗୁଆ
  • UPDATES:ଖରିଆର-୬ରେ ବିଜେଡି ଆଗୁଆ
  • UPDATES:ସିନାପାଲି-୧୪ରେ ବିଜେପି ଆଗୁଆ
  • UPDATES:ଓଡ଼ଗାଁ-୪ରେ ବିଜେଡି ଆଗୁଆ

 

  • UPDATES:ଦଶପଲ୍ଲା-୧୧ରେ ବିଜେଡି ଆଗୁଆ
  • UPDATES:ଖଣ୍ଡପଡ଼ା-୭ରେ ବିଜେଡି ଆଗୁଆ
  • UPDATES:ଓଡ଼ଗାଁ-୩ରେ ବିଜେଡି ଆଗୁଆ
  • UPDATES:ନୟାଗଡ଼-୧୪ରେ ବିଜେଡି ଆଗୁଆ
  • UPDATES:ନୟାଗଡ଼: ନୟାଗଡ଼-୧୫ରେ ବିଜେଡି ଆଗୁଆ
  • UPDATES:ନୟାଗଡ଼-୨୩ରେ ବିଜେପି ଆଗୁଆ
  • UPDATES:ନୟାଗଡ଼-୨୪ରେ ବିଜେଡି ଆଗୁଆ
  • UPDATES: କେନ୍ଦୁଝର ହାଟଡିହି-୩୬ରେ ବିଜେଡି ଆଗୁଆ।
  • UPDATES: ହାଟଡିହି-୩୭ରେ ବିଜେଡି ଆଗୁଆ।
  • UPDATES: ପାଟଣା-୨୩ରେ ବିଜେଡି ଆଗୁଆ।
  • UPDATES: ଯୋଡ଼ା-୨୮ରେ ବିଜେଡି ଆଗୁଆ।
  • UPDATES: ହରିଚନ୍ଦନପୁର-୩୩ରେ ବିଜେଡି ଆଗୁଆ।
  • UPDATES: କେନ୍ଦୁଝର ଘସିପୁରା-୧୨ରେ ବିଜେଡି ଆଗୁଆ।
  • UPDATES: ଚମ୍ପୁଆ-୧୫ରେ ବିଜେଡି ଆଗୁଆ।
  • UPDATES: ଝୁମ୍ପୁରା-୧୮ରେ ବିଜେଡି ଆଗୁଆ।

 

  • UPDATES: ଜଗତସିଂହପୁର ଏରସମା-୪ରେ କଂଗ୍ରେସ ଆଗୁଆ।
  • UPDATES: ଜଗତସିଂହପୁର-୧୧ରେ ବିଜେଡି ଆଗୁଆ।
  • UPDATES: ଜଗତସିଂହପୁର-୧୨ରେ ବିଜେଡିର ଆଗୁଆ।
  • UPDATES: ତିର୍ତ୍ତୋଲ-୧୬ରେ ବିଜେଡି ଆଗୁଆ।
  • UPDATES: ଏରସମା-୩ରେ ବିଜେଡି ଆଗୁଆ।
  • UPDATES: କୁଜଙ୍ଗ-୭ରେ ବିଜେଡି ଆଗୁଆ।
  • UPDATES: କୁଜଙ୍ଗ-୮ରେ ବିଜେଡି ଆଗୁଆ।
  • UPDATES: ତିର୍ତ୍ତୋଲ-୧୫ରେ ବିଜେଡି ଆଗୁଆ।
  • UPDATES: ବାଲିକୁଦା-୨୧ରେ ବିଜେଡି ଆଗୁଆ।
  • UPDATES: ବାଲିକୁଦା-୨୨ରେ ବିଜେଡି ଆଗୁଆ।

 

  • UPDATES: ଯାଜପୁର ଧର୍ମଶାଳା-୧୫ରେ ବିଜେଡି ଆଗୁଆ।
  • UPDATES: କୋରେଇ-୩ରେ ବିଜେଡି ଆଗୁଆ।
  • UPDATES: ରସୁଲପୁର-୩୫ରେ ବିଜେଡି ଆଗୁଆ।
  • UPDATES: ଯାଜପୁର ବଡ଼ଚଣା-୧୯ରେ ବିଜେଡି ଆଗୁଆ।
  • UPDATES: ବଡ଼ଚଣା-୨୦ରେ ବିଜେଡି ଆଗୁଆ।
  • UPDATES: ବିଞ୍ଝାରପୁର-୨୭ରେ ବିଜେଡି ଆଗୁଆ।
  • UPDATES: ବିଞ୍ଝାରପୁର-୨୮ରେ ବିଜେଡି ଆଗୁଆ।
  • UPDATES: ଯାଜପୁର ସଦର-୩୧ରେ ବିଜେଡି ଆଗୁଆ।
  • UPDATES: ଯାଜପୁର ବ୍ଲକ-୩୨ରେ ବିଜେଡି ଆଗୁଆ।
  • UPDATES: ରସୁଲପୁର-୩୬ରେ ବିଜେଡି ଆଗୁଆ।
  • UPDATES: ସୁକିନ୍ଦା-୩୯ରେ ବିଜେଡି ଆଗୁଆ।
  • UPDATES: କେନ୍ଦୁଝର ଆନନ୍ଦପୁର-୩ରେ ବିଜେପି ଆଗୁଆ।
  • UPDATES: କେନ୍ଦୁଝର ସଦର-୬ରେ ବିଜେଡି ଆଗୁଆ।
  • UPDATES: ଘଟଗାଁ-୯ରେ ବିଜେଡି ଆଗୁଆ।
  • UPDATES: ବରଗଡ଼-୧୭ରେ ବିଜେଡି ଆଗୁଆ।
  • UPDATES: ବରପାଲି-୨୦ରେ ବିଜେଡି ଆଗୁଆ।
  • UPDATES: ବିଜେପୁର-୨୩ରେ ବିଜେଡି ଆଗୁଆ।
  • UPDATES: ରାଜବୋଡାସମ୍ବର-୩୧ରେ ବିଜେପି ଆଗୁଆ।
  • UPDATES: ବରଗଡ଼-୧୬ରେ  ବିଜେଡି ଆଗୁଆ।
  • UPDATES: ବିଜେପୁର-୨୩ରେ ବିଜେଡି ଆଗୁଆ।

 

  • UPDATES: ବାଲେଶ୍ୱର ଜଳେଶ୍ୱର-୯ରେ ବିଜେଡି ଆଗୁଆ।
  • UPDATES: ଜଳେଶ୍ୱର-୧୦ରେ ବିଜେଡି ଆଗୁଆ।
  • UPDATES: ବାହାନଗା-୨୦ରେ ବିଜେଡି ଆଗୁଆ।
  • UPDATES: ବସ୍ତା-୧୬ରେ ବିଜେଡି ଆଗୁଆ।
  • UPDATES: ଭୋଗରାଇ-୩୪ରେ ବିଜେଡି ଆଗୁଆ।
  • UPDATES: ବାଲେଶ୍ୱର ସଦର-୨୮ରେ ବିଜେଡି ଆଗୁଆ।
  • UPDATES: ବାଲେଶ୍ୱର ସଦର-୨୯ରେ ବିଜେଡି ଆଗୁଆ।
  • UPDATES: ନୀଳଗିରି-୧୩ରେ ବିଜେଡି ଆଗୁଆ।
  • UPDATES: ବସ୍ତା-୧୭ରେ ବିଜେଡି ଆଗୁଆ।
  • UPDATES: ଭୋଗରାଇ-୩୫ରେ ବିଜେଡିର ଆଗୁଆ।
  • UPDATES: ବାଲେଶ୍ୱର ଖଇରା-୫ରେ ବିଜେପି ଆଗୁଆ।
  • UPDATES: ଖଇରା-୬ରେ ବିଜେଡି ଆଗୁଆ।
  • UPDATES: ସୋର-୪୫ରେ ବିଜେଡି ଆଗୁଆ।
  • UPDATES: ସିମୁଳିଆ-୪୨ରେ ବିଜେଡି ଆଗୁଆ।
  • UPDATES: ଅନୁଗୁଳ ଛେଣ୍ଡିପଦା-୧୭ରେ ବିଜେଡି ଆଗୁଆ।
  • UPDATES: କିଶୋରନଗର-୧୩ରେ ବିଜେଡି ଆଗୁଆ।
  • UPDATES: ଅନୁଗୁଳ ସଦର-୩ରେ ବିଜେଡି ଆଗୁଆ।
  • UPDATES: ଅନୁଗୁଳ ସଦର-୪ରେ ବିଜେଡି ଆଗୁଆ।
  • UPDATES: ବଅଁରପାଳ-୨୭ରେ ବିଜେଡି ଆଗୁଆ।
  • UPDATES: ବଅଁରପାଳ-୨୮ରେ ବିଜେଡି ଆଗୁଆ।
  • UPDATES: ପାଲଲହଡ଼ା-୨୪ରେ ବିଜେଡି ଆଗୁଆ।
  • UPDATES: ଛେଣ୍ଡିପଦା-୧୬ରେ ବିଜେପି ଆଗୁଆ।
  • UPDATES: ତାଳଚେର-୨୦ରେ ବିଜେପି ଆଗୁଆ।
  • UPDATES: ତାଳଚେର-୨୧ରେ ବିଜେଡି ଆଗୁଆ।
  • UPDATES: କଣିହାଁ-୧୦ରେ ବିଜେଡି ଆଗୁଆ।
  • UPDATES: ନବରଙ୍ଗପୁର ପାପାଡ଼ାହାଣ୍ଡି-୨୨ରେ ବିଜେଡି ଆଗୁଆ।
  • UPDATES: ଝରିଗାଁ-୧୧ରେ ବିଜେଡି ଆଗୁଆ।
  • UPDATES: ରାଇଘର-୨୬ରେ ବିଜେଡି ଆଗୁଆ।
  • UPDATES: ଢେଙ୍କାନାଳ ସଦର-୧୬ରେ ବିଜେଡି ଆଗୁଆ।
  • UPDATES: କାମାକ୍ଷାନଗର- ୯ରେ ବିଜେଡି ଆଗୁଆ।
  • UPDATES: ପରଜଙ୍ଗ-୨୦ରେ ବିଜେଡି ଆଗୁଆ।
  • UPDATES: କଙ୍କଡ଼ାହାଡ଼-୬ରେ ବିଜେଡି ଆଗୁଆ।
  • UPDATES: ଅନୁଗୋଳ ପାଲଲହଡ଼ା-୨୪ରେ ବିଜେଡି ଆଗୁଆ।
  • UPDATES: ବଲାଙ୍ଗିର: ପାଟଣାଗଡ଼-୧୬ରେ ବିଜେଡି ଆଗୁଆ।
  • UPDATES: ଝାରସୁଗୁଡ଼ା: ଲଖନପୁର-୩ରେ ବିଜେଡି ଆଗୁଆ।
  • UPDATES: ଖୋର୍ଦ୍ଧା: ବେଗୁନିଆ-୨୪ରେ ବିଜେଡି ଆଗୁଆ।
  • UPDATES: ନୂଆପଡ଼ା-୯ରେ କଂଗ୍ରେସ ଆଗୁଆ।

 

  • UPDATES: କଳାହାଣ୍ଡି କୋକସରା-୧୦ରେ ବିଜେଡି ଆଗୁଆ।
  • UPDATES: ଧର୍ମଗଡ଼-୨୫ରେ ବିଜେଡି ଆଗୁଆ।
  • UPDATES: ଗୋଲାମୁଣ୍ଡା-୧୩ରେ ବିଜେଡି ଆଗୁଆ।
  • UPDATES: କେସିଙ୍ଗା-୭ରେ ବିଜେଡି ଆଗୁଆ।
  • UPDATES: ନର୍ଲା-୨୮ରେ ବିଜେଡି ଆଗୁଆ।
  • UPDATES: ଭବାନୀପାଟଣା-୩୧ରେ ବିଜେଡି ଆଗୁଆ।
  • UPDATES: ଜୁନାଗଡ଼-୧୯ରେ ବିଜେଡି ଆଗୁଆ।
  • UPDATES: କଳାହାଣ୍ଡି: ଜୁନାଗଡ଼-୨୦ରେ ବିଜେଡି ଆଗୁଆ।
  • UPDATES: କଳାହାଣ୍ଡି: ଜୁନାଗଡ଼-୨୦ରେ ବିଜେଡି ଆଗୁଆ।
  • UPDATES: କେନ୍ଦ୍ରାପଡ଼ା ମାର୍ଶାଘାଇ-୨୬ରେ ବିଜେଡି ଆଗୁଆ।
  • UPDATES: ଆଳି-୩ରେ ବିଜେଡି ଆଗୁଆ।
  • UPDATES: ଆଳି-୪ରେ ବିଜେଡି ଆଗୁଆ।
  • UPDATES: ରାଜକନିକା-୨୯ରେ ବିଜେଡି ଆଗୁଆ।
  • UPDATES: ଗରଦପୁର-୧୧ରେ ବିଜେଡି ଆଗୁଆ।
  • UPDATES: କେନ୍ଦ୍ରାପଡ଼ା ସଦର-୮ରେ ବିଜେଡି ଆଗୁଆ।
  • UPDATES: ପଟ୍ଟାମୁଣ୍ଡାଇ-୧୮ରେ ବିଜେଡି ଆଗୁଆ।
  • UPDATES: ରାଜନଗର-୩୨ରେ ବିଜେଡି ଆଗୁଆ।

 

 

ଦ୍ବିତୀୟ ପର୍ଯ୍ଯାୟ ଭୋଟ ଗଣତି

 

ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ଯାୟ ଭୋଟ ଗଣତି। କଡା ସୁରକ୍ଷା ବଳୟ ଭିତରେ ସକାଳ ୮ଟାରୁ ଆରମ୍ଭ ହେଇଯାଇଛି ଭୋଟ୍‌ ଗଣତି ।  ଆଜି ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି କରାଯିବ।

ବିଜେଡି :୫୫୩

ବିଜେପି : ୩୧

କଂଗ୍ରେସ: ୨୯

ସ୍ବାଧୀନ ପ୍ରାର୍ଥୀ : ୦୭

    • UPDATES:ମୟୂରଭଂଜ: ଶୁକ୍ରୁଳି-୫୨ ଜୋନରେ   ବିଜେଡି ଆଗୁଆ
    • UPDATES:ରରୁଆଁ-୪୪ଜୋନରେ ବିଜେଡି ଆଗୁଆ
    • UPDATES:କରଞ୍ଜିଆ-୭ଜୋନରେ ବିଜେଡି ଆଗୁଆ
    • UPDATES:ଉଦଳା-୨ଜୋନରେ ବିଜେଡି ଆଗୁଆ
    • UPDATES:କପ୍ତିପଦା-୪ଜୋନରେ ବିଜେଡି ଆଗୁଆ

 

  • UPDATES:ସୁନ୍ଦରଗଡ଼: ବାଲିଶଙ୍କରା ଜୋନ୍-୧୮ରେ ବିଜେଡି ଆଗୁଆ
  • UPDATES:କୁତ୍ରା ଜୋନ୍-୫ରେ ବିଜେଡି ଆଗୁଆ
  • UPDATES:ରାଜଗାଙ୍ଗପୁର ଜୋନ୍-୨୨ରେ ବିଜେଡି ଆଗୁଆ
  • UPDATES:ସୁନ୍ଦରଗଡ଼ ସଦର-୨୬ଜୋନରେ ବିଜେଡି ଆଗୁଆ
  • UPDATES:ସମ୍ବଲପୁର: କୁଚିଣ୍ଡା-୨ ଜୋନରେ ବିଜେପି ଆଗୁଆ
  • UPDATES:ରେଙ୍ଗାଲି-୨ରେ ବିଜେଡି ଆଗୁଆ
  • UPDATES:ଧନକଉଡ଼ା-୨ରେ ବିଜେଡି ଆଗୁଆ
  • UPDATES:ଯୁଯୁମରା-୨ରେ ବିଜେଡି ଆଗୁଆ
  • UPDATES:ନୟାଗଡ଼: ଜୋନ୍-୧୭ରେ ବିଜେଡି ଆଗୁଆ
  • UPDATES:ଓଡ଼ଗାଁ ଜୋନ୍-୨ରେ ବିଜେଡି ଆଗୁଆ
  • UPDATES:ନୟାଗଡ଼ ଜୋନ୍-୧୩ରେ ବିଜେଡି ଆଗୁଆ
  • UPDATES:ଦଶପଲ୍ଲାର ଜୋନ୍-୧୦ରେ ବିଜେଡି ଆଗୁଆ
  • UPDATES:ପୁରୀ: ନିମାପଡ଼ା-୧୯ରେ ବିଜେଡି ଆଗୁଆ
  • UPDATES:ପିପିଲି-୨୩ରେ ବିଜେଡିର ଆଗୁଆ
  • UPDATES:ପୁରୀ ସଦର-୨୬ରେ ବିଜେଡି ଆଗୁଆ
  • UPDATES:ବ୍ରହ୍ମଗିରି-୨ରେ ବିଜେଡି ଆଗୁଆ

 

 

  • UPDATES:ଖୋର୍ଦ୍ଧା: ଟାଙ୍ଗି ଜୋନ୍-୧୦ରେ ବିଜେଡି ଆଗୁଆ
  • UPDATES:ଖୋର୍ଦ୍ଧା-୨ ନମ୍ବର ଜୋନରେ ବିଜେଡି ଆଗୁଆ
  • UPDATES:ଚିଲିକା-୫ ନମ୍ବର ଜୋନରେ ବିଜେଡି ଆଗୁଆ
  • UPDATES: ବୋଲଗଡ଼-୨୬ ନମ୍ବର ଜୋନରେ ବିଜେଡି ଆଗୁଆ

 

  • UPDATES:କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଜୋନ୍-୧୬ରେ ବିଜେଡି ଆଗୁଆ
  • UPDATES:ମହାକାଳପଡ଼ା-୨୦ରେ ବିଜେଡି ଆଗୁଆ
  • UPDATES:ମହାକାଳପଡ଼ା-୨୧ରେ ବିଜେଡି ଆଗୁଆ

 

  • UPDATES:କନ୍ଧମାଳ: ଖଜୁରୀପଡ଼ା ଜୋନ୍-୪ରେ ବିଜେପି ଆଗୁଆ
  • UPDATES:ଟିକାବାଲି ଜୋନ୍-୮ରେ ବିଜେଡି ଆଗୁଆ
  • UPDATES:ଦାରିଙ୍ଗବାଡ଼ି ଜୋନ୍-୧୧ରେ କଂଗ୍ରେସ ଆଗୁଆ
  • UPDATES:ଫିରିଙ୍ଗିଆ ଜୋନ୍-୧୩ରେ ବିଜେଡି ଆଗୁଆ
  • UPDATES:ବାଲିଗୁଡ଼ା ଜୋନ୍-୧୬ରେ ବିଜେଡି ଆଗୁଆ
  • UPDATES:ରାଇକିଆ ଜୋନ୍-୧୮ରେ ବିଜେଡି ଆଗୁଆ
  • UPDATES:କଳାହାଣ୍ଡି: ଏମ୍.ରାମପୁର-୩୪ରେ ବିଜେଡି ଆଗୁଆ

 

  • UPDATES:ଥୁ.ରାମପୁର-୨୨ ଜୋନରେ ବିଜେଡି ଆଗୁଆ
  • UPDATES:କୋକସରା-୯ ଜୋନରେ ବିଜେଡି ଆଗୁଆ
  • UPDATES:ଜୟପାଟଣା-୧୫ ଜୋନରେ ବିଜେପି ଆଗୁଆ
  • UPDATES:କଳାହାଣ୍ଡି: ଜୁନାଗଡ଼ ଜୋନ୍-୧୮ରେ ବିଜେଡି ଆଗୁଆ
  • UPDATES:କର୍ଲାମୁଣ୍ଡା-୪ ଜୋନରେ କଂଗ୍ରେସ ଆଗୁଆ
  • UPDATES:ଲାଞ୍ଜିଗଡ଼-୩୬ ଜୋନରେ ବିଜେଡି ଆଗୁଆ
  • UPDATES:କେସିଙ୍ଗା-୬ ଜୋନରେ ବିଜେଡି ଆଗୁଆ
  • UPDATES:କଲମପୁର-୨ ଜୋନରେ ବିଜେଡି ଆଗୁଆ
  • UPDATES: ଭବାନୀପାଟଣାର ଜୋନ୍-୩୦ରେ ବିଜେଡି ଆଗୁଆ
  • UPDATES: ଧର୍ମଗଡ଼ -୨୪ରେ ବିଜେଡି ଆଗୁଆ
  • UPDATES: ନର୍ଲା-୨୭ରେ ବିଜେଡି ଆଗୁଆ
  • UPDATES: ଗୋଲାମୁଣ୍ଡା-୧୨ରେ ବିଜେପି ଆଗୁଆ
  • UPDATES: ଯାଜପୁର ଦାନଗଦି-୯ରେ ବିଜେଡି ଆଗୁଆ
  • UPDATES: ଦଶରଥପୁର-୫ରେ ବିଜେଡି ଆଗୁଆ
  • UPDATES: ଧର୍ମଶାଳା-୧୨ରେ ବିଜେଡି ଆଗୁଆ
  • UPDATES: ଯାଜପୁରର ବଡ଼ଚଣା-୧୭ରେ ବିଜେଡି ଆଗୁଆ
  • UPDATES: ବଡ଼ଚଣା-୧୮ରେ ବିଜେଡି ଆଗୁଆ
  • UPDATES: ବରୀ-୨୨ରେ ବିଜେପି ଆଗୁଆ

 

  • UPDATES: ଜଗତସିଂହପୁର ଜୋନ୍-୧୦ରେ ବିଜେଡି ଆଗୁଆ।
  • UPDATES: କୁଜଙ୍ଗ ଜୋନ୍-୬ରେ ବିଜେଡି ଆଗୁଆ।
  • UPDATES: ରଘୁନାଥପୁର-୨୬ରେ ବିଜେଡି ଆଗୁଆ।
  • UPDATES: ଜଗତସିଂହପୁର ଏରସମା ଜୋନ୍-୨ରେ ବିଜେଡି ଆଗୁଆ।
  • UPDATES: ତିର୍ତ୍ତୋଲ ଜୋନ୍-୧୪ରେ ବିଜେଡି ଆଗୁଆ।
  • UPDATES: ନାଉଗାଁ ଜୋନ୍-୧୮ରେ ବିଜେଡି ଆଗୁଆ।
  • UPDATES: ଗଞ୍ଜାମ ରଂଗେଇଲୁଣ୍ଡା ଜୋନ୍-୫୪ରେ ବିଜେଡି ଆଗୁଆ ।
  • UPDATES: ଗଞ୍ଜାମ ଜୋନ୍-୧୫ରେ ବିଜେଡି ଆଗୁଆ ।
  • UPDATES:ଦିଗପହଣ୍ଡି ଜୋନ୍-୨୬ରେ ବିଜେଡି ଆଗୁଆ ।
  • UPDATES:ଗଞ୍ଜାମ ପାତ୍ରପୁର ଜୋନ୍-୩୩ରେ ବିଜେଡି ଆଗୁଆ ।
  • UPDATES:ସୋରଡ଼ା ଜୋନ୍-୬୪ରେ ବିଜେଡି ଆଗୁଆ ।
  • UPDATES:ବେଲଗୁଣ୍ଠା ଜୋନ୍-୪୮ରେ ବିଜେଡି ଆଗୁଆ।
  • UPDATES:ଧରାକୋଟ ଜୋନ୍-୩୦ରେ ବିଜେଡି ଆଗୁଆ।
  • UPDATES:ଖଲିକୋଟ ଜୋନ୍-୧୨ରେ ବିଜେଡି ଆଗୁଆ।
  • UPDATES:ଭଂଜନଗର ଜୋନ୍-୫୧ରେ ବିଜେଡି ଆଗୁଆ।
  • UPDATES:ଜଗନ୍ନାଥପ୍ରସାଦ ଜୋନ୍-୨୩ରେ ବିଜେଡି ଆଗୁଆ।
  • UPDATES:ବେଗୁନିଆପଡ଼ା ଜୋନ୍-୪୫ରେ ବିଜେଡି ଆଗୁଆ।
  • UPDATES: ପୁରୁଷୋତ୍ତମପୁର ଜୋନ୍-୩୬ରେ ବିଜେଡି ଆଗୁଆ।
  • UPDATES: ଦେବଗଡ଼ ତିଲେଇବଣୀ ଜୋନ୍–୨ରେ ବିଜେଡି ଆଗୁଆ ।
  • UPDATES: ବାରକୋଟ ଜୋନ୍-୨ରେ ବିଜେଡି ଆଗୁଆ ।
  • UPDATES: ରିଆମାଳ ଜୋନ୍-୨ରେ ବିଜେଡି ଆଗୁଆ ।
  • UPDATES: ଢେଙ୍କାନାଳ ସଦର ଜୋନ୍-୧୫ରେ ବିଜେଡି ଆଗୁଆ ।
  • UPDATES: କାମାକ୍ଷାନଗର ଜୋନ୍-୮ରେ ବିଜେପି ଆଗୁଆ ।
  • UPDATES: ହିନ୍ଦୋଳ ଜୋନ୍-୨୫ରେ ବିଜେଡି ଆଗୁଆ ।
  • UPDATES: ଗଁଦିଆ ଜୋନ୍-୧୧ରେ ବିଜେଡି ଆଗୁଆ ।
  • UPDATES: ଓଡ଼ାପଡ଼ା ଜୋନ୍-୨ରେ ବିଜେଡି ଆଗୁଆ ।
  • UPDATES: କଟକ ଟାଙ୍ଗୀ ଚୌଦ୍ୱାର-୧୧ରେ ବିଜେଡିର ଆଗୁଆ ।
  • UPDATES: ଆଠଗଡ଼-୨ରେ ବିଜେଡି ଆଗୁଆ ।
  • UPDATES: ତିଗିରିଆ-୧୫ରେ ବିଜେଡି ଆଗୁଆ ।
  • UPDATES: କଟକ: ସଦର-୫ରେ ବିଜେଡି ଆଗୁଆ ।
  • UPDATES: ନରସିଂହପୁର-୧୭ରେ ବିଜେଡି ଆଗୁଆ ।
  • UPDATES: ବଡ଼ମ୍ବା-୩୦ରେ ବିଜେଡିର ଆଗୁଆ ।
  • UPDATES: ବାରଙ୍ଗ-୩୩ରେ ବିଜେଡି ଆଗୁଆ ।
  • UPDATES: ମାହାଙ୍ଗା-୪୦ରେ ବିଜେଡି ଆଗୁଆ ।
  • UPDATES: ବରଗଡ଼ ବରପାଲି ଜୋନ୍-୧୯ରେ ବିଜେଡିର ଆଗୁଆ।
  • UPDATES: ବିଜେପୁର ଜୋନ୍-୨୨ରେ ବିଜେପି ଆଗୁଆ।
  • UPDATES: ପାଇକମାଳ-୧୨ରେ ବିଜେପି ଆଗୁଆ।
  • UPDATES: ବାଲେଶ୍ୱର ଖଇରା ଜୋନ୍-୪ରେ ବିଜେଡି ଆଗୁଆ।
  • UPDATES: ସଦର ଜୋନ୍-୧୭ରେ ବିଜେଡିର ଆଗୁଆ।
  • UPDATES: ସଦର ଜୋନ୍-୨୬ରେ ବିଜେଡି ଆଗୁଆ।
  • UPDATES: ଅନୁଗୋଳ ପାଲଲହଡ଼ା ଜୋନ୍-୧ରେ ବିଜେଡି ଆଗୁଆ।
  • UPDATES: ଅନୁଗୋଳ ସଦର ଜୋନ୍-୨ରେ ବିଜେଡିର ଆଗୁଆ।
  • UPDATES: ବରଗଡ଼ର ରାଜବୋଡ଼ାସମ୍ବର ଜୋନ୍-୩୦ରେ ବିଜେଡି ଆଗୁଆ।
  • UPDATES: ଗାଇସିଲେଟ ଜୋନ୍-୮ରେ ବିଜେଡିର ଆଗୁଆ।
  • UPDATES: ଝାରବନ୍ଧ ଜୋନ୍-୧୦ରେ ବିଜେଡି ଆଗୁଆ।
  • UPDATES: ସୋହେଲା ଜୋନ୍-୩୩ ବିଜେଡିର ଆଗୁଆ।
  • UPDATES: ଭଟଲୀ ଜୋନ୍-୨୫ରେ ବିଜେଡିର ଆଗୁଆ।
  • UPDATES: ନୟାଗଡ଼ ଜୋନ୍-୧୭ରେ ବିଜେଡି ଆଗୁଆ।
  • UPDATES: ଓଡ଼ଗାଁ ଜୋନ୍-୨ରେ ବିଜେଡି ଆଗୁଆ।
  • UPDATES: ନୟାଗଡ଼ ଜୋନ୍-୧୩ରେ ବିଜେଡି ଆଗୁଆ।
  • UPDATES: ଦଶପଲ୍ଲାର ଜୋନ୍-୧୦ରେ ବିଜେଡି ଆଗୁଆ।
  • UPDATES: ସୁନ୍ଦରଗଡ଼ ସଦର-୨୬ରେ ବିଜେଡି ଆଗୁଆ।
  • UPDATES: ସୁନ୍ଦରଗଡ଼ ଟାଙ୍ଗରପାଲି ଜୋନ୍-୧୦ରେ ବିଜେଡି ଆଗୁଆ।
  • UPDATES: ବଣାଇ ଜୋନ୍-୧୬ରେ ବିଜେଡି ଆଗୁଆ।
  • UPDATES: ବଡ଼ଗାଁ ଜୋନ୍-୧୪ରେ ବିଜେଡିର ଆଗୁଆ।
  • UPDATES: ବାଲିଶଙ୍କରା ଜୋନ୍-୧୮ରେ ବିଜେପିର ଆଗୁଆ।
  • UPDATES: ବାଲିଶଙ୍କରା ଜୋନ୍-୫ରେ ବିଜେଡିର ଆଗୁଆ।
  • UPDATES: ରାଜଗାଙ୍ଗପୁର ଜୋନ୍-୨୨ରେ କଂଗ୍ରେସର ଆଗୁଆ।
  • UPDATES: ହେମଗିରି ଜୋନ୍-୨୮ରେ ବିଜେଡିର ଆଗୁଆ।
  • UPDATES: ନୂଆପଡ଼ା କୋମନା ଜୋନ୍-୨ରେ ବିଜେଡି ଆଗୁଆ।
  • UPDATES: ଖଡ଼ିଆଳ ଜୋନ୍-୫ରେ ବିଜେଡି ଆଗୁଆ।
  • UPDATES: ସମ୍ବଲପୁର ମାନେଶ୍ୱର ଜୋନ୍-୨ରେ ବିଜେଡି ଆଗୁଆ।
  • UPDATES: ରେଢ଼ାଖୋଲ ଜୋନ୍-୨ରେ ବିଜେପି ଆଗୁଆ।
  • UPDATES: ନାକଟିଦେଉଳ ଜୋନ୍-୨ରେ ବିଜେଡିର ଆଗୁଆ।
  • UPDATES: ଜମନକିରା ଜୋନ୍-୨ରେ ବିଜେଡି ଆଗୁଆ।
  • UPDATES: ବାମରା ଜୋନ୍-୨ରେ ବିଜେଡି ଆଗୁଆ।
  • UPDATES: ସୁବର୍ଣ୍ଣପୁର: ତରଭା ଜୋନ୍-୭ରେ ବିଜେଡି ଆଗୁଆ।
  • UPDATES: ଡୁଙ୍ଗୁରିପାଲି ଜୋନ୍-୪ରେ ବିଜେଡି ଆଗୁଆ।
  • UPDATES: ମାଲକାନଗିରି କରୁକୋଣ୍ଡା ୫ନଂ ଜୋନରେ କଂଗ୍ରେସ ଆଗୁଆ।
  • UPDATES: ବରଗଡ ପଦ୍ମପୁର ୨ନଂ ଜୋନରେ ବିଜେଡି ଆଗୁଆ।
  • UPDATES: ବରଗଡ ଝାରବନ୍ଧ ୨ନଂ ଜୋନରେ ବିଜେଡି ଆଗୁଆ।
  • UPDATES: ଯାଜପୁର ବ୍ଳକ୍ ୩୦ନଂ ଜୋନରେ ବିଜେଡି ଆଗୁଆ।
  • UPDATES: କବିସୂର୍ଯ୍ଯନଗର ୬ନଂ ଜୋନରେ ବିଜେଡି ଆଗୁଆ।
  • UPDATES: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ୧ନଂ ଜୋନରେ ବିଜେଡି ଆଗୁଆ।
  • UPDATES: କୋରାପୁଟ ପଟାଙ୍ଗି ୨ନଂ ଜୋନରେ ବିଜେଡି ଆଗୁଆ।
  • UPDATES:ଜୟପୁର ବ୍ଳକ୍ ୨ନଂ ଜୋନରେ କଂଗ୍ରେସ ଆଗୁଆ।
  • UPDATES: ସମ୍ବଲପୁର ରେଢ଼ାଖୋଲ ମାନେଶ୍ଵର ବ୍ଲକ୍ ୨ ନଂ ଜୋନରେ ବିଜେଡି ଆଗୁଆ।
  • UPDATES: କୁଚିଣ୍ଡା ବାମରା ବ୍ଲକ ୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ।
  • UPDATES: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ ୬୮ ନମ୍ବର ଜୋନର ବିଜେଡି ଆଗୁଆ।
  • UPDATES: ବଲାଙ୍ଗିରର ଗୁଡ଼ଭେଲା ଜୋନ୍-୬ରେ ବିଜେଡି ଆଗୁଆ।
  • UPDATES: ଅନୁଗୁଳର ପାଲଲହଡ଼ା ଜୋନ୍-୧ରେ ବିଜେଡି ଆଗୁଆ।
  • UPDATES: ଆସିକା ୨ନଂ ଜୋନରେ ବିଜେଡି ଆଗୁଆ।
  • UPDATES: ନବରଙ୍ଗପୁର ୨ନଂ ଜୋନରେ ବିଜେଡି ଆଗୁଆ।
  • UPDATES: ରାୟଗଡା ଜିଲ୍ଲା ପଦ୍ମପୁର ଓ ରାମନାଗୁଡାରେ ବିଜେଡି ଆଗୁଆ।
  • UPDATES: କେନ୍ଦୁଝର ଜିଲ୍ଲା ୨ନଂ ଜୋନରେ ବିଜେଡି ଆଗୁଆ।

 

 

ପ୍ରଥମ ପର୍ଯ୍ଯାୟ ଭୋଟ ଗଣତି ଶେଷ

 

ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହେଲା ଭୋଟ ଗଣତି। ଆଜି ଖୋଲିଛି ପଞ୍ଚାୟତ ଭୋଟ୍‌ ପେଡ଼ି । ସକାଳ ୮ଟାରୁ ଆରମ୍ଭ ହେଇଯାଇଛି ଭୋଟ୍‌ ଗଣତି । ଭୋଟ୍‌ ବାକ୍ସରେ ସିଲ୍‌ ହୋଇଛି ୧ ଲକ୍ଷ ୬ହଜାର ୩୫୩ ପ୍ରାର୍ଥୀଙ୍କ ଭାଗ୍ୟ । ଆଜିଠୁ ୩ ଦିନ ଧରି ଚାଲିବ କାଉଣ୍ଟିଂ ପ୍ରକ୍ରିୟା । ଆଜି ୩୧୫ ଜିଲ୍ଲା ପରିଷଦ ଆସନ, ୨୭ ତାରିଖ ଦିନ ୩୦୭ ଓ ୨୮ରେ ବାକି ୨୨୯ଟି ଜିଲ୍ଲା ପରିଷଦ ଆସନରେ ଭୋଟ୍‌ ଗଣତି କରାଯିବ ।

ଜିଲ୍ଲା ପରିଷଦ ଜୋନ୍‌ ଅଧୀନରେ ଯେତିକି ଜୋନ୍‌ ରହିଛି ସେହି ଅନୁସାରେ କାଉଣ୍ଟିଂ ଟେବୁଲ ରହିଛି । ବାଲଟ୍‌ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯିବ । ତା ପରେ ୫୦ ଟିକିଆ ବଣ୍ଡଲ କରି ଦିଆଯିବ । ପ୍ରଥମେ ଓ୍ଵାର୍ଡ଼ ମେମ୍ବର, ପରେ ସରପଞ୍ଚ ଓ ତାପରେ ସମିତି ସଭ୍ୟଙ୍କର ଭୋଟ୍‌ ଗଣତି ହେବ । ସବା ଶେଷରେ ଗଣତି ହେବ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ।

UPDATES: ଜିଲ୍ଲା ପରିଷଦ ଆସନ

ବିଜେଡି : ୨୩୦

ବିଜେପି : ୧୨

କଂଗ୍ରେସ:୧୦

ସ୍ବାଧୀନ ପ୍ରାର୍ଥୀ :୪

 

  • UPDATES:ବଡଚଣା ବ୍ଲକ ଜିଲ୍ଲା ପରିଷଦ ଜୋନ – ୧୬ ବିଜେଡି ଆଗୁଆ
  • UPDATES:ଧର୍ମଶାଳା ବ୍ଲକ ଜିଲ୍ଲା ପରିଷଦ ଜୋନ – ୧୧ ବିଜେଡି ଆଗୁଆ
  • UPDATES:ରସୁଲପୁର ବ୍ଲକ ଜିଲ୍ଲା ପରିଷଦ ଜୋନ – ୩୩ ବିଜେଡି ଆଗୁଆ
  • UPDATES:ବରି ବ୍ଲକ ଜିଲ୍ଲା ପରିଷଦ ଜୋନ – ୨୧ ବିଜେଡି ଆଗୁଆ
  • UPDATES:କୋରେଇ ବ୍ଲକ ଜିଲ୍ଲା ପରିଷଦ ଜୋନ – ୧ ବିଜେଡି ଆଗୁଆ
  • UPDATES:ଦାନଗଦି ବ୍ଲକ ଜିଲ୍ଲା ପରିଷଦ ଜୋନ – ୮ ବିଜେଡି ଆଗୁଆ
  • UPDATES:ସୁକିନ୍ଦା ବ୍ଲକ ଜିଲ୍ଲା ପରିଷଦ ଜୋନ – ୩୭ ବିଜେଡି ଆଗୁଆ
  • UPDATES:ଦଶରଥପୁର ବ୍ଲକ ଜିଲ୍ଲା ପରିଷଦ ଜୋନ – ୪ ବିଜେଡି ଆଗୁଆ
  • UPDATES:ବିଂଝାରପୁର ବ୍ଲକ ଜିଲ୍ଲା ପରିଷଦ ଜୋନ – ୨୫ ବିଜେଡି ଆଗୁଆ
  • UPDATES: ଯାଜପୁର ବ୍ଲକ ଜିଲ୍ଲା ପରିଷଦ ଜୋନ – ୨୯ ବିଜେଡି ଆଗୁଆ

 

  • UPDATES:ଜୟପୁର ଜୋନ୍-୧ରେ ବିଜେଡି ଆଗୁଆ
  • UPDATES:କୋଟପାଡ଼ ଜୋନ୍-୧ରେ ବିଜେଡି ଆଗୁଆ
  • UPDATES:ବୋରିଗୁମ୍ମା-୧ରେ ବିଜେଡିର ଆଗୁଆ
  • UPDATES:କୁନ୍ଦୁରା-୧ରେ ବିଜେଡି ଆଗୁଆ
  • UPDATES:ବୈପାରୀଗୁଡ଼ା-୧ରେ ବିଜେଡି ଆଗୁଆ
  • UPDATES:ମହୁରିଆ ଓ ଦଶମନ୍ତପୁର-୧ରେ କଂଗ୍ରେସ ଆଗୁଆ
  • UPDATES:ଟାଙ୍ଗି ଜୋନ୍-୯ରେ ବିଜେଡିର ଆଗୁଆ
  • UPDATES:ବାଲିଅନ୍ତା ଜୋନ୍-୧୬ରେ ବିଜେଡି ଆଗୁଆ
  • UPDATES:ଭୁବନେଶ୍ୱର ବ୍ଲକ ଜୋନ୍-୨୮ରେ ବିଜେପି ଆଗୁଆ
  • UPDATES:ବାଲିପାଟଣା ବ୍ଲକ ଜୋନ୍-୧୯ରେ ବିଜେଡି ଆଗୁଆ
  • UPDATES:ବାଣପୁର ଜୋନ୍-୧୩ରେ ବିଜେପି ଆଗୁଆ
  • UPDATES:ଟାଙ୍ଗି ଜୋନ୍-୯ରେ ବିଜେଡି ଆଗୁଆ
  • UPDATES:ବାଲିଅନ୍ତା ଜୋନ୍-୧୬ରେ ବିଜେଡି ଆଗୁଆ
  • UPDATES:ଭୁବନେଶ୍ୱର ବ୍ଲକ ଜୋନ୍-୨୮ରେ ବିଜେପି ଆଗୁଆ
  • UPDATES:ବାଲିପାଟଣା ବ୍ଲକ ଜୋନ୍-୧୯ରେ ବିଜେଡି ଆଗୁଆ
  • UPDATES:ଗଞ୍ଜାମ: ଶେରଗଡ଼ ଜୋନ୍-୫୬ରେ ବିଜେଡି ଆଗୁଆ
  • UPDATES:ଭଂଜନଗର ଜୋନ୍-୫୦ରେ ବିଜେଡି ଆଗୁଆ
  • UPDATES:ଗଂଜାମ: ଖଲ୍ଲିକୋଟ ଜୋନ୍-୧୧ରେ ବିଜେଡି ଆଗୁଆ

 

  • UPDATES:ଚିକିଟି ଜୋନ୍-୧୬ରେ ବିଜେଡି ଆଗୁଆ
  • UPDATES:ଦିଗପହଣ୍ଡି ଜୋନ୍-୨୫ରେ ବିଜେଡି ଆଗୁଆ
  • UPDATES:ଗଂଜାମ ବ୍ଲକ ଜୋନ୍-୧୪ରେ ବିଜେଡି ଆଗୁଆ
  • UPDATES:ଛତ୍ରପୁର ଜୋନ୍-୧୪ରେ ବିଜେଡି ଆଗୁଆ
  • UPDATES:ଗଜପତି: କାଶୀନଗର ଜୋନ୍-୧ରେ ବିଜେପି ଆଗୁଆ
  • UPDATES:ଗୁମ୍ମା ଜୋନ୍-୩ରେ କଂଗ୍ରେସ ଆଗୁଆ
  • UPDATES:ନୂଆଗଡ଼ ଜୋନ୍-୫ରେ କଂଗ୍ରେସ ଆଗୁଆ
  • UPDATES:ମୋହନା ଜୋନ୍-୮ରେ ବିଜେଡି ଆଗୁଆ
  • UPDATES:ରାୟଗଡ଼ ଜୋନ୍-୧୩ରେ ବିଜେଡି ଆଗୁଆ
  • UPDATES:ଦେବଗଡ଼: ତିଲେଇବଣି-୧ରେ ବିଜେଡି ଆଗୁଆ

 

  • UPDATES:ବାରକୋଟ-୧ରେ ବିଜେଡି ଆଗୁଆ
  • UPDATES:ରିଆମାଳ-୧ରେ ବିଜେଡି ଆଗୁଆ
  • UPDATES:ନରସିଂହପୁର ଜୋନ୍-୧୬ରେ ବିଜେଡି ଆଗୁଆ
  • UPDATES:ବଡମ୍ବା ଜୋନ୍-୨୯ରେ ବିଜେଡି ଆଗୁଆ
  • UPDATES:ତିଗିରିଆ ଜୋନ୍-୧୪ରେ ବିଜେଡି ଆଗୁଆ
  • UPDATES:କଟକ ସଦର ଜୋନ୍-୪ରେ ସ୍ୱାଧୀନ ଆଗୁଆ
  • UPDATES:କଣ୍ଟାପଡ଼ା ଜୋନ୍-୮ରେ ବିଜେଡି ଆଗୁଆ
  • UPDATES:ନିଆଳି ଜୋନ୍-୨୦ରେ ବିଜେଡି ଆଗୁଆ
  • UPDATES:ବୌଦ୍ଧ: ୪ ନମ୍ବର ଜୋନ୍ରେ ବିଜେପି ଆଗୁଆ
  • UPDATES:କଣ୍ଟାମାଳ ଜୋନ୍-୧ରେ ବିଜେଡି ଆଗୁଆ
  • UPDATES:ହରଭଂଗା ଜୋନ୍-୭ରେ ବିଜେଡି ଆଗୁଆ
  • UPDATES: ଅନୁଗୋଳ: ଛେଣ୍ଡିପଦା ଜୋନ୍-୧୪ରେ ବିଜେପି ଆଗୁଆ।
  • UPDATES: ବଅଁରପାଳ ଜୋନ୍-୨୫ରେ ବିଜେପି ଆଗୁଆ।
  • UPDATES: ଭଦ୍ରକ: ଧାମନଗର ଜୋନ୍-୧୦ରେ ବିଜେପି ଆଗୁଆ।
  • UPDATES:ଦେଓଗାଁ ଜୋନ୍-୧୨ରେ ବିଜେଡି ଆଗୁଆ।
  • UPDATES:ଖପ୍ରାଖୋଲ ଜୋନ୍-୩ରେ ବିଜେପି ଆଗୁଆ।
  • UPDATES:ଆଗଲପୁର ଜୋନ୍-୧ରେ ବିଜେଡି ଆଗୁଆ।
  • UPDATES:ବୌଦ୍ଧ: ୪ ନମ୍ବର ଜୋନ୍‌ରେ ବିଜେପି ଆଗୁଆ।
  • UPDATES:କଣ୍ଟାମାଳ ଜୋନ୍-୧ରେ ବିଜେଡି ଆଗୁଆ।
  • UPDATES:ହରଭଂଗା ଜୋନ୍-୭ରେ ବିଜେଡି।=
  • UPDATES:ବାଲେଶ୍ୱର: ନୀଳଗିରି ଜୋନ୍ ୧୧ରେ ବିଜେଡି ଆଗୁଆ।
  • UPDATES:ଜଳେଶ୍ୱର ଜୋନ୍-୭ରେ ବିଜେଡି ଆଗୁଆ।
  • UPDATES:ବାହାନଗା ଜୋନ୍-୧୮ରେ ବିଜେଡି ଆଗୁଆ।
  • UPDATES:ସିମୁଳିଆ ଜୋନ୍-୪୦ରେ ବିଜେପି ଆଗୁଆ।
  • UPDATES:ମୟୂରଭଞ୍ଜ କରଞ୍ଜିଆ ଜୋନ୍-୬ରେ ବିଜେଡି ଆଗୁଆ।
  • UPDATES:ବେତନଟୀ ଜୋନ୍-୩୫ରେ ବିଜେଡି ଆଗୁଆ।
  • UPDATES:କପ୍ତିପଦା ଜୋନ୍-୩ରେ ବିଜେପି ଆଗୁଆ।
  • UPDATES:ବାରିପଦା ଜୋନ୍-୨୯ରେ ବିଜେପି ଆଗୁଆ।
  • UPDATES:ଖୁଣ୍ଟା ଜୋନ୍-୧୨ରେ ବିଜେଡି ଆଗୁଆ।
  • UPDATES:ଗୋପବନ୍ଧୁନଗର ଜୋନ୍-୧୪ରେ ବିଜେପି ଆଗୁଆ।
  • UPDATES:ନୟାଗଡ଼ ଜୋନ୍ ୧୨ ଓ ୧୬ରେ ବିଜେଡି ଆଗୁଆ।
  • UPDATES:ରଣପୁର ଜୋନ୍-୧ରେ ବିଜେଡି ଆଗୁଆ
  • UPDATES:ଓଡ଼ଗାଁ ଜୋନ୍-୧ରେ ବିଜେଡି ଆଗୁଆ।
  • UPDATES:ଭାପୁର ଜୋନ୍-୧୮ରେ ବିଜେଡି ଆଗୁଆ।
  • UPDATES:ପୁରୀ କଣାସ ଜୋନ୍-୧ରେ ବିଜେଡି ଆଗୁଆ।
  • UPDATES: ଢେଙ୍କାନାଳ ଗଁଦିଆ ଜୋନ୍-୧୦ରେ ବିଜେଡି ଆଗୁଆ।
  • UPDATES:କାମାକ୍ଷାନଗର ଜୋନ୍-୭ରେ ବିଜେଡି ଆଗୁଆ।
  • UPDATES:ପରଜଙ୍ଗ ଜୋନ୍-୧୮ରେ ବିଜେପି ଆଗୁଆ।
  • UPDATES:ଓଡ଼ାପଡ଼ା ଜୋନ୍-୧ରେ ବିଜେଡି ଆଗୁଆ।
  • UPDATES:ଢେଙ୍କାନାଳ ସଦର ଜୋନ୍-୧୪ରେ ବିଜେଡି ଆଗୁଆ।
  • UPDATES:ଭୁବନ ଜୋନ୍-୨୧ରେ ବିଜେଡି ଆଗୁଆ।
  • UPDATES:ହିନ୍ଦୋଳ ଜୋନ୍-୨୪ରେ ବିଜେପି ଆଗୁଆ।
  • UPDATES:କଙ୍କଡ଼ାହାଡ଼ ଜୋନ୍-୪ରେ ବିଜେଡି ଆଗୁଆ।
  • UPDATES:ସୁନ୍ଦରଗଡ଼ରେ ୧୭ରୁ ୧୪ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ।
  • UPDATES:ବାଲେଶ୍ୱର ଜିଲ୍ଲାର ଅଧିକାଂଶ ଜୋନରେ ବିଜେଡି ଆଗୁଆ।
  • UPDATES:ଗଂଜାମ ଜିଲ୍ଲା ପରିଷଦ ବୁଗୁଡ଼ା ଜୋନ୍-୪୧ରେ ବିଜେଡି
  • UPDATES:ଗଂଜାମ କୁକୁଡ଼ାଖଣ୍ଡି ଜୋନ୍-୮ରେ ବିଜେଡିର ଆଗୁଆ।
  • UPDATES:ପୁରୁଷୋତ୍ତମପୁର ଜୋନ୍-୩୫ରେ ବିଜେଡି ଆଗୁଆ।
  • UPDATES:ସାନଖେମୁଣ୍ଡି ଜୋନ୍-୫୯ରେ ବିଜେଡି ଆଗୁଆ।
  • UPDATES:ପୋଲସରା ଜୋନ୍-୩୮ରେ ବିଜେପି ଆଗୁଆ।
  • UPDATES:ଜଗନ୍ନାଥପ୍ରସାଦ ଜୋନ୍-୨୨ରେ ବିଜେଡି ଆଗୁଆ।
  • UPDATES:କେନ୍ଦ୍ରପଡାର ସବୁ ଜୋନରେ ବିଜେଡି ଆଗୁଆ।
  • UPDATES:ଭଦ୍ରକ ଭଣ୍ଡାରୀପୋଖରୀ ଜୋନ୍-୨୨ରେ ବିଜେଡି ଆଗୁଆ।
  • UPDATES:ଭଦ୍ରକ ଜୋନ୍-୨୫ରେ ବିଜେଡି ଆଗୁଆ।
  • UPDATES:ଜୁନାଗଡରେ ବିଜେଡି ଆଗୁଆ ।
  • UPDATES:କଟକ ଜିଲ୍ଲା ବାରଙ୍ଗ ବ୍ଳକ୍ ୩୨ନଂ ଜୋନରେ ବିଜେପି ଆଗୁଆ।
  • UPDATES:ଉମରକୋଟ ଜିଲ୍ଲା ପରିଷଦ ଜୋନ୍ ୧ରେ କଂଗ୍ରେସ ଆଗୁଆ ।
  • UPDATES:ଚନ୍ଦାହାଣ୍ଡି ବ୍ଳକ୍ ଜୋନ୍ ୧ରେ ବିଜେଡି ଆଗୁଆ ।
  • UPDATES:ମାଲକାନଗିରି ଖଇରପୁଟ ବ୍ଳକରେ ବିଜେଡି ଆଗୁଆ ।
  • UPDATES:ମାଲକାନଗିରି ବ୍ଳକ୍ ଜୋନ୍ ୧ରେ ବିଜେଡି ଆଗୁଆ ।
  • UPDATES:ମାଲକାନଗିରିର ୮ ଯାକ ଜୋନରେ ବିଜେଡି ଆଗୁଆ
  • UPDATES:କନ୍ଧମାଳ ଜୋନ୍ ୧ କୋଟଗଡରେ ବିଜେଡି ଆଗୁଆ ।
  • UPDATES:ବାଲିଗୁଡା ୧୫ନଂ ଜୋନରେ ବିଜେଡି ଆଗୁଆ ।
  • UPDATES:କଟକ ମାହାଙ୍ଗା ୩୯ନଂ ଜୋନରେ ବିଜେଡି ଆଗୁଆ ।
  • UPDATES:ନୟାଗଡ ଦଶପଲ୍ଲା ନୂଆଗାଁ ବ୍ଳକ୍ ୧୬ନଂ ଜୋନରେ ବିଜେଡି ଆଗୁଆ ।
  • UPDATES:ନବରଙ୍ଗପୁର ଜୋନ୍-୭ରେ ବିଜେଡି ଆଗୁଆ ।ନବରଙ୍ଗପୁର ଚନ୍ଦାହାଣ୍ଡି ଜୋନ୍-୭ରେ ବିଜେଡି ଆଗୁଆ ।
  • UPDATES:ସମ୍ବଲପୁର ଧନକଉଡା ଜୋନ୍ ୧ରେ ବିଜେଡି ଆଗୁଆ ।
  • UPDATES:କାଶୀନଗର ବ୍ଳକ୍ ୧ନଂ ଜୋନର ବୁଦୁରା ପଞ୍ଚାୟତ ୧ନଂ ବୁଥରେ ବିଜେପି ଆଗୁଆ ।
  • UPDATES:ଆଠଗଡ ତିଗିରିଆ ବ୍ଳକ୍ ୧ନଂଜୋନରେ ବିଜେଡି ଆଗୁଆ ।
  • UPDATES:ସମ୍ବଲପୁର ରେଢାଖୋଲ ଜୋନ୍-୧ରେ ବିଜେପି ଆଗୁଆ ।
  • UPDATES:ଆନନ୍ଦପୁର ଜୋନ୍-୧ରେ ବିଜେଡି ଆଗୁଆ ।
  • UPDATES:ସମ୍ବଲପୁର ରେଙ୍ଗାଲି ଜୋନ୍-୧ରେ ବିଜେଡି ଆଗୁଆ ।
  • UPDATES:ନରସିଂହପୁର ୧୬ନଂ ଜୋନ୍ ରେଗେଡା ଜିଲ୍ଲା ପରିଷଦରେ ବିଜେପି ଆଗୁଆ ।
  • UPDATES:କେନ୍ଦୁଝର ଜୋନ୍-୪ରେ ବିଜେଡି ଆଗୁଆ ।
  • UPDATES:ପାଟଣା ଜୋନ୍-୨୧ରେ ବିଜେଡି ଆଗୁଆ ।
  • UPDATES:ଘଟଗାଁ ଜୋନ୍-୧ରେ ବିଜେଡି ଆଗୁଆ ।
  • UPDATES:ରାୟଗଡା ଗୁଣୁପୁର ୯ନଂ ଜୋନରେ ବିଜେଡି ଆଗୁଆ ।
  • UPDATES:ପଟାଙ୍ଗି ଜିଲ୍ଲା ପରିଷଦ ଜୋନ୍ ୧ରେ ସର୍ବଦଳୀୟ ପ୍ରାର୍ଥୀ ଆଗୁଆ ।
  • UPDATES:କଣ୍ଟାମାଳ ଜିଲ୍ଲା ପରିଷଦ ଜୋନ୍ ୧ନଂ ଓ ୪ନଂରେ ବିଜେପି ଆଗୁଆ ।
  • UPDATES:ସୋରଡା ୬୩ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ ।
  • UPDATES:ପ୍ରଥମ ରାଉଣ୍ଡ ସୁଦ୍ଧା କେନ୍ଦ୍ରାପଡା ଜୋନ୍ ୫ରେ ବିଜେଡି ଆଗୁଆ ।
  • UPDATES:ରାୟଗଡା ଜିଲ୍ଲା ରାମନାଗୁଡା ‘କ’ ଜୋନରେ ବିଜେଡି ଆଗୁଆ ।
  • UPDATES:ବଡମ୍ବା ମାଳତି ପଞ୍ଚାୟତର ୨୯ନଂ ଜୋନରେ ବିଜେପି ଆଗୁଆ ।
  • UPDATES:କେନ୍ଦୁଝର ୧ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ ।
  • UPDATES:ରାୟଗଡା ଗୁଣୁପୁର ‘କ’ ଜୋନ୍ ୧ନଂ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ଆଗୁଆ ।
  • UPDATES:ଗଂଜାମ ବେଲଗୁଣ୍ଠା ଜୋନ୍-୪୭ରେ ବିଜେଡି ଆଗୁଆ।
  • UPDATES:ମୁରିବାହାଲ ଜୋନ୍-୨୭ରେ ବିଜେଡି ଆଗୁଆ।
  • UPDATES:ବଲାଙ୍ଗିର: ଲୋଇସିଂହା ଜୋନ୍-୩୩ରେ ବିଜେଡି ଆଗୁଆ।
  • UPDATES: ପୁଇଁତଳା ଜୋନ୍-୧୭ରେ ବିଜେଡି ଆଗୁଆ।
  • UPDATES: ବାସୁଦେବପୁର ଜୋନ୍-୧୭ରେ ବିଜେଡି ଆଗୁଆ।

 

  • UPDATES: ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରେ ଚାଲିଛି ଭୋଟ ଗଣତି । ପଟଣାଗଡ ର ଜିଲ୍ଲା ପରିଷଦ ଜୋନ୍ ନଂ-୧୪ , ବେଳପଡା ବ୍ଲକ ଜୋନ୍ ୨୪, ଖପ୍ରାଖୋଲ ବ୍ଲକ ଜୋନ୍ ନଂ ୩, ଆଗଳପୁର ଜୋନ୍ ନଂ ୧ , ଲୋଇସିଙ୍ଗା ଜୋନ୍ ନଂ ୩୩, ପୁଇଁତଲା ଜୋନ୍ ନଂ ୧୭ , ବଙ୍ଗୋମୁଣ୍ଡା ଜୋନ୍ ନଂ ୨୦ ,ତୁରେକଲ ଜୋନ୍ ନଂ ୧୦ , ମୁରିବାହାଲ ଜୋନ୍ ନଂ ୨୭, ଵଲାଙ୍ଗିର ଜୋନ୍ ନଂ ୨୨, ଗୁଡ଼ାଭେଳା ବ୍ଲକ ନଂ୫ , ଦେଓଗାଁ ଜୋନ୍ ନଂ ୧୨, ସଇଁତଲା ଜୋନ୍ ନଂ ୩୦ ଓ ଟିଟିଲାଗଡ ବ୍ଲକ ଜୋନ୍ ୭ ରେ ଜିଲ୍ଲା ପରିଷଦ ଭୋଟ ଗଣତି ହେଉଛି ।
  • UPDATES: ଜୟପୁରରେ ଭୋଟଗଣତି ଆରମ୍ଭ। VD କଲେଜ ଷ୍ଟ୍ରଙ୍ଗରୁମ ପରିସରରେ ଆଠଟି ଟେବୁଲ ରେ ୩୩ କର୍ମଚାରୀଙ୍କୁ ନେଇ ଚାଲିଛି ଗଣତି , ଆଜି ଜୋନ ୧ର ୯୬ଟି ବୁଥର ଜିଲ୍ଲା ପରିଷଦ, ସରପଞ୍ଚ,ସମିତି ସଭ୍ଯ ଓ ଓ୍ଵାର୍ଡ ମେମ୍ବର ପାଇଁ ଗଣତି ହେଉଛି, ଜୟପୁର ୮ଟି ପଞ୍ଚାୟତର ୯୬ ଟି ୱାର୍ଡରେ ୩୪ ଜଣ ସରପଞ୍ଚ, ୨୫ ସମିତି ସଭ୍ୟ ,୬୨ ୱାର୍ଡ ସଭ୍ୟ ଏବଂ ୪ଜଣ ଜିଲାପରିଷଦଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି।
  • UPDATES: ଗଜପତିର ୭ଟି ବ୍ଲକରେ ହେଉଛି ଗଣତି । ୧୪୯ଟି ସରପଞ୍ଚ, ସମିତିସଭ୍ୟ ଓ ୧୪ ଜିଲ୍ଲା ପରିଷଦ ଜୋନ୍‌ ପାଇଁ କାଉଣ୍ଟିଂ ଚାଲିଛି।
  • UPDATES: କଟକରେ ଆରମ୍ଭ ହୋଇଛି ଗଣତି । କଡା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ୧୪ ବ୍ଲକର ୧୪ଟି ଜୋନ୍‌ରେ ହେଉଛି ଗଣତି ।
  • UPDATES: ପୁରୀ ଜିଲ୍ଲାରେ ଭୋଟ ଗଣତି ଆରମ୍ଭ। ଆଜି ଠାରୁ ୧୧ଟି ବ୍ଲକରେ ୩ ଦିନ ପର୍ଯ୍ୟନ୍ତ ଚାଲିବ ଭୋଟଗଣତି। ଆଜି ଜିଲ୍ଲା ପରିଷଦ ଜୋନଂ ୧, ୩, ୬,୯,୧୧, ୧୫, ୧୮, ୨୨, ୨୫, ୨୮ ଏବଂ ୩୧ରେ ଭୋଟ ଗଣତି କରାଯାଉଛି । ୨୬୮ଟି ଗ୍ରାମ ପଞ୍ଚାୟତର ୭୩୪୪ ୱାର୍ଡମେମ୍ବର, ୯୪୫ ସରପଞ୍ଚ, ୮୧୮ ସମିତି ସଭ୍ୟ ଏବଂ ୩୩ଟି ଜିଲ୍ଲା ପରିଷଦ ଜୋନର ୧୫୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ର୍ନିଦ୍ଧାରଣ ହେବ ।
  • UPDATES: ମୟୂରଭଞ୍ଜରେ କଡା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ ଗଣତି, ୨୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଗଣତି କରାଯାଉଛି, ୨୬ଟି ଜିଲ୍ଲା ପରିଷଦ ଆସନ ପାଇଁ ୧୧୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।
  • UPDATES: ଗଂଜାମ ଜିଲ୍ଲାର ୨୨ଟି ବ୍ଲକରେ ଆରମ୍ଭ ହେଲା ମତଦାନ ଗଣନା ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ୨୨ଟି ଜିଲ୍ଲା ପରିଷଦ ଆସନ ଓ ୨୨୯ ଟି ପଂଚାୟତ ଅଧୀନରେ ଥିବା ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଗଣତି ହେବ ।

Sonalisa

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

7 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

17 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

29 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

36 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

37 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

55 mins ago