ପଞ୍ଚାୟତ ନିର୍ବାଚନ ଫଳାଫଳ: Live Updates | ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି

ତୃତୀୟ ପର୍ଯ୍ଯାୟ ଭୋଟ ଗଣତି
ଭୁବନେଶ୍ବର(କେନ୍ୟୁଜ୍): ଚାରିଆଡ଼େ ଶଙ୍ଖ ଧ୍ୱନୀ । ପଞ୍ଚାୟତ ନିର୍ବାଚନରେ ଚିତ୍ ମାରିଲେ ବିରୋଧୀ । ୨୦୧୭ ତୁଳନାରେ ବିଜେଡିର ରେକର୍ଡ ବିଜୟ । ବର୍ତ୍ତମାନ ସୁଦ୍ଧା ଗଣତିରେ ୫୫୧ ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ଓ ଆଗୁଆ ରହିଛନ୍ତି । ବିଜେପି ୩୨ ଓ କଂଗ୍ରେସ ୩୦ଟି ଲେଖାଏ ଜିଲ୍ଲା ପରିଷଦ ଜୋନରେ ଲିଡ୍ କରୁଛନ୍ତି । ବିରୋଧୀଙ୍କ ଗଡ଼କୁ ଧ୍ୱସ୍ତବିଧ୍ୱସ୍ତ କରିଛି ବିଜେଡି । ଦଳର ବିଜୟ ରଥ ବଢୁଛି ଆଗକୁ ଆଗକୁ ।
ପ୍ରଥମ ଦିନ ଗଣତିରେ ବିଜେଡି ପ୍ରାର୍ଥୀ ୮୯ ପ୍ରତିଶତ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି । ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ ହୋଇଛି । ପ୍ରାୟ ସବୁ ସ୍ଥାନରେ ଲିଡ୍ କରୁଛି ବିଜେଡି । ଦୁଇ ଦିନରେ ମୋଟ୍ ୬୨୦ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ହୋଇଛି । ଆଜି ଭୋଟ ଗଣତିର ତୃତୀୟ ତଥା ଶେଷ ଦିନ । ବାକି ୨୨୯ଟି ଜିଲ୍ଲା ପରିଷଦ ଆସନର ଭୋଟ୍ ଗଣତି ଚାଲିଛି ।
ବିଜେଡି :୭୬୪
ବିଜେପି : ୪୨
କଂଗ୍ରେସ: ୩୮
ସ୍ବାଧୀନ ପ୍ରାର୍ଥୀ : ୦୭
- UPDATES:ଖୋର୍ଦ୍ଧା: ଟାଙ୍ଗୀ-୧୨ରେ ବିଜେଡି ଆଗୁଆ
- UPDATES:ଟାଙ୍ଗୀ-୧୧ରେ ବିଜେଡି ଆଗୁଆ
- UPDATES:ବାଲିପାଟଣା-୨୧ରେ ବିଜେଡି ଆଗୁଆ
- UPDATES:ପୁରୀ : ବ୍ରହ୍ମଗିରି-୩୦ରେ ବିଜେଡି ଆଗୁଆ
- UPDATES:ଗୋପ-୧୩ରେ ବିଜେଡି ଆଗୁଆ
- UPDATES:ଗୋପ-୧୪ରେ ବିଜେପି ଆଗୁଆ
- UPDATES:ସତ୍ୟବାଦୀ-୩୩ରେ ବିଜେପି ଆଗୁଆ
- UPDATES:ପୁରୀ : ପୁରୀ ସଦର-୨୭ରେ ବିଜେଡି ଆଗୁଆ
- UPDATES:ଡେଲାଙ୍ଗ-୧୭ରେ ବିଜେଡି ଆଗୁଆ
- UPDATES:କଣାସ-୫ରେ ବିଜେଡି ଆଗୁଆ
- UPDATES:ନୂଆପଡ଼ା: କୋମନା-୩ରେ ବିଜେଡି ଆଗୁଆ
- UPDATES:ନୂଆପଡ଼ା-୯ରେ କଂଗ୍ରେସ ଆଗୁଆ
- UPDATES:ଖରିଆର-୬ରେ ବିଜେଡି ଆଗୁଆ
- UPDATES:ସିନାପାଲି-୧୪ରେ ବିଜେପି ଆଗୁଆ
- UPDATES:ଓଡ଼ଗାଁ-୪ରେ ବିଜେଡି ଆଗୁଆ
- UPDATES:ଦଶପଲ୍ଲା-୧୧ରେ ବିଜେଡି ଆଗୁଆ
- UPDATES:ଖଣ୍ଡପଡ଼ା-୭ରେ ବିଜେଡି ଆଗୁଆ
- UPDATES:ଓଡ଼ଗାଁ-୩ରେ ବିଜେଡି ଆଗୁଆ
- UPDATES:ନୟାଗଡ଼-୧୪ରେ ବିଜେଡି ଆଗୁଆ
- UPDATES:ନୟାଗଡ଼: ନୟାଗଡ଼-୧୫ରେ ବିଜେଡି ଆଗୁଆ
- UPDATES:ନୟାଗଡ଼-୨୩ରେ ବିଜେପି ଆଗୁଆ
- UPDATES:ନୟାଗଡ଼-୨୪ରେ ବିଜେଡି ଆଗୁଆ
- UPDATES:ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି-୩ରେ ବିଜେଡି ଆଗୁଆ
- UPDATES:ଖୋର୍ଦ୍ଧା: ଭୁବନେଶ୍ୱର-୩୦ରେ ବିଜେଡି ଆଗୁଆ
- UPDATES:ଚିଲିକା-୬ରେ ବିଜେଡି ଆଗୁଆ
- UPDATES:ବୋଲଗଡ଼-୨୭ରେ ବିଜେଡି ଆଗୁଆ
- UPDATES:ବାଲିଅନ୍ତା-୧୮ରେ ବିଜେଡି ଆଗୁଆ
- UPDATES:ଖୋର୍ଦ୍ଧା: ଟାଙ୍ଗୀ-୧୨ରେ ବିଜେଡି ଆଗୁଆ
- UPDATES:ଟାଙ୍ଗୀ-୧୧ରେ ବିଜେଡି ଆଗୁଆ
- UPDATES:ବାଲିପାଟଣା-୨୧ରେ ବିଜେଡି ଆଗୁଆ
- UPDATES:ପୁରୀ : ବ୍ରହ୍ମଗିରି-୩୦ରେ ବିଜେଡି ଆଗୁଆ
- UPDATES:ଗୋପ-୧୩ରେ ବିଜେଡି ଆଗୁଆ
- UPDATES:ଗୋପ-୧୪ରେ ବିଜେପି ଆଗୁଆ
- UPDATES:ସତ୍ୟବାଦୀ-୩୩ରେ ବିଜେପି ଆଗୁଆ
- UPDATES:ପୁରୀ : ପୁରୀ ସଦର-୨୭ରେ ବିଜେଡି ଆଗୁଆ
- UPDATES:ଡେଲାଙ୍ଗ-୧୭ରେ ବିଜେଡି ଆଗୁଆ
- UPDATES:କଣାସ-୫ରେ ବିଜେଡି ଆଗୁଆ
- UPDATES:ନୂଆପଡ଼ା-୯ରେ କଂଗ୍ରେସ ଆଗୁଆ
- UPDATES:ଖରିଆର-୬ରେ ବିଜେଡି ଆଗୁଆ
- UPDATES:ସିନାପାଲି-୧୪ରେ ବିଜେପି ଆଗୁଆ
- UPDATES:ଓଡ଼ଗାଁ-୪ରେ ବିଜେଡି ଆଗୁଆ
- UPDATES:ଦଶପଲ୍ଲା-୧୧ରେ ବିଜେଡି ଆଗୁଆ
- UPDATES:ଖଣ୍ଡପଡ଼ା-୭ରେ ବିଜେଡି ଆଗୁଆ
- UPDATES:ଓଡ଼ଗାଁ-୩ରେ ବିଜେଡି ଆଗୁଆ
- UPDATES:ନୟାଗଡ଼-୧୪ରେ ବିଜେଡି ଆଗୁଆ
- UPDATES:ନୟାଗଡ଼: ନୟାଗଡ଼-୧୫ରେ ବିଜେଡି ଆଗୁଆ
- UPDATES:ନୟାଗଡ଼-୨୩ରେ ବିଜେପି ଆଗୁଆ
- UPDATES:ନୟାଗଡ଼-୨୪ରେ ବିଜେଡି ଆଗୁଆ
- UPDATES: କେନ୍ଦୁଝର ହାଟଡିହି-୩୬ରେ ବିଜେଡି ଆଗୁଆ।
- UPDATES: ହାଟଡିହି-୩୭ରେ ବିଜେଡି ଆଗୁଆ।
- UPDATES: ପାଟଣା-୨୩ରେ ବିଜେଡି ଆଗୁଆ।
- UPDATES: ଯୋଡ଼ା-୨୮ରେ ବିଜେଡି ଆଗୁଆ।
- UPDATES: ହରିଚନ୍ଦନପୁର-୩୩ରେ ବିଜେଡି ଆଗୁଆ।
- UPDATES: କେନ୍ଦୁଝର ଘସିପୁରା-୧୨ରେ ବିଜେଡି ଆଗୁଆ।
- UPDATES: ଚମ୍ପୁଆ-୧୫ରେ ବିଜେଡି ଆଗୁଆ।
- UPDATES: ଝୁମ୍ପୁରା-୧୮ରେ ବିଜେଡି ଆଗୁଆ।
- UPDATES: ଜଗତସିଂହପୁର ଏରସମା-୪ରେ କଂଗ୍ରେସ ଆଗୁଆ।
- UPDATES: ଜଗତସିଂହପୁର-୧୧ରେ ବିଜେଡି ଆଗୁଆ।
- UPDATES: ଜଗତସିଂହପୁର-୧୨ରେ ବିଜେଡିର ଆଗୁଆ।
- UPDATES: ତିର୍ତ୍ତୋଲ-୧୬ରେ ବିଜେଡି ଆଗୁଆ।
- UPDATES: ଏରସମା-୩ରେ ବିଜେଡି ଆଗୁଆ।
- UPDATES: କୁଜଙ୍ଗ-୭ରେ ବିଜେଡି ଆଗୁଆ।
- UPDATES: କୁଜଙ୍ଗ-୮ରେ ବିଜେଡି ଆଗୁଆ।
- UPDATES: ତିର୍ତ୍ତୋଲ-୧୫ରେ ବିଜେଡି ଆଗୁଆ।
- UPDATES: ବାଲିକୁଦା-୨୧ରେ ବିଜେଡି ଆଗୁଆ।
- UPDATES: ବାଲିକୁଦା-୨୨ରେ ବିଜେଡି ଆଗୁଆ।
- UPDATES: ଯାଜପୁର ଧର୍ମଶାଳା-୧୫ରେ ବିଜେଡି ଆଗୁଆ।
- UPDATES: କୋରେଇ-୩ରେ ବିଜେଡି ଆଗୁଆ।
- UPDATES: ରସୁଲପୁର-୩୫ରେ ବିଜେଡି ଆଗୁଆ।
- UPDATES: ଯାଜପୁର ବଡ଼ଚଣା-୧୯ରେ ବିଜେଡି ଆଗୁଆ।
- UPDATES: ବଡ଼ଚଣା-୨୦ରେ ବିଜେଡି ଆଗୁଆ।
- UPDATES: ବିଞ୍ଝାରପୁର-୨୭ରେ ବିଜେଡି ଆଗୁଆ।
- UPDATES: ବିଞ୍ଝାରପୁର-୨୮ରେ ବିଜେଡି ଆଗୁଆ।
- UPDATES: ଯାଜପୁର ସଦର-୩୧ରେ ବିଜେଡି ଆଗୁଆ।
- UPDATES: ଯାଜପୁର ବ୍ଲକ-୩୨ରେ ବିଜେଡି ଆଗୁଆ।
- UPDATES: ରସୁଲପୁର-୩୬ରେ ବିଜେଡି ଆଗୁଆ।
- UPDATES: ସୁକିନ୍ଦା-୩୯ରେ ବିଜେଡି ଆଗୁଆ।
- UPDATES: କେନ୍ଦୁଝର ଆନନ୍ଦପୁର-୩ରେ ବିଜେପି ଆଗୁଆ।
- UPDATES: କେନ୍ଦୁଝର ସଦର-୬ରେ ବିଜେଡି ଆଗୁଆ।
- UPDATES: ଘଟଗାଁ-୯ରେ ବିଜେଡି ଆଗୁଆ।
- UPDATES: ବରଗଡ଼-୧୭ରେ ବିଜେଡି ଆଗୁଆ।
- UPDATES: ବରପାଲି-୨୦ରେ ବିଜେଡି ଆଗୁଆ।
- UPDATES: ବିଜେପୁର-୨୩ରେ ବିଜେଡି ଆଗୁଆ।
- UPDATES: ରାଜବୋଡାସମ୍ବର-୩୧ରେ ବିଜେପି ଆଗୁଆ।
- UPDATES: ବରଗଡ଼-୧୬ରେ ବିଜେଡି ଆଗୁଆ।
- UPDATES: ବିଜେପୁର-୨୩ରେ ବିଜେଡି ଆଗୁଆ।
- UPDATES: ବାଲେଶ୍ୱର ଜଳେଶ୍ୱର-୯ରେ ବିଜେଡି ଆଗୁଆ।
- UPDATES: ଜଳେଶ୍ୱର-୧୦ରେ ବିଜେଡି ଆଗୁଆ।
- UPDATES: ବାହାନଗା-୨୦ରେ ବିଜେଡି ଆଗୁଆ।
- UPDATES: ବସ୍ତା-୧୬ରେ ବିଜେଡି ଆଗୁଆ।
- UPDATES: ଭୋଗରାଇ-୩୪ରେ ବିଜେଡି ଆଗୁଆ।
- UPDATES: ବାଲେଶ୍ୱର ସଦର-୨୮ରେ ବିଜେଡି ଆଗୁଆ।
- UPDATES: ବାଲେଶ୍ୱର ସଦର-୨୯ରେ ବିଜେଡି ଆଗୁଆ।
- UPDATES: ନୀଳଗିରି-୧୩ରେ ବିଜେଡି ଆଗୁଆ।
- UPDATES: ବସ୍ତା-୧୭ରେ ବିଜେଡି ଆଗୁଆ।
- UPDATES: ଭୋଗରାଇ-୩୫ରେ ବିଜେଡିର ଆଗୁଆ।
- UPDATES: ବାଲେଶ୍ୱର ଖଇରା-୫ରେ ବିଜେପି ଆଗୁଆ।
- UPDATES: ଖଇରା-୬ରେ ବିଜେଡି ଆଗୁଆ।
- UPDATES: ସୋର-୪୫ରେ ବିଜେଡି ଆଗୁଆ।
- UPDATES: ସିମୁଳିଆ-୪୨ରେ ବିଜେଡି ଆଗୁଆ।
- UPDATES: ଅନୁଗୁଳ ଛେଣ୍ଡିପଦା-୧୭ରେ ବିଜେଡି ଆଗୁଆ।
- UPDATES: କିଶୋରନଗର-୧୩ରେ ବିଜେଡି ଆଗୁଆ।
- UPDATES: ଅନୁଗୁଳ ସଦର-୩ରେ ବିଜେଡି ଆଗୁଆ।
- UPDATES: ଅନୁଗୁଳ ସଦର-୪ରେ ବିଜେଡି ଆଗୁଆ।
- UPDATES: ବଅଁରପାଳ-୨୭ରେ ବିଜେଡି ଆଗୁଆ।
- UPDATES: ବଅଁରପାଳ-୨୮ରେ ବିଜେଡି ଆଗୁଆ।
- UPDATES: ପାଲଲହଡ଼ା-୨୪ରେ ବିଜେଡି ଆଗୁଆ।
- UPDATES: ଛେଣ୍ଡିପଦା-୧୬ରେ ବିଜେପି ଆଗୁଆ।
- UPDATES: ତାଳଚେର-୨୦ରେ ବିଜେପି ଆଗୁଆ।
- UPDATES: ତାଳଚେର-୨୧ରେ ବିଜେଡି ଆଗୁଆ।
- UPDATES: କଣିହାଁ-୧୦ରେ ବିଜେଡି ଆଗୁଆ।
- UPDATES: ନବରଙ୍ଗପୁର ପାପାଡ଼ାହାଣ୍ଡି-୨୨ରେ ବିଜେଡି ଆଗୁଆ।
- UPDATES: ଝରିଗାଁ-୧୧ରେ ବିଜେଡି ଆଗୁଆ।
- UPDATES: ରାଇଘର-୨୬ରେ ବିଜେଡି ଆଗୁଆ।
- UPDATES: ଢେଙ୍କାନାଳ ସଦର-୧୬ରେ ବିଜେଡି ଆଗୁଆ।
- UPDATES: କାମାକ୍ଷାନଗର- ୯ରେ ବିଜେଡି ଆଗୁଆ।
- UPDATES: ପରଜଙ୍ଗ-୨୦ରେ ବିଜେଡି ଆଗୁଆ।
- UPDATES: କଙ୍କଡ଼ାହାଡ଼-୬ରେ ବିଜେଡି ଆଗୁଆ।
- UPDATES: ଅନୁଗୋଳ ପାଲଲହଡ଼ା-୨୪ରେ ବିଜେଡି ଆଗୁଆ।
- UPDATES: ବଲାଙ୍ଗିର: ପାଟଣାଗଡ଼-୧୬ରେ ବିଜେଡି ଆଗୁଆ।
- UPDATES: ଝାରସୁଗୁଡ଼ା: ଲଖନପୁର-୩ରେ ବିଜେଡି ଆଗୁଆ।
- UPDATES: ଖୋର୍ଦ୍ଧା: ବେଗୁନିଆ-୨୪ରେ ବିଜେଡି ଆଗୁଆ।
- UPDATES: ନୂଆପଡ଼ା-୯ରେ କଂଗ୍ରେସ ଆଗୁଆ।
- UPDATES: କଳାହାଣ୍ଡି କୋକସରା-୧୦ରେ ବିଜେଡି ଆଗୁଆ।
- UPDATES: ଧର୍ମଗଡ଼-୨୫ରେ ବିଜେଡି ଆଗୁଆ।
- UPDATES: ଗୋଲାମୁଣ୍ଡା-୧୩ରେ ବିଜେଡି ଆଗୁଆ।
- UPDATES: କେସିଙ୍ଗା-୭ରେ ବିଜେଡି ଆଗୁଆ।
- UPDATES: ନର୍ଲା-୨୮ରେ ବିଜେଡି ଆଗୁଆ।
- UPDATES: ଭବାନୀପାଟଣା-୩୧ରେ ବିଜେଡି ଆଗୁଆ।
- UPDATES: ଜୁନାଗଡ଼-୧୯ରେ ବିଜେଡି ଆଗୁଆ।
- UPDATES: କଳାହାଣ୍ଡି: ଜୁନାଗଡ଼-୨୦ରେ ବିଜେଡି ଆଗୁଆ।
- UPDATES: କଳାହାଣ୍ଡି: ଜୁନାଗଡ଼-୨୦ରେ ବିଜେଡି ଆଗୁଆ।
- UPDATES: କେନ୍ଦ୍ରାପଡ଼ା ମାର୍ଶାଘାଇ-୨୬ରେ ବିଜେଡି ଆଗୁଆ।
- UPDATES: ଆଳି-୩ରେ ବିଜେଡି ଆଗୁଆ।
- UPDATES: ଆଳି-୪ରେ ବିଜେଡି ଆଗୁଆ।
- UPDATES: ରାଜକନିକା-୨୯ରେ ବିଜେଡି ଆଗୁଆ।
- UPDATES: ଗରଦପୁର-୧୧ରେ ବିଜେଡି ଆଗୁଆ।
- UPDATES: କେନ୍ଦ୍ରାପଡ଼ା ସଦର-୮ରେ ବିଜେଡି ଆଗୁଆ।
- UPDATES: ପଟ୍ଟାମୁଣ୍ଡାଇ-୧୮ରେ ବିଜେଡି ଆଗୁଆ।
- UPDATES: ରାଜନଗର-୩୨ରେ ବିଜେଡି ଆଗୁଆ।
ଦ୍ବିତୀୟ ପର୍ଯ୍ଯାୟ ଭୋଟ ଗଣତି
ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ଯାୟ ଭୋଟ ଗଣତି। କଡା ସୁରକ୍ଷା ବଳୟ ଭିତରେ ସକାଳ ୮ଟାରୁ ଆରମ୍ଭ ହେଇଯାଇଛି ଭୋଟ୍ ଗଣତି । ଆଜି ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି କରାଯିବ।
ବିଜେଡି :୫୫୩
ବିଜେପି : ୩୧
କଂଗ୍ରେସ: ୨୯
ସ୍ବାଧୀନ ପ୍ରାର୍ଥୀ : ୦୭
-
- UPDATES:ମୟୂରଭଂଜ: ଶୁକ୍ରୁଳି-୫୨ ଜୋନରେ ବିଜେଡି ଆଗୁଆ
- UPDATES:ରରୁଆଁ-୪୪ଜୋନରେ ବିଜେଡି ଆଗୁଆ
- UPDATES:କରଞ୍ଜିଆ-୭ଜୋନରେ ବିଜେଡି ଆଗୁଆ
- UPDATES:ଉଦଳା-୨ଜୋନରେ ବିଜେଡି ଆଗୁଆ
- UPDATES:କପ୍ତିପଦା-୪ଜୋନରେ ବିଜେଡି ଆଗୁଆ
- UPDATES:ସୁନ୍ଦରଗଡ଼: ବାଲିଶଙ୍କରା ଜୋନ୍-୧୮ରେ ବିଜେଡି ଆଗୁଆ
- UPDATES:କୁତ୍ରା ଜୋନ୍-୫ରେ ବିଜେଡି ଆଗୁଆ
- UPDATES:ରାଜଗାଙ୍ଗପୁର ଜୋନ୍-୨୨ରେ ବିଜେଡି ଆଗୁଆ
- UPDATES:ସୁନ୍ଦରଗଡ଼ ସଦର-୨୬ଜୋନରେ ବିଜେଡି ଆଗୁଆ
- UPDATES:ସମ୍ବଲପୁର: କୁଚିଣ୍ଡା-୨ ଜୋନରେ ବିଜେପି ଆଗୁଆ
- UPDATES:ରେଙ୍ଗାଲି-୨ରେ ବିଜେଡି ଆଗୁଆ
- UPDATES:ଧନକଉଡ଼ା-୨ରେ ବିଜେଡି ଆଗୁଆ
- UPDATES:ଯୁଯୁମରା-୨ରେ ବିଜେଡି ଆଗୁଆ
- UPDATES:ନୟାଗଡ଼: ଜୋନ୍-୧୭ରେ ବିଜେଡି ଆଗୁଆ
- UPDATES:ଓଡ଼ଗାଁ ଜୋନ୍-୨ରେ ବିଜେଡି ଆଗୁଆ
- UPDATES:ନୟାଗଡ଼ ଜୋନ୍-୧୩ରେ ବିଜେଡି ଆଗୁଆ
- UPDATES:ଦଶପଲ୍ଲାର ଜୋନ୍-୧୦ରେ ବିଜେଡି ଆଗୁଆ
- UPDATES:ପୁରୀ: ନିମାପଡ଼ା-୧୯ରେ ବିଜେଡି ଆଗୁଆ
- UPDATES:ପିପିଲି-୨୩ରେ ବିଜେଡିର ଆଗୁଆ
- UPDATES:ପୁରୀ ସଦର-୨୬ରେ ବିଜେଡି ଆଗୁଆ
- UPDATES:ବ୍ରହ୍ମଗିରି-୨ରେ ବିଜେଡି ଆଗୁଆ
- UPDATES:ଖୋର୍ଦ୍ଧା: ଟାଙ୍ଗି ଜୋନ୍-୧୦ରେ ବିଜେଡି ଆଗୁଆ
- UPDATES:ଖୋର୍ଦ୍ଧା-୨ ନମ୍ବର ଜୋନରେ ବିଜେଡି ଆଗୁଆ
- UPDATES:ଚିଲିକା-୫ ନମ୍ବର ଜୋନରେ ବିଜେଡି ଆଗୁଆ
- UPDATES: ବୋଲଗଡ଼-୨୬ ନମ୍ବର ଜୋନରେ ବିଜେଡି ଆଗୁଆ
- UPDATES:କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଜୋନ୍-୧୬ରେ ବିଜେଡି ଆଗୁଆ
- UPDATES:ମହାକାଳପଡ଼ା-୨୦ରେ ବିଜେଡି ଆଗୁଆ
- UPDATES:ମହାକାଳପଡ଼ା-୨୧ରେ ବିଜେଡି ଆଗୁଆ
- UPDATES:କନ୍ଧମାଳ: ଖଜୁରୀପଡ଼ା ଜୋନ୍-୪ରେ ବିଜେପି ଆଗୁଆ
- UPDATES:ଟିକାବାଲି ଜୋନ୍-୮ରେ ବିଜେଡି ଆଗୁଆ
- UPDATES:ଦାରିଙ୍ଗବାଡ଼ି ଜୋନ୍-୧୧ରେ କଂଗ୍ରେସ ଆଗୁଆ
- UPDATES:ଫିରିଙ୍ଗିଆ ଜୋନ୍-୧୩ରେ ବିଜେଡି ଆଗୁଆ
- UPDATES:ବାଲିଗୁଡ଼ା ଜୋନ୍-୧୬ରେ ବିଜେଡି ଆଗୁଆ
- UPDATES:ରାଇକିଆ ଜୋନ୍-୧୮ରେ ବିଜେଡି ଆଗୁଆ
- UPDATES:କଳାହାଣ୍ଡି: ଏମ୍.ରାମପୁର-୩୪ରେ ବିଜେଡି ଆଗୁଆ
- UPDATES:ଥୁ.ରାମପୁର-୨୨ ଜୋନରେ ବିଜେଡି ଆଗୁଆ
- UPDATES:କୋକସରା-୯ ଜୋନରେ ବିଜେଡି ଆଗୁଆ
- UPDATES:ଜୟପାଟଣା-୧୫ ଜୋନରେ ବିଜେପି ଆଗୁଆ
- UPDATES:କଳାହାଣ୍ଡି: ଜୁନାଗଡ଼ ଜୋନ୍-୧୮ରେ ବିଜେଡି ଆଗୁଆ
- UPDATES:କର୍ଲାମୁଣ୍ଡା-୪ ଜୋନରେ କଂଗ୍ରେସ ଆଗୁଆ
- UPDATES:ଲାଞ୍ଜିଗଡ଼-୩୬ ଜୋନରେ ବିଜେଡି ଆଗୁଆ
- UPDATES:କେସିଙ୍ଗା-୬ ଜୋନରେ ବିଜେଡି ଆଗୁଆ
- UPDATES:କଲମପୁର-୨ ଜୋନରେ ବିଜେଡି ଆଗୁଆ
- UPDATES: ଭବାନୀପାଟଣାର ଜୋନ୍-୩୦ରେ ବିଜେଡି ଆଗୁଆ
- UPDATES: ଧର୍ମଗଡ଼ -୨୪ରେ ବିଜେଡି ଆଗୁଆ
- UPDATES: ନର୍ଲା-୨୭ରେ ବିଜେଡି ଆଗୁଆ
- UPDATES: ଗୋଲାମୁଣ୍ଡା-୧୨ରେ ବିଜେପି ଆଗୁଆ
- UPDATES: ଯାଜପୁର ଦାନଗଦି-୯ରେ ବିଜେଡି ଆଗୁଆ
- UPDATES: ଦଶରଥପୁର-୫ରେ ବିଜେଡି ଆଗୁଆ
- UPDATES: ଧର୍ମଶାଳା-୧୨ରେ ବିଜେଡି ଆଗୁଆ
- UPDATES: ଯାଜପୁରର ବଡ଼ଚଣା-୧୭ରେ ବିଜେଡି ଆଗୁଆ
- UPDATES: ବଡ଼ଚଣା-୧୮ରେ ବିଜେଡି ଆଗୁଆ
- UPDATES: ବରୀ-୨୨ରେ ବିଜେପି ଆଗୁଆ
- UPDATES: ଜଗତସିଂହପୁର ଜୋନ୍-୧୦ରେ ବିଜେଡି ଆଗୁଆ।
- UPDATES: କୁଜଙ୍ଗ ଜୋନ୍-୬ରେ ବିଜେଡି ଆଗୁଆ।
- UPDATES: ରଘୁନାଥପୁର-୨୬ରେ ବିଜେଡି ଆଗୁଆ।
- UPDATES: ଜଗତସିଂହପୁର ଏରସମା ଜୋନ୍-୨ରେ ବିଜେଡି ଆଗୁଆ।
- UPDATES: ତିର୍ତ୍ତୋଲ ଜୋନ୍-୧୪ରେ ବିଜେଡି ଆଗୁଆ।
- UPDATES: ନାଉଗାଁ ଜୋନ୍-୧୮ରେ ବିଜେଡି ଆଗୁଆ।
- UPDATES: ଗଞ୍ଜାମ ରଂଗେଇଲୁଣ୍ଡା ଜୋନ୍-୫୪ରେ ବିଜେଡି ଆଗୁଆ ।
- UPDATES: ଗଞ୍ଜାମ ଜୋନ୍-୧୫ରେ ବିଜେଡି ଆଗୁଆ ।
- UPDATES:ଦିଗପହଣ୍ଡି ଜୋନ୍-୨୬ରେ ବିଜେଡି ଆଗୁଆ ।
- UPDATES:ଗଞ୍ଜାମ ପାତ୍ରପୁର ଜୋନ୍-୩୩ରେ ବିଜେଡି ଆଗୁଆ ।
- UPDATES:ସୋରଡ଼ା ଜୋନ୍-୬୪ରେ ବିଜେଡି ଆଗୁଆ ।
- UPDATES:ବେଲଗୁଣ୍ଠା ଜୋନ୍-୪୮ରେ ବିଜେଡି ଆଗୁଆ।
- UPDATES:ଧରାକୋଟ ଜୋନ୍-୩୦ରେ ବିଜେଡି ଆଗୁଆ।
- UPDATES:ଖଲିକୋଟ ଜୋନ୍-୧୨ରେ ବିଜେଡି ଆଗୁଆ।
- UPDATES:ଭଂଜନଗର ଜୋନ୍-୫୧ରେ ବିଜେଡି ଆଗୁଆ।
- UPDATES:ଜଗନ୍ନାଥପ୍ରସାଦ ଜୋନ୍-୨୩ରେ ବିଜେଡି ଆଗୁଆ।
- UPDATES:ବେଗୁନିଆପଡ଼ା ଜୋନ୍-୪୫ରେ ବିଜେଡି ଆଗୁଆ।
- UPDATES: ପୁରୁଷୋତ୍ତମପୁର ଜୋନ୍-୩୬ରେ ବିଜେଡି ଆଗୁଆ।
- UPDATES: ଦେବଗଡ଼ ତିଲେଇବଣୀ ଜୋନ୍–୨ରେ ବିଜେଡି ଆଗୁଆ ।
- UPDATES: ବାରକୋଟ ଜୋନ୍-୨ରେ ବିଜେଡି ଆଗୁଆ ।
- UPDATES: ରିଆମାଳ ଜୋନ୍-୨ରେ ବିଜେଡି ଆଗୁଆ ।
- UPDATES: ଢେଙ୍କାନାଳ ସଦର ଜୋନ୍-୧୫ରେ ବିଜେଡି ଆଗୁଆ ।
- UPDATES: କାମାକ୍ଷାନଗର ଜୋନ୍-୮ରେ ବିଜେପି ଆଗୁଆ ।
- UPDATES: ହିନ୍ଦୋଳ ଜୋନ୍-୨୫ରେ ବିଜେଡି ଆଗୁଆ ।
- UPDATES: ଗଁଦିଆ ଜୋନ୍-୧୧ରେ ବିଜେଡି ଆଗୁଆ ।
- UPDATES: ଓଡ଼ାପଡ଼ା ଜୋନ୍-୨ରେ ବିଜେଡି ଆଗୁଆ ।
- UPDATES: କଟକ ଟାଙ୍ଗୀ ଚୌଦ୍ୱାର-୧୧ରେ ବିଜେଡିର ଆଗୁଆ ।
- UPDATES: ଆଠଗଡ଼-୨ରେ ବିଜେଡି ଆଗୁଆ ।
- UPDATES: ତିଗିରିଆ-୧୫ରେ ବିଜେଡି ଆଗୁଆ ।
- UPDATES: କଟକ: ସଦର-୫ରେ ବିଜେଡି ଆଗୁଆ ।
- UPDATES: ନରସିଂହପୁର-୧୭ରେ ବିଜେଡି ଆଗୁଆ ।
- UPDATES: ବଡ଼ମ୍ବା-୩୦ରେ ବିଜେଡିର ଆଗୁଆ ।
- UPDATES: ବାରଙ୍ଗ-୩୩ରେ ବିଜେଡି ଆଗୁଆ ।
- UPDATES: ମାହାଙ୍ଗା-୪୦ରେ ବିଜେଡି ଆଗୁଆ ।
- UPDATES: ବରଗଡ଼ ବରପାଲି ଜୋନ୍-୧୯ରେ ବିଜେଡିର ଆଗୁଆ।
- UPDATES: ବିଜେପୁର ଜୋନ୍-୨୨ରେ ବିଜେପି ଆଗୁଆ।
- UPDATES: ପାଇକମାଳ-୧୨ରେ ବିଜେପି ଆଗୁଆ।
- UPDATES: ବାଲେଶ୍ୱର ଖଇରା ଜୋନ୍-୪ରେ ବିଜେଡି ଆଗୁଆ।
- UPDATES: ସଦର ଜୋନ୍-୧୭ରେ ବିଜେଡିର ଆଗୁଆ।
- UPDATES: ସଦର ଜୋନ୍-୨୬ରେ ବିଜେଡି ଆଗୁଆ।
- UPDATES: ଅନୁଗୋଳ ପାଲଲହଡ଼ା ଜୋନ୍-୧ରେ ବିଜେଡି ଆଗୁଆ।
- UPDATES: ଅନୁଗୋଳ ସଦର ଜୋନ୍-୨ରେ ବିଜେଡିର ଆଗୁଆ।
- UPDATES: ବରଗଡ଼ର ରାଜବୋଡ଼ାସମ୍ବର ଜୋନ୍-୩୦ରେ ବିଜେଡି ଆଗୁଆ।
- UPDATES: ଗାଇସିଲେଟ ଜୋନ୍-୮ରେ ବିଜେଡିର ଆଗୁଆ।
- UPDATES: ଝାରବନ୍ଧ ଜୋନ୍-୧୦ରେ ବିଜେଡି ଆଗୁଆ।
- UPDATES: ସୋହେଲା ଜୋନ୍-୩୩ ବିଜେଡିର ଆଗୁଆ।
- UPDATES: ଭଟଲୀ ଜୋନ୍-୨୫ରେ ବିଜେଡିର ଆଗୁଆ।
- UPDATES: ନୟାଗଡ଼ ଜୋନ୍-୧୭ରେ ବିଜେଡି ଆଗୁଆ।
- UPDATES: ଓଡ଼ଗାଁ ଜୋନ୍-୨ରେ ବିଜେଡି ଆଗୁଆ।
- UPDATES: ନୟାଗଡ଼ ଜୋନ୍-୧୩ରେ ବିଜେଡି ଆଗୁଆ।
- UPDATES: ଦଶପଲ୍ଲାର ଜୋନ୍-୧୦ରେ ବିଜେଡି ଆଗୁଆ।
- UPDATES: ସୁନ୍ଦରଗଡ଼ ସଦର-୨୬ରେ ବିଜେଡି ଆଗୁଆ।
- UPDATES: ସୁନ୍ଦରଗଡ଼ ଟାଙ୍ଗରପାଲି ଜୋନ୍-୧୦ରେ ବିଜେଡି ଆଗୁଆ।
- UPDATES: ବଣାଇ ଜୋନ୍-୧୬ରେ ବିଜେଡି ଆଗୁଆ।
- UPDATES: ବଡ଼ଗାଁ ଜୋନ୍-୧୪ରେ ବିଜେଡିର ଆଗୁଆ।
- UPDATES: ବାଲିଶଙ୍କରା ଜୋନ୍-୧୮ରେ ବିଜେପିର ଆଗୁଆ।
- UPDATES: ବାଲିଶଙ୍କରା ଜୋନ୍-୫ରେ ବିଜେଡିର ଆଗୁଆ।
- UPDATES: ରାଜଗାଙ୍ଗପୁର ଜୋନ୍-୨୨ରେ କଂଗ୍ରେସର ଆଗୁଆ।
- UPDATES: ହେମଗିରି ଜୋନ୍-୨୮ରେ ବିଜେଡିର ଆଗୁଆ।
- UPDATES: ନୂଆପଡ଼ା କୋମନା ଜୋନ୍-୨ରେ ବିଜେଡି ଆଗୁଆ।
- UPDATES: ଖଡ଼ିଆଳ ଜୋନ୍-୫ରେ ବିଜେଡି ଆଗୁଆ।
- UPDATES: ସମ୍ବଲପୁର ମାନେଶ୍ୱର ଜୋନ୍-୨ରେ ବିଜେଡି ଆଗୁଆ।
- UPDATES: ରେଢ଼ାଖୋଲ ଜୋନ୍-୨ରେ ବିଜେପି ଆଗୁଆ।
- UPDATES: ନାକଟିଦେଉଳ ଜୋନ୍-୨ରେ ବିଜେଡିର ଆଗୁଆ।
- UPDATES: ଜମନକିରା ଜୋନ୍-୨ରେ ବିଜେଡି ଆଗୁଆ।
- UPDATES: ବାମରା ଜୋନ୍-୨ରେ ବିଜେଡି ଆଗୁଆ।
- UPDATES: ସୁବର୍ଣ୍ଣପୁର: ତରଭା ଜୋନ୍-୭ରେ ବିଜେଡି ଆଗୁଆ।
- UPDATES: ଡୁଙ୍ଗୁରିପାଲି ଜୋନ୍-୪ରେ ବିଜେଡି ଆଗୁଆ।
- UPDATES: ମାଲକାନଗିରି କରୁକୋଣ୍ଡା ୫ନଂ ଜୋନରେ କଂଗ୍ରେସ ଆଗୁଆ।
- UPDATES: ବରଗଡ ପଦ୍ମପୁର ୨ନଂ ଜୋନରେ ବିଜେଡି ଆଗୁଆ।
- UPDATES: ବରଗଡ ଝାରବନ୍ଧ ୨ନଂ ଜୋନରେ ବିଜେଡି ଆଗୁଆ।
- UPDATES: ଯାଜପୁର ବ୍ଳକ୍ ୩୦ନଂ ଜୋନରେ ବିଜେଡି ଆଗୁଆ।
- UPDATES: କବିସୂର୍ଯ୍ଯନଗର ୬ନଂ ଜୋନରେ ବିଜେଡି ଆଗୁଆ।
- UPDATES: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ୧ନଂ ଜୋନରେ ବିଜେଡି ଆଗୁଆ।
- UPDATES: କୋରାପୁଟ ପଟାଙ୍ଗି ୨ନଂ ଜୋନରେ ବିଜେଡି ଆଗୁଆ।
- UPDATES:ଜୟପୁର ବ୍ଳକ୍ ୨ନଂ ଜୋନରେ କଂଗ୍ରେସ ଆଗୁଆ।
- UPDATES: ସମ୍ବଲପୁର ରେଢ଼ାଖୋଲ ମାନେଶ୍ଵର ବ୍ଲକ୍ ୨ ନଂ ଜୋନରେ ବିଜେଡି ଆଗୁଆ।
- UPDATES: କୁଚିଣ୍ଡା ବାମରା ବ୍ଲକ ୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ।
- UPDATES: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ ୬୮ ନମ୍ବର ଜୋନର ବିଜେଡି ଆଗୁଆ।
- UPDATES: ବଲାଙ୍ଗିରର ଗୁଡ଼ଭେଲା ଜୋନ୍-୬ରେ ବିଜେଡି ଆଗୁଆ।
- UPDATES: ଅନୁଗୁଳର ପାଲଲହଡ଼ା ଜୋନ୍-୧ରେ ବିଜେଡି ଆଗୁଆ।
- UPDATES: ଆସିକା ୨ନଂ ଜୋନରେ ବିଜେଡି ଆଗୁଆ।
- UPDATES: ନବରଙ୍ଗପୁର ୨ନଂ ଜୋନରେ ବିଜେଡି ଆଗୁଆ।
- UPDATES: ରାୟଗଡା ଜିଲ୍ଲା ପଦ୍ମପୁର ଓ ରାମନାଗୁଡାରେ ବିଜେଡି ଆଗୁଆ।
- UPDATES: କେନ୍ଦୁଝର ଜିଲ୍ଲା ୨ନଂ ଜୋନରେ ବିଜେଡି ଆଗୁଆ।
ପ୍ରଥମ ପର୍ଯ୍ଯାୟ ଭୋଟ ଗଣତି ଶେଷ
ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହେଲା ଭୋଟ ଗଣତି। ଆଜି ଖୋଲିଛି ପଞ୍ଚାୟତ ଭୋଟ୍ ପେଡ଼ି । ସକାଳ ୮ଟାରୁ ଆରମ୍ଭ ହେଇଯାଇଛି ଭୋଟ୍ ଗଣତି । ଭୋଟ୍ ବାକ୍ସରେ ସିଲ୍ ହୋଇଛି ୧ ଲକ୍ଷ ୬ହଜାର ୩୫୩ ପ୍ରାର୍ଥୀଙ୍କ ଭାଗ୍ୟ । ଆଜିଠୁ ୩ ଦିନ ଧରି ଚାଲିବ କାଉଣ୍ଟିଂ ପ୍ରକ୍ରିୟା । ଆଜି ୩୧୫ ଜିଲ୍ଲା ପରିଷଦ ଆସନ, ୨୭ ତାରିଖ ଦିନ ୩୦୭ ଓ ୨୮ରେ ବାକି ୨୨୯ଟି ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି କରାଯିବ ।
ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ଯେତିକି ଜୋନ୍ ରହିଛି ସେହି ଅନୁସାରେ କାଉଣ୍ଟିଂ ଟେବୁଲ ରହିଛି । ବାଲଟ୍ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯିବ । ତା ପରେ ୫୦ ଟିକିଆ ବଣ୍ଡଲ କରି ଦିଆଯିବ । ପ୍ରଥମେ ଓ୍ଵାର୍ଡ଼ ମେମ୍ବର, ପରେ ସରପଞ୍ଚ ଓ ତାପରେ ସମିତି ସଭ୍ୟଙ୍କର ଭୋଟ୍ ଗଣତି ହେବ । ସବା ଶେଷରେ ଗଣତି ହେବ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ।
UPDATES: ଜିଲ୍ଲା ପରିଷଦ ଆସନ
ବିଜେଡି : ୨୩୦
ବିଜେପି : ୧୨
କଂଗ୍ରେସ:୧୦
ସ୍ବାଧୀନ ପ୍ରାର୍ଥୀ :୪
- UPDATES:ବଡଚଣା ବ୍ଲକ ଜିଲ୍ଲା ପରିଷଦ ଜୋନ – ୧୬ ବିଜେଡି ଆଗୁଆ
- UPDATES:ଧର୍ମଶାଳା ବ୍ଲକ ଜିଲ୍ଲା ପରିଷଦ ଜୋନ – ୧୧ ବିଜେଡି ଆଗୁଆ
- UPDATES:ରସୁଲପୁର ବ୍ଲକ ଜିଲ୍ଲା ପରିଷଦ ଜୋନ – ୩୩ ବିଜେଡି ଆଗୁଆ
- UPDATES:ବରି ବ୍ଲକ ଜିଲ୍ଲା ପରିଷଦ ଜୋନ – ୨୧ ବିଜେଡି ଆଗୁଆ
- UPDATES:କୋରେଇ ବ୍ଲକ ଜିଲ୍ଲା ପରିଷଦ ଜୋନ – ୧ ବିଜେଡି ଆଗୁଆ
- UPDATES:ଦାନଗଦି ବ୍ଲକ ଜିଲ୍ଲା ପରିଷଦ ଜୋନ – ୮ ବିଜେଡି ଆଗୁଆ
- UPDATES:ସୁକିନ୍ଦା ବ୍ଲକ ଜିଲ୍ଲା ପରିଷଦ ଜୋନ – ୩୭ ବିଜେଡି ଆଗୁଆ
- UPDATES:ଦଶରଥପୁର ବ୍ଲକ ଜିଲ୍ଲା ପରିଷଦ ଜୋନ – ୪ ବିଜେଡି ଆଗୁଆ
- UPDATES:ବିଂଝାରପୁର ବ୍ଲକ ଜିଲ୍ଲା ପରିଷଦ ଜୋନ – ୨୫ ବିଜେଡି ଆଗୁଆ
- UPDATES: ଯାଜପୁର ବ୍ଲକ ଜିଲ୍ଲା ପରିଷଦ ଜୋନ – ୨୯ ବିଜେଡି ଆଗୁଆ
- UPDATES:ଜୟପୁର ଜୋନ୍-୧ରେ ବିଜେଡି ଆଗୁଆ
- UPDATES:କୋଟପାଡ଼ ଜୋନ୍-୧ରେ ବିଜେଡି ଆଗୁଆ
- UPDATES:ବୋରିଗୁମ୍ମା-୧ରେ ବିଜେଡିର ଆଗୁଆ
- UPDATES:କୁନ୍ଦୁରା-୧ରେ ବିଜେଡି ଆଗୁଆ
- UPDATES:ବୈପାରୀଗୁଡ଼ା-୧ରେ ବିଜେଡି ଆଗୁଆ
- UPDATES:ମହୁରିଆ ଓ ଦଶମନ୍ତପୁର-୧ରେ କଂଗ୍ରେସ ଆଗୁଆ
- UPDATES:ଟାଙ୍ଗି ଜୋନ୍-୯ରେ ବିଜେଡିର ଆଗୁଆ
- UPDATES:ବାଲିଅନ୍ତା ଜୋନ୍-୧୬ରେ ବିଜେଡି ଆଗୁଆ
- UPDATES:ଭୁବନେଶ୍ୱର ବ୍ଲକ ଜୋନ୍-୨୮ରେ ବିଜେପି ଆଗୁଆ
- UPDATES:ବାଲିପାଟଣା ବ୍ଲକ ଜୋନ୍-୧୯ରେ ବିଜେଡି ଆଗୁଆ
- UPDATES:ବାଣପୁର ଜୋନ୍-୧୩ରେ ବିଜେପି ଆଗୁଆ
- UPDATES:ଟାଙ୍ଗି ଜୋନ୍-୯ରେ ବିଜେଡି ଆଗୁଆ
- UPDATES:ବାଲିଅନ୍ତା ଜୋନ୍-୧୬ରେ ବିଜେଡି ଆଗୁଆ
- UPDATES:ଭୁବନେଶ୍ୱର ବ୍ଲକ ଜୋନ୍-୨୮ରେ ବିଜେପି ଆଗୁଆ
- UPDATES:ବାଲିପାଟଣା ବ୍ଲକ ଜୋନ୍-୧୯ରେ ବିଜେଡି ଆଗୁଆ
- UPDATES:ଗଞ୍ଜାମ: ଶେରଗଡ଼ ଜୋନ୍-୫୬ରେ ବିଜେଡି ଆଗୁଆ
- UPDATES:ଭଂଜନଗର ଜୋନ୍-୫୦ରେ ବିଜେଡି ଆଗୁଆ
- UPDATES:ଗଂଜାମ: ଖଲ୍ଲିକୋଟ ଜୋନ୍-୧୧ରେ ବିଜେଡି ଆଗୁଆ
- UPDATES:ଚିକିଟି ଜୋନ୍-୧୬ରେ ବିଜେଡି ଆଗୁଆ
- UPDATES:ଦିଗପହଣ୍ଡି ଜୋନ୍-୨୫ରେ ବିଜେଡି ଆଗୁଆ
- UPDATES:ଗଂଜାମ ବ୍ଲକ ଜୋନ୍-୧୪ରେ ବିଜେଡି ଆଗୁଆ
- UPDATES:ଛତ୍ରପୁର ଜୋନ୍-୧୪ରେ ବିଜେଡି ଆଗୁଆ
- UPDATES:ଗଜପତି: କାଶୀନଗର ଜୋନ୍-୧ରେ ବିଜେପି ଆଗୁଆ
- UPDATES:ଗୁମ୍ମା ଜୋନ୍-୩ରେ କଂଗ୍ରେସ ଆଗୁଆ
- UPDATES:ନୂଆଗଡ଼ ଜୋନ୍-୫ରେ କଂଗ୍ରେସ ଆଗୁଆ
- UPDATES:ମୋହନା ଜୋନ୍-୮ରେ ବିଜେଡି ଆଗୁଆ
- UPDATES:ରାୟଗଡ଼ ଜୋନ୍-୧୩ରେ ବିଜେଡି ଆଗୁଆ
- UPDATES:ଦେବଗଡ଼: ତିଲେଇବଣି-୧ରେ ବିଜେଡି ଆଗୁଆ
- UPDATES:ବାରକୋଟ-୧ରେ ବିଜେଡି ଆଗୁଆ
- UPDATES:ରିଆମାଳ-୧ରେ ବିଜେଡି ଆଗୁଆ
- UPDATES:ନରସିଂହପୁର ଜୋନ୍-୧୬ରେ ବିଜେଡି ଆଗୁଆ
- UPDATES:ବଡମ୍ବା ଜୋନ୍-୨୯ରେ ବିଜେଡି ଆଗୁଆ
- UPDATES:ତିଗିରିଆ ଜୋନ୍-୧୪ରେ ବିଜେଡି ଆଗୁଆ
- UPDATES:କଟକ ସଦର ଜୋନ୍-୪ରେ ସ୍ୱାଧୀନ ଆଗୁଆ
- UPDATES:କଣ୍ଟାପଡ଼ା ଜୋନ୍-୮ରେ ବିଜେଡି ଆଗୁଆ
- UPDATES:ନିଆଳି ଜୋନ୍-୨୦ରେ ବିଜେଡି ଆଗୁଆ
- UPDATES:ବୌଦ୍ଧ: ୪ ନମ୍ବର ଜୋନ୍ରେ ବିଜେପି ଆଗୁଆ
- UPDATES:କଣ୍ଟାମାଳ ଜୋନ୍-୧ରେ ବିଜେଡି ଆଗୁଆ
- UPDATES:ହରଭଂଗା ଜୋନ୍-୭ରେ ବିଜେଡି ଆଗୁଆ
- UPDATES: ଅନୁଗୋଳ: ଛେଣ୍ଡିପଦା ଜୋନ୍-୧୪ରେ ବିଜେପି ଆଗୁଆ।
- UPDATES: ବଅଁରପାଳ ଜୋନ୍-୨୫ରେ ବିଜେପି ଆଗୁଆ।
- UPDATES: ଭଦ୍ରକ: ଧାମନଗର ଜୋନ୍-୧୦ରେ ବିଜେପି ଆଗୁଆ।
- UPDATES:ଦେଓଗାଁ ଜୋନ୍-୧୨ରେ ବିଜେଡି ଆଗୁଆ।
- UPDATES:ଖପ୍ରାଖୋଲ ଜୋନ୍-୩ରେ ବିଜେପି ଆଗୁଆ।
- UPDATES:ଆଗଲପୁର ଜୋନ୍-୧ରେ ବିଜେଡି ଆଗୁଆ।
- UPDATES:ବୌଦ୍ଧ: ୪ ନମ୍ବର ଜୋନ୍ରେ ବିଜେପି ଆଗୁଆ।
- UPDATES:କଣ୍ଟାମାଳ ଜୋନ୍-୧ରେ ବିଜେଡି ଆଗୁଆ।
- UPDATES:ହରଭଂଗା ଜୋନ୍-୭ରେ ବିଜେଡି।=
- UPDATES:ବାଲେଶ୍ୱର: ନୀଳଗିରି ଜୋନ୍ ୧୧ରେ ବିଜେଡି ଆଗୁଆ।
- UPDATES:ଜଳେଶ୍ୱର ଜୋନ୍-୭ରେ ବିଜେଡି ଆଗୁଆ।
- UPDATES:ବାହାନଗା ଜୋନ୍-୧୮ରେ ବିଜେଡି ଆଗୁଆ।
- UPDATES:ସିମୁଳିଆ ଜୋନ୍-୪୦ରେ ବିଜେପି ଆଗୁଆ।
- UPDATES:ମୟୂରଭଞ୍ଜ କରଞ୍ଜିଆ ଜୋନ୍-୬ରେ ବିଜେଡି ଆଗୁଆ।
- UPDATES:ବେତନଟୀ ଜୋନ୍-୩୫ରେ ବିଜେଡି ଆଗୁଆ।
- UPDATES:କପ୍ତିପଦା ଜୋନ୍-୩ରେ ବିଜେପି ଆଗୁଆ।
- UPDATES:ବାରିପଦା ଜୋନ୍-୨୯ରେ ବିଜେପି ଆଗୁଆ।
- UPDATES:ଖୁଣ୍ଟା ଜୋନ୍-୧୨ରେ ବିଜେଡି ଆଗୁଆ।
- UPDATES:ଗୋପବନ୍ଧୁନଗର ଜୋନ୍-୧୪ରେ ବିଜେପି ଆଗୁଆ।
- UPDATES:ନୟାଗଡ଼ ଜୋନ୍ ୧୨ ଓ ୧୬ରେ ବିଜେଡି ଆଗୁଆ।
- UPDATES:ରଣପୁର ଜୋନ୍-୧ରେ ବିଜେଡି ଆଗୁଆ
- UPDATES:ଓଡ଼ଗାଁ ଜୋନ୍-୧ରେ ବିଜେଡି ଆଗୁଆ।
- UPDATES:ଭାପୁର ଜୋନ୍-୧୮ରେ ବିଜେଡି ଆଗୁଆ।
- UPDATES:ପୁରୀ କଣାସ ଜୋନ୍-୧ରେ ବିଜେଡି ଆଗୁଆ।
- UPDATES: ଢେଙ୍କାନାଳ ଗଁଦିଆ ଜୋନ୍-୧୦ରେ ବିଜେଡି ଆଗୁଆ।
- UPDATES:କାମାକ୍ଷାନଗର ଜୋନ୍-୭ରେ ବିଜେଡି ଆଗୁଆ।
- UPDATES:ପରଜଙ୍ଗ ଜୋନ୍-୧୮ରେ ବିଜେପି ଆଗୁଆ।
- UPDATES:ଓଡ଼ାପଡ଼ା ଜୋନ୍-୧ରେ ବିଜେଡି ଆଗୁଆ।
- UPDATES:ଢେଙ୍କାନାଳ ସଦର ଜୋନ୍-୧୪ରେ ବିଜେଡି ଆଗୁଆ।
- UPDATES:ଭୁବନ ଜୋନ୍-୨୧ରେ ବିଜେଡି ଆଗୁଆ।
- UPDATES:ହିନ୍ଦୋଳ ଜୋନ୍-୨୪ରେ ବିଜେପି ଆଗୁଆ।
- UPDATES:କଙ୍କଡ଼ାହାଡ଼ ଜୋନ୍-୪ରେ ବିଜେଡି ଆଗୁଆ।
- UPDATES:ସୁନ୍ଦରଗଡ଼ରେ ୧୭ରୁ ୧୪ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ।
- UPDATES:ବାଲେଶ୍ୱର ଜିଲ୍ଲାର ଅଧିକାଂଶ ଜୋନରେ ବିଜେଡି ଆଗୁଆ।
- UPDATES:ଗଂଜାମ ଜିଲ୍ଲା ପରିଷଦ ବୁଗୁଡ଼ା ଜୋନ୍-୪୧ରେ ବିଜେଡି
- UPDATES:ଗଂଜାମ କୁକୁଡ଼ାଖଣ୍ଡି ଜୋନ୍-୮ରେ ବିଜେଡିର ଆଗୁଆ।
- UPDATES:ପୁରୁଷୋତ୍ତମପୁର ଜୋନ୍-୩୫ରେ ବିଜେଡି ଆଗୁଆ।
- UPDATES:ସାନଖେମୁଣ୍ଡି ଜୋନ୍-୫୯ରେ ବିଜେଡି ଆଗୁଆ।
- UPDATES:ପୋଲସରା ଜୋନ୍-୩୮ରେ ବିଜେପି ଆଗୁଆ।
- UPDATES:ଜଗନ୍ନାଥପ୍ରସାଦ ଜୋନ୍-୨୨ରେ ବିଜେଡି ଆଗୁଆ।
- UPDATES:କେନ୍ଦ୍ରପଡାର ସବୁ ଜୋନରେ ବିଜେଡି ଆଗୁଆ।
- UPDATES:ଭଦ୍ରକ ଭଣ୍ଡାରୀପୋଖରୀ ଜୋନ୍-୨୨ରେ ବିଜେଡି ଆଗୁଆ।
- UPDATES:ଭଦ୍ରକ ଜୋନ୍-୨୫ରେ ବିଜେଡି ଆଗୁଆ।
- UPDATES:ଜୁନାଗଡରେ ବିଜେଡି ଆଗୁଆ ।
- UPDATES:କଟକ ଜିଲ୍ଲା ବାରଙ୍ଗ ବ୍ଳକ୍ ୩୨ନଂ ଜୋନରେ ବିଜେପି ଆଗୁଆ।
- UPDATES:ଉମରକୋଟ ଜିଲ୍ଲା ପରିଷଦ ଜୋନ୍ ୧ରେ କଂଗ୍ରେସ ଆଗୁଆ ।
- UPDATES:ଚନ୍ଦାହାଣ୍ଡି ବ୍ଳକ୍ ଜୋନ୍ ୧ରେ ବିଜେଡି ଆଗୁଆ ।
- UPDATES:ମାଲକାନଗିରି ଖଇରପୁଟ ବ୍ଳକରେ ବିଜେଡି ଆଗୁଆ ।
- UPDATES:ମାଲକାନଗିରି ବ୍ଳକ୍ ଜୋନ୍ ୧ରେ ବିଜେଡି ଆଗୁଆ ।
- UPDATES:ମାଲକାନଗିରିର ୮ ଯାକ ଜୋନରେ ବିଜେଡି ଆଗୁଆ
- UPDATES:କନ୍ଧମାଳ ଜୋନ୍ ୧ କୋଟଗଡରେ ବିଜେଡି ଆଗୁଆ ।
- UPDATES:ବାଲିଗୁଡା ୧୫ନଂ ଜୋନରେ ବିଜେଡି ଆଗୁଆ ।
- UPDATES:କଟକ ମାହାଙ୍ଗା ୩୯ନଂ ଜୋନରେ ବିଜେଡି ଆଗୁଆ ।
- UPDATES:ନୟାଗଡ ଦଶପଲ୍ଲା ନୂଆଗାଁ ବ୍ଳକ୍ ୧୬ନଂ ଜୋନରେ ବିଜେଡି ଆଗୁଆ ।
- UPDATES:ନବରଙ୍ଗପୁର ଜୋନ୍-୭ରେ ବିଜେଡି ଆଗୁଆ ।ନବରଙ୍ଗପୁର ଚନ୍ଦାହାଣ୍ଡି ଜୋନ୍-୭ରେ ବିଜେଡି ଆଗୁଆ ।
- UPDATES:ସମ୍ବଲପୁର ଧନକଉଡା ଜୋନ୍ ୧ରେ ବିଜେଡି ଆଗୁଆ ।
- UPDATES:କାଶୀନଗର ବ୍ଳକ୍ ୧ନଂ ଜୋନର ବୁଦୁରା ପଞ୍ଚାୟତ ୧ନଂ ବୁଥରେ ବିଜେପି ଆଗୁଆ ।
- UPDATES:ଆଠଗଡ ତିଗିରିଆ ବ୍ଳକ୍ ୧ନଂଜୋନରେ ବିଜେଡି ଆଗୁଆ ।
- UPDATES:ସମ୍ବଲପୁର ରେଢାଖୋଲ ଜୋନ୍-୧ରେ ବିଜେପି ଆଗୁଆ ।
- UPDATES:ଆନନ୍ଦପୁର ଜୋନ୍-୧ରେ ବିଜେଡି ଆଗୁଆ ।
- UPDATES:ସମ୍ବଲପୁର ରେଙ୍ଗାଲି ଜୋନ୍-୧ରେ ବିଜେଡି ଆଗୁଆ ।
- UPDATES:ନରସିଂହପୁର ୧୬ନଂ ଜୋନ୍ ରେଗେଡା ଜିଲ୍ଲା ପରିଷଦରେ ବିଜେପି ଆଗୁଆ ।
- UPDATES:କେନ୍ଦୁଝର ଜୋନ୍-୪ରେ ବିଜେଡି ଆଗୁଆ ।
- UPDATES:ପାଟଣା ଜୋନ୍-୨୧ରେ ବିଜେଡି ଆଗୁଆ ।
- UPDATES:ଘଟଗାଁ ଜୋନ୍-୧ରେ ବିଜେଡି ଆଗୁଆ ।
- UPDATES:ରାୟଗଡା ଗୁଣୁପୁର ୯ନଂ ଜୋନରେ ବିଜେଡି ଆଗୁଆ ।
- UPDATES:ପଟାଙ୍ଗି ଜିଲ୍ଲା ପରିଷଦ ଜୋନ୍ ୧ରେ ସର୍ବଦଳୀୟ ପ୍ରାର୍ଥୀ ଆଗୁଆ ।
- UPDATES:କଣ୍ଟାମାଳ ଜିଲ୍ଲା ପରିଷଦ ଜୋନ୍ ୧ନଂ ଓ ୪ନଂରେ ବିଜେପି ଆଗୁଆ ।
- UPDATES:ସୋରଡା ୬୩ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ ।
- UPDATES:ପ୍ରଥମ ରାଉଣ୍ଡ ସୁଦ୍ଧା କେନ୍ଦ୍ରାପଡା ଜୋନ୍ ୫ରେ ବିଜେଡି ଆଗୁଆ ।
- UPDATES:ରାୟଗଡା ଜିଲ୍ଲା ରାମନାଗୁଡା ‘କ’ ଜୋନରେ ବିଜେଡି ଆଗୁଆ ।
- UPDATES:ବଡମ୍ବା ମାଳତି ପଞ୍ଚାୟତର ୨୯ନଂ ଜୋନରେ ବିଜେପି ଆଗୁଆ ।
- UPDATES:କେନ୍ଦୁଝର ୧ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ ।
- UPDATES:ରାୟଗଡା ଗୁଣୁପୁର ‘କ’ ଜୋନ୍ ୧ନଂ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ଆଗୁଆ ।
- UPDATES:ଗଂଜାମ ବେଲଗୁଣ୍ଠା ଜୋନ୍-୪୭ରେ ବିଜେଡି ଆଗୁଆ।
- UPDATES:ମୁରିବାହାଲ ଜୋନ୍-୨୭ରେ ବିଜେଡି ଆଗୁଆ।
- UPDATES:ବଲାଙ୍ଗିର: ଲୋଇସିଂହା ଜୋନ୍-୩୩ରେ ବିଜେଡି ଆଗୁଆ।
- UPDATES: ପୁଇଁତଳା ଜୋନ୍-୧୭ରେ ବିଜେଡି ଆଗୁଆ।
- UPDATES: ବାସୁଦେବପୁର ଜୋନ୍-୧୭ରେ ବିଜେଡି ଆଗୁଆ।
- UPDATES: ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରେ ଚାଲିଛି ଭୋଟ ଗଣତି । ପଟଣାଗଡ ର ଜିଲ୍ଲା ପରିଷଦ ଜୋନ୍ ନଂ-୧୪ , ବେଳପଡା ବ୍ଲକ ଜୋନ୍ ୨୪, ଖପ୍ରାଖୋଲ ବ୍ଲକ ଜୋନ୍ ନଂ ୩, ଆଗଳପୁର ଜୋନ୍ ନଂ ୧ , ଲୋଇସିଙ୍ଗା ଜୋନ୍ ନଂ ୩୩, ପୁଇଁତଲା ଜୋନ୍ ନଂ ୧୭ , ବଙ୍ଗୋମୁଣ୍ଡା ଜୋନ୍ ନଂ ୨୦ ,ତୁରେକଲ ଜୋନ୍ ନଂ ୧୦ , ମୁରିବାହାଲ ଜୋନ୍ ନଂ ୨୭, ଵଲାଙ୍ଗିର ଜୋନ୍ ନଂ ୨୨, ଗୁଡ଼ାଭେଳା ବ୍ଲକ ନଂ୫ , ଦେଓଗାଁ ଜୋନ୍ ନଂ ୧୨, ସଇଁତଲା ଜୋନ୍ ନଂ ୩୦ ଓ ଟିଟିଲାଗଡ ବ୍ଲକ ଜୋନ୍ ୭ ରେ ଜିଲ୍ଲା ପରିଷଦ ଭୋଟ ଗଣତି ହେଉଛି ।
- UPDATES: ଜୟପୁରରେ ଭୋଟଗଣତି ଆରମ୍ଭ। VD କଲେଜ ଷ୍ଟ୍ରଙ୍ଗରୁମ ପରିସରରେ ଆଠଟି ଟେବୁଲ ରେ ୩୩ କର୍ମଚାରୀଙ୍କୁ ନେଇ ଚାଲିଛି ଗଣତି , ଆଜି ଜୋନ ୧ର ୯୬ଟି ବୁଥର ଜିଲ୍ଲା ପରିଷଦ, ସରପଞ୍ଚ,ସମିତି ସଭ୍ଯ ଓ ଓ୍ଵାର୍ଡ ମେମ୍ବର ପାଇଁ ଗଣତି ହେଉଛି, ଜୟପୁର ୮ଟି ପଞ୍ଚାୟତର ୯୬ ଟି ୱାର୍ଡରେ ୩୪ ଜଣ ସରପଞ୍ଚ, ୨୫ ସମିତି ସଭ୍ୟ ,୬୨ ୱାର୍ଡ ସଭ୍ୟ ଏବଂ ୪ଜଣ ଜିଲାପରିଷଦଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି।
- UPDATES: ଗଜପତିର ୭ଟି ବ୍ଲକରେ ହେଉଛି ଗଣତି । ୧୪୯ଟି ସରପଞ୍ଚ, ସମିତିସଭ୍ୟ ଓ ୧୪ ଜିଲ୍ଲା ପରିଷଦ ଜୋନ୍ ପାଇଁ କାଉଣ୍ଟିଂ ଚାଲିଛି।
- UPDATES: କଟକରେ ଆରମ୍ଭ ହୋଇଛି ଗଣତି । କଡା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ୧୪ ବ୍ଲକର ୧୪ଟି ଜୋନ୍ରେ ହେଉଛି ଗଣତି ।
- UPDATES: ପୁରୀ ଜିଲ୍ଲାରେ ଭୋଟ ଗଣତି ଆରମ୍ଭ। ଆଜି ଠାରୁ ୧୧ଟି ବ୍ଲକରେ ୩ ଦିନ ପର୍ଯ୍ୟନ୍ତ ଚାଲିବ ଭୋଟଗଣତି। ଆଜି ଜିଲ୍ଲା ପରିଷଦ ଜୋନଂ ୧, ୩, ୬,୯,୧୧, ୧୫, ୧୮, ୨୨, ୨୫, ୨୮ ଏବଂ ୩୧ରେ ଭୋଟ ଗଣତି କରାଯାଉଛି । ୨୬୮ଟି ଗ୍ରାମ ପଞ୍ଚାୟତର ୭୩୪୪ ୱାର୍ଡମେମ୍ବର, ୯୪୫ ସରପଞ୍ଚ, ୮୧୮ ସମିତି ସଭ୍ୟ ଏବଂ ୩୩ଟି ଜିଲ୍ଲା ପରିଷଦ ଜୋନର ୧୫୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ର୍ନିଦ୍ଧାରଣ ହେବ ।
- UPDATES: ମୟୂରଭଞ୍ଜରେ କଡା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ ଗଣତି, ୨୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଗଣତି କରାଯାଉଛି, ୨୬ଟି ଜିଲ୍ଲା ପରିଷଦ ଆସନ ପାଇଁ ୧୧୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।
- UPDATES: ଗଂଜାମ ଜିଲ୍ଲାର ୨୨ଟି ବ୍ଲକରେ ଆରମ୍ଭ ହେଲା ମତଦାନ ଗଣନା ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ୨୨ଟି ଜିଲ୍ଲା ପରିଷଦ ଆସନ ଓ ୨୨୯ ଟି ପଂଚାୟତ ଅଧୀନରେ ଥିବା ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଗଣତି ହେବ ।