Below header
Browsing Tag

Odisha Panchayat Polls

ସରିଛି ପ୍ରଥମ ପର୍ଯ୍ଯାୟ ଭୋଟ ଗଣତି: ୨୩୦ ଜୋନରେ ବିଜେଡି ବିଜୟୀ

ଭୁବନେଶ୍ବର(କେନ୍ଯୁଜ୍): ଗତକାଲି ସରିଛି ପ୍ରଥମ ପର୍ଯ୍ଯାୟ ଭୋଟ ଗଣତି।  ୩୧୫ ମଧ୍ୟରୁ ୨୫୬ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ଏଥିମଧ୍ୟରୁ ୨୩୦ରେ ବିଜେଡି, ୧୦ଟିରେ ବିଜେପି ଓ କଂଗ୍ରେସ ୧୨ଟି ଜୋନରେ ବିଜୟୀ ହୋଇଥିବା ଜଣାପଡିଛି। ଗତ ୨୦୧୭ ନିର୍ବାଚନ ତୁଳନାରେ ଚଳିତ ଥର ବେଶ୍ ଭଲ…

ପଞ୍ଚାୟତ ନିର୍ବାଚନ ଫଳାଫଳ: Live Updates | ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି

ତୃତୀୟ ପର୍ଯ୍ଯାୟ ଭୋଟ ଗଣତି ଭୁବନେଶ୍ବର(କେନ୍ୟୁଜ୍): ଚାରିଆଡ଼େ ଶଙ୍ଖ ଧ୍ୱନୀ । ପଞ୍ଚାୟତ ନିର୍ବାଚନରେ ଚିତ୍‌ ମାରିଲେ ବିରୋଧୀ । ୨୦୧୭ ତୁଳନାରେ ବିଜେଡିର ରେକର୍ଡ ବିଜୟ । ବର୍ତ୍ତମାନ ସୁଦ୍ଧା ଗଣତିରେ ୫୫୧ ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ଓ ଆଗୁଆ ରହିଛନ୍ତି । ବିଜେପି ୩୨ ଓ କଂଗ୍ରେସ ୩୦ଟି…

ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୨୦ ହଜାର ୪୩୬ ବୁଥରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ…

ଭୁବନେଶ୍ବର(କେନ୍ଯୁଜ୍): ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ୩୦ ଜିଲ୍ଲାର ୬୮ଟି ବ୍ଲକରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ନିଆଯାଉଛି ଭୋଟ୍‌ । ୧୫ ଶହ ୧୪ ଗ୍ରାମପଞ୍ଚାୟତ, ୨୦ ହଜାର ୪୩୬ ଓ୍ଵାର୍ଡ ମେମ୍ବର ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା । ଏଥିପାଇଁ ୨୦ ହଜାର…

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ହିଂସାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ, ଚାଲିଛି ଟ୍ବିଟ୍ ଓ୍ୱାର୍

ଭୁବନେଶ୍ବର(କେନ୍ଯୁଜ୍): ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ହିଂସାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିର୍ବାଚନୀ ହିଂସା ଚିନ୍ତାଜନକ ଓ ଦୁଃଖ ଦାୟକ । ଶାସକ ଦଳ ହିଂସା ଓ ଅରାଜକତା କରୁଥିବା କହି ଘଟଣାକୁ…

ଓଡ଼ିଶା ପଞ୍ଚାୟତ ନିର୍ବାଚନ : ୮୬୮୪ ଜଣଙ୍କର ପ୍ରାର୍ଥୀପତ୍ର ଖାରଜ

ଭୁବନେଶ୍ୱର : ଚଳିତ ବର୍ଷ ପଞ୍ଚାୟତ ନିର୍ବଚନ ପାଇଁ ବିଭିନ୍ନ ପଦବୀ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ମଧ୍ୟରୁ ୮୬୮୪ ଜଣଙ୍କର ପ୍ରାର୍ଥୀପତ୍ର ଖାରଜ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିସନ ପ୍ରକାଶ କରିଛନ୍ତି । ସେହିପରି ଏଥର ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦପଦବୀ ପାଇଁ ମୋଟ୍ ୨ ଲକ୍ଷ ୨୯…

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌) : ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତାକାଲି ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ରାଜନୈତିକ ଦଳର ମତାମତ ଲୋଡିବେ ନିର୍ବାଚନ କମିଶନ । ଆସନ୍ତାବର୍ଷ ମାର୍ଚ୍ଚ ଦ୍ୱିତୀୟ…