Browsing Tag

odisha panchayat election

ପଞ୍ଚାୟତ ନିର୍ବାଚନରେ ରେକର୍ଡ ଜିଲ୍ଲା ପରିଷଦ ସିଟ୍‌ ହାତେଇଛି ବିଜେଡି, ଟକ୍କର ଦେବାକୁ ବି ସକ୍ଷମ ହେଲେନି ବିରୋଧୀ

ଭୁବନେଶ୍ବର(କେନ୍ଯୁଜ୍): ବିଜେଡିର ବୃହତ ବିଜୟ । ପଞ୍ଚାୟତ ନିର୍ବାଚନରେ ରେକର୍ଡ ଜିଲ୍ଲା ପରିଷଦ ସିଟ୍‌ ହାତେଇଛି ବିଜେଡି । ଟକ୍କର ଦେବାକୁ ବି ସକ୍ଷମ ହେଲେନି ବିରୋଧୀ । ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ପ୍ରାର୍ଥୀ ୭୪୩ ଆସନରେ ବିଜୟ ଓ ଆଗୁଆ ରହିଛନ୍ତି । ବିଜେଡି ଖାତାକୁ ଯାଇଛି…

ଆଜି ଭୋଟ ଗଣତିର ତୃତୀୟ ତଥା ଶେଷ ଦିନ, ବାକି ୨୨୯ଟି ଜିଲ୍ଲା ପରିଷଦ ଆସନର ହେବ ଗଣତି

ଭୁବନେଶ୍ବର(କେନ୍ଯୁଜ୍): ଚାରିଆଡ଼େ ଶଙ୍ଖ ଧ୍ୱନୀ । ପଞ୍ଚାୟତ ନିର୍ବାଚନରେ ଚିତ୍‌ ମାରିଲେ ବିରୋଧୀ । ୨୦୧୭ ତୁଳନାରେ ବିଜେଡିର ରେକର୍ଡ ବିଜୟ । ବର୍ତ୍ତମାନ ସୁଦ୍ଧା ଗଣତିରେ ୫୫୧ ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ଓ ଆଗୁଆ ରହିଛନ୍ତି । ବିଜେପି ୩୨ ଓ କଂଗ୍ରେସ ୩୦ଟି ଲେଖାଏ ଜିଲ୍ଲା ପରିଷଦ ଜୋନରେ…

ସରିଛି ପ୍ରଥମ ପର୍ଯ୍ଯାୟ ଭୋଟ ଗଣତି: ୨୩୦ ଜୋନରେ ବିଜେଡି ବିଜୟୀ

ଭୁବନେଶ୍ବର(କେନ୍ଯୁଜ୍): ଗତକାଲି ସରିଛି ପ୍ରଥମ ପର୍ଯ୍ଯାୟ ଭୋଟ ଗଣତି।  ୩୧୫ ମଧ୍ୟରୁ ୨୫୬ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ଏଥିମଧ୍ୟରୁ ୨୩୦ରେ ବିଜେଡି, ୧୦ଟିରେ ବିଜେପି ଓ କଂଗ୍ରେସ ୧୨ଟି ଜୋନରେ ବିଜୟୀ ହୋଇଥିବା ଜଣାପଡିଛି। ଗତ ୨୦୧୭ ନିର୍ବାଚନ ତୁଳନାରେ ଚଳିତ ଥର ବେଶ୍ ଭଲ…

ପଞ୍ଚାୟତ ନିର୍ବାଚନ ଫଳାଫଳ: Live Updates | ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି

ତୃତୀୟ ପର୍ଯ୍ଯାୟ ଭୋଟ ଗଣତି ଭୁବନେଶ୍ବର(କେନ୍ୟୁଜ୍): ଚାରିଆଡ଼େ ଶଙ୍ଖ ଧ୍ୱନୀ । ପଞ୍ଚାୟତ ନିର୍ବାଚନରେ ଚିତ୍‌ ମାରିଲେ ବିରୋଧୀ । ୨୦୧୭ ତୁଳନାରେ ବିଜେଡିର ରେକର୍ଡ ବିଜୟ । ବର୍ତ୍ତମାନ ସୁଦ୍ଧା ଗଣତିରେ ୫୫୧ ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ଓ ଆଗୁଆ ରହିଛନ୍ତି । ବିଜେପି ୩୨ ଓ କଂଗ୍ରେସ ୩୦ଟି…

ମାଓ ଅଧ୍ୟୁଷିତ ଇଲାକାରେ ଭୋଟିଂ ଜାରି: ସୁରକ୍ଷା ଦାୟିତ୍ୱରେ ୩୭ହଜାର ୨୪୫ ପୋଲିସ୍, ୨୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ

କେନ୍ଯୁଜ୍: ମାଓ ଅଧ୍ୟୁଷିତ ଇଲାକାରେ ଭୋଟିଂ ଜାରି । ମାଓ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ୭ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍‌ ନିଆଯାଉଛି । ସେହିପରି ମାଲକାନଗିରି, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାର ୩ଟି ଲେଖାଏ ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି । ସୁରକ୍ଷା ଦାୟିତ୍ୱରେ ଅଛନ୍ତି ୩୭ହଜାର ୨୪୫…

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୩୦ ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ…

ଭୁବନେଶ୍ବର(କେନ୍ଯୁଜ୍): ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ୩୦ ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍‌ ନିଆଯାଉଛି । ମୈଦାନରେ ଅଛନ୍ତି ୭୨୬ ପ୍ରାର୍ଥୀ । ସେହିପରି ୧୬ଶହ ୬୯ ପଞ୍ଚାୟତରେ ଭୋଟିଂ ହେଉଛି । ଏଥିପାଇଁ ୨୨ହଜାର ୩୭୯ ବୁଥ୍‌ କରାଯାଇଛି…

ରାଜନୀତିରେ ସବୁକିଛି ସମ୍ଭବ: ଗୋଟିଏ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉଭୟ ଦମ୍ପତି ପ୍ରାର୍ଥୀ, ଲଢିବେ ପରସ୍ପର ବିରୋଧରେ

ରେଢାଖୋଲ(କେନ୍ଯୁଜ୍): ରାଜନୀତିରେ ସବୁକିଛି ସମ୍ଭବ। ଗୋଟିଏ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉଭୟ ପତି ପତ୍ନୀ ପରସ୍ପର ବିରୋଧରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଲିପିଣ୍ଡା ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉଭୟ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌: ଆସନ୍ତା ୧୭ରୁ ୨୧ ଯାଏ ନାମାଙ୍କନ ଦାଖଲ

ଭୁବନେଶ୍ବର(କେନ୍ଯୁଜ୍): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌। ଫେବୃୟାରୀ ୧୬, ୧୮, ୨୦, ୨୨, ୨୪ ଫେବୃଆରୀରେ ହେବ ଭୋଟ୍‌। ୫ଟି ପର୍ଯ୍ୟାୟରେ ହେବ ଭୋଟ୍‌ ଗ୍ରହଣ। ପ୍ରତି ପର୍ଯ୍ୟାୟରେ ଗୋଟିଏ ଦିନ ବ୍ୟବଧାନରେ ହେବ ଭୋଟ୍‌। ଫେବୃଆରୀ ୨୬, ୨୭ ଓ ୨୮ ୩ଟି ପର୍ଯ୍ୟାୟରେ ହେବ…

ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ବଢ଼ିଲା ସମ୍ଭାବନା: କୌଣସି ସମୟରେ ବି ହୋଇପାରେ ତାରିଖ ଘୋଷଣା

କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ସଫା । ବଢ଼ିଲା ଉତ୍କଣ୍ଠା । ଉଜ୍ଜଳ ହେଲା ଆଶା । ଆଜି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି…

ଏଥର ରାଜ୍ୟର ୬ ହଜାର ୭୯୪ ପଞ୍ଚାୟତରେ ହେବ ନିର୍ବାଚନ, ଅଧାରୁ ଅଧିକ ପଦବୀରେ ରହିବେ ମହିଳା

ଭୁବନେଶ୍ବର(କେନ୍ଯୁଜ୍): ଏଥର ରାଜ୍ୟର ୬ ହଜାର ୭୯୪ ପଞ୍ଚାୟତରେ ହେବ ନିର୍ବାଚନ । ଆସନ୍ତା ନିର୍ବାଚନରେ ଅଧାରୁ ଅଧିକ ସରପଞ୍ଚ ପଦବୀରେ ମହିଳା ନିର୍ବାଚିତ ହେବେ। ୬ହଜାର ୭୯୪ ସରପଞ୍ଚ ପଦ ମଧ୍ୟରୁ ୩ହଜାର ୫୦୦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଥିରେ ପଛୁଆ ବର୍ଗ ମହିଳାଙ୍କ ପାଇଁ ୪୨୯ଟି ଆସନ…

ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା: ଜାଣନ୍ତୁ କେଉଁ ପ୍ରାର୍ଥୀ କେତେ ଖର୍ଚ୍ଚ କରିପାରିବେ

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା । ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ କରିପାରିବେ । ସେହିପରି ଭୋଟ୍‌ ଗ୍ରହଣ ସମୟ ସୀମା ବି ବୃଦ୍ଧି କରାଯାଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ମତଦାନ…