ପଞ୍ଚାୟତ ନିର୍ବାଚନରେ ରେକର୍ଡ ଜିଲ୍ଲା ପରିଷଦ ସିଟ୍ ହାତେଇଛି ବିଜେଡି, ଟକ୍କର ଦେବାକୁ ବି ସକ୍ଷମ ହେଲେନି ବିରୋଧୀ
ଭୁବନେଶ୍ବର(କେନ୍ଯୁଜ୍): ବିଜେଡିର ବୃହତ ବିଜୟ । ପଞ୍ଚାୟତ ନିର୍ବାଚନରେ ରେକର୍ଡ ଜିଲ୍ଲା ପରିଷଦ ସିଟ୍ ହାତେଇଛି ବିଜେଡି । ଟକ୍କର ଦେବାକୁ ବି ସକ୍ଷମ ହେଲେନି ବିରୋଧୀ । ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ପ୍ରାର୍ଥୀ ୭୪୩ ଆସନରେ ବିଜୟ ଓ ଆଗୁଆ ରହିଛନ୍ତି ।
ବିଜେଡି ଖାତାକୁ ଯାଇଛି…