ବାଲଙ୍ଗିର, ଦେଓଗାଁ ଓ ଗୂଡ଼ଭେଲା ବ୍ଲକରେ ଚାଲିଛି ଭୋଟଗ୍ରହଣ: ୬ଟି ଜିଲ୍ଲା ପରିଷଦ ଆସନ ପାଇଁ ୧୮ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭିତରେ ପ୍ରତିଦ୍ୱନ୍ଦିତା

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିର ଜିଲ୍ଲାର ବାଲଙ୍ଗିର, ଦେଓଗାଁ ଓ ଗୂଡ଼ଭେଲା ବ୍ଲକରେ ଚାଲିଛି ଭୋଟଗ୍ରହଣ। ୬ଟି ଜିଲ୍ଲା ପରିଷଦ ଆସନ ପାଇଁ ୧୮ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ୬୪ଟି ପଞ୍ଚାୟତରେ ୨୪୮ ସରପଞ୍ଚ ଓ ୧୯୮ ସମିତି ସଭ୍ୟ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହୌଇଛନ୍ତି।

୩ଟି ବ୍ଲକରେ ୬୪ଟି ପଞ୍ଚାୟତରେ ୭୬୦ ୱାର୍ଡରେ ମୋଟ ୧ଲକ୍ଷ ୯୫ହଜାର ୨୩୯ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରୁଛନ୍ତି। ଏଥିପାଇଁ ପୋଲିସ ପ୍ରଶାନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.