ଆସନ୍ତାକାଲି ୪୯ଟି ବୁଥରେ ହେବ ସାନି ମତଦାନ, ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଭୋଟିଂ

କେନ୍ୟୁଜ: ପଞ୍ଚାୟତ ନିର୍ବାଚନରେ ହିଂସା ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିବା ସ୍ଥାନରେ ହେବ ସାନି ମତଦାନ। ଆସନ୍ତାକାଲି ୪୯ଟି ବୁଥରେ ହେବ ମତଦାନ। ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ୧୬ତାରିଖରେ ପ୍ରଥମ ପର୍ଯ୍ୟାୟରେ ହିଂସା ବାଧାପ୍ରାପ୍ତ ୨୫ଟି ବୁଥ ଓ ୧୮ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ହିଂସା ବାଧାପ୍ରାପ୍ତ ୨୪ଟି ବୁଥ ପାଇଁ କାଲି ହେବା ମତଦାନ।

କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସଂପୃକ୍ତ ବୁଥ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.