Browsing Tag

voting

କାହାର ହେବ ଦିଲ୍ଲୀ ? ବିଧାନସଭା ନିର୍ବାଚନ ପାଇଁ ସକାଳ ୭ରୁ ମତଦାନ ଜାରି

କାହାର ହେବ ଦିଲ୍ଲୀ ? କିଏ ଗଢିବ ସରକାର? କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଥିବା ବେଳେ ଏଥର ଦିଲ୍ଲୀ ଦିଲ୍ଲୀ ଛଡ଼ାଇ ନେବାକୁ ବଳ ଲଗାଇଛି ବିଜେପି । ତେବେ ଦିଲ୍ଲୀ କାହାର, ଆଜି ଫଇସଲା କରିବେ ଜନତା । ଦିଲ୍ଲୀର ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାତା…

ଆଜି ଝାଡ଼ଖଣ୍ଡ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୪୩ଟି ବିଧାନସଭା ଆସନ ପାଇଁ ହେବ ମତଦାନ

ଝାଡ଼ଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ।  କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ ।  ବୁଥ ଆଗରେ ଲାଗିଲାଣି ଲମ୍ବା ଲାଇନ । ସଂଧ୍ୟା ୫ଟା ଯାଏ ମତଦାନ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୧୩ଟି ଜିଲ୍ଲାର ୪୩ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ ।…

ନେତା ବାଛୁଛି ଜମ୍ମୁ-କଶ୍ମୀର, କଡ଼ା ସୁରକ୍ଷା ବଳୟରେ ଚାଲିଛି ଶେଷ ପର୍ଯ୍ୟାୟ ଭୋଟିଂ

ନୂଆଦିଲ୍ଲୀ : ନେତା ବାଛୁଛି ଜମ୍ମୁ-କଶ୍ମୀର। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୭ ଜିଲ୍ଲାର ୪୦ଟି ବିଧାନସଭା ଆସନରେ ଭୋଟିଂ ଚାଲିଛି । ସକାଳ ୯ଟା ସୁଦ୍ଧା ୧୨ ପ୍ରତିଶତ ମତଦାନ ହୋଇଛି । ଜମ୍ମୁର୨୪ ଓ କାଶ୍ମୀରର ୧୬ ସିଟ ରହିଛି । କୁପଓ୍ୱାଡ଼ା, ସୋପୋର, ବାରମୁଲ୍ଲା, ଗୁଲମର୍ଗ, ବାନ୍ଦିପୋରା,…

ଆଜି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ପଡିବ ଭୋଟ

ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ।  ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ମତଦାନ ହେବ ।  ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ୪୨ ବିଧାନସଭା ସିଟରେ ଭୋଟ ନିଆଯିବ ।  ସକାଳ ୭ଟାରୁ ମତଦାନ…

ମତଦାନ ପ୍ରକ୍ରିୟାରେ କ୍ରିକେଟର ସାମିଲ: ସଚିନ, ଅର୍ଜୁନଙ୍କ ସହିତ ଅଜିଙ୍କ୍ୟ ରାହାଣେ ମଧ୍ୟ ଦେଲେ ଭୋଟ

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ପଞ୍ଚମ ପର୍ଯ୍ୟାୟରେ ଭୋଟିଂ ହେଉଛି । ପଞ୍ଚମ ପର୍ଯ୍ୟାୟରେ ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ୪୯ ଲୋକସଭା ସିଟିରେ ମତଦାନ ହେଉଛି । ଏଥିରେ ମହାରାଷ୍ଟ୍ରର ୧୩ଟି ସିଟ୍‌ ସାମିଲ ରହିଛି । ତେବେ ମହାରାଷ୍ଟ୍ରରେ କ୍ରିକେଟର ଅଜିଙ୍କ୍ୟ ରାହାଣେ…

ୟୁପି: ପ୍ରାର୍ଥୀଙ୍କୁ ୮ ଥର ଭୋଟ୍‌ ଦେଇ ଯୁବକ ଗିରଫ, ପୋଲିଂ ପାର୍ଟି ନିଲମ୍ବିତ; ବୁଥ୍‌ରେ ହେବ ପୁନଃ ମତଦାନ

ଉତ୍ତର ପ୍ରଦେଶର ଏଟାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଏଠାରେ ଜଣେ ଯୁବକ ଥରେ କି ଦୁଇଥର ନୁହେଁ, ବରଂ ୮ ଥର ଭୋଟ୍ ଦେଇଥିବା ଦାବି କରିଛନ୍ତି । ତାଙ୍କର ଏଭଳି ଦାବି ପରେ ବର୍ତ୍ତମାନ ସମ୍ପୃକ୍ତ ପୋଲିଂ ବୁଥରେ ପୁନଃ ମତଦାନ ଅନୁଷ୍ଠିତ ହେବ । ଏହାରି ଭିତରେ ୮ ଥର ଭୋଟ୍ ଦେଇଥିବା ଯୁବକଙ୍କୁ…

ମଧ୍ୟପ୍ରଦେଶ : ବେତୁଲରେ ପୁଣି ହେଲା ମତଦାନ, ଭୋଟିଂ ପରେ ଇଭିଏମ ଓ କର୍ମଚାରୀ ଯାଉଥିବା ବସରେ ଲାଗିଯାଇଥିଲା ନିଆଁ

ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ଏବେ ଆସନ୍ତା ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟର ୯୬ ଲୋକସଭା ସିଟ ପାଇଁ ଭୋଟି ହେବ । ଚତୁର୍ଥ ଚରଣ ଭୋଟିଂ ପାଇଁ ସମସ୍ତ ଦଳ ନିର୍ବାଚନୀ ପ୍ରଚାର କରୁଛନ୍ତି । ଏଭଳି ସ୍ଥଳରେ ମଧ୍ୟପ୍ରଦେଶ ବେତୁଲର ୪ଟି…

ବିଧାନସଭା ନିର୍ବାଚନ ପାଇଁ ତେଲଙ୍ଗାନାରେ ଆରମ୍ଭ ଭୋଟିଂ: ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

ତେଲଙ୍ଗାନା: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଶେଷ ଚରଣରେ ତେଲଙ୍ଗାନାରେ ଆରମ୍ଭ ହୋଇଛି ଭୋଟିଂ । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ଜମିଛି । ୧୧୯ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୨ ହଜାର ୨୯୦ ପ୍ରତିଯୋଗୀ। ପ୍ରାର୍ଥୀ ବାଛିବେ ୩ କୋଟିରୁ ଅଧିକ ମତଦାତା। ଯାହା ମଧ୍ୟରେ…

ଭୋଟ୍‌ ଦେଇ ଆସିଲେ ମାଗଣାରେ ଖାଇବେ ଚୁଡା ଉପମା ଓ ଜିଲାପି, ଇନ୍ଦୋରରେ ନିଆରା ପଦକ୍ଷେପ ନେଲେ ଦୋକାନୀ

ମଧ୍ୟ ପ୍ରଦେଶର ନିର୍ବାଚନୀ ରଣ ଆରମ୍ଭ ହୋଇଛି। ରାଜ୍ୟରେ ନଭେମ୍ବର ୧୭ରେ ମତଦାନ ଅନୁଷ୍ଠିତ ହେବ। ସମସ୍ତ ବୁଥରେ ଶତପ୍ରତିଶତ ଭୋଟ୍ ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ଚେଷ୍ଟା ଚଳାଇଛନ୍ତି। ଏହି କ୍ରମରେ ଦେଶର ସବୁଠାରୁ ସଫାସୁତରା ସହର ଇନ୍ଦୋରରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନିଆରା…

ଆଜି ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ, ୧୪ ଜିଲ୍ଲାର ୯୩ ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ : ଆଜି ଗୁଜରାଟରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ । ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । ୧୪ ଜିଲ୍ଲାର ୯୩ ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ । ମୈଦାନରେ ଅଛନ୍ତି ୮୩୩ ପ୍ରାର୍ଥୀ । ୨ କୋଟି ୫୪ ଲକ୍ଷ ଭୋଟର ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କ ଭାଗ୍ୟ ନିର୍ଣ୍ଣୟ…

ଆଜି ସରିବ ପଞ୍ଚାୟତ ଭୋଟ୍‌, ୨୫ ଜିଲ୍ଲାର ୪୮ଟି  ବ୍ଲକରେ ଭୋଟର କରିବେ ମତଦାନ

କେନ୍ୟୁଜ୍(ବ୍ୟୁରୋ):  ଆଜି ସରିବ ପଞ୍ଚାୟତ ଭୋଟ୍‌। ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ। ୨୫ ଜିଲ୍ଲାର ୪୮ଟି  ବ୍ଲକର ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି ମତଦାନ। ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେଉଛନ୍‌ନ୍ତି ଭୋଟର। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ…

ଆସନ୍ତାକାଲି ୪୯ଟି ବୁଥରେ ହେବ ସାନି ମତଦାନ, ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଭୋଟିଂ

କେନ୍ୟୁଜ: ପଞ୍ଚାୟତ ନିର୍ବାଚନରେ ହିଂସା ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିବା ସ୍ଥାନରେ ହେବ ସାନି ମତଦାନ। ଆସନ୍ତାକାଲି ୪୯ଟି ବୁଥରେ ହେବ ମତଦାନ। ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ୧୬ତାରିଖରେ ପ୍ରଥମ ପର୍ଯ୍ୟାୟରେ ହିଂସା ବାଧାପ୍ରାପ୍ତ ୨୫ଟି ବୁଥ ଓ ୧୮ତାରିଖରେ ଦ୍ୱିତୀୟ…