Below header
Browsing Tag

panchayat election 2022

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ୨୭ ଜିଲ୍ଲାର ୧୬୩ ଜିଲ୍ଲାପରିଷଦ ଜୋନରେ ପଡ଼ିବ ଭୋଟ୍‌

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ମତଦାନ । ଗତକାଲି ସଂଧ୍ୟାରେ ଥମିଛି ପ୍ରଚାର । ୨୭ ଜିଲ୍ଲାର ୧୬୩ ଜିଲ୍ଲାପରିଷଦ ଜୋନରେ ପଡ଼ିବ ଭୋଟ୍‌ । ୬୪ ବ୍ଲକରେ ୧୨ଶହ ୫୪ ଗ୍ରାମ ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ । ୧୭ ହଜାର ୮୯ ବୁଥ୍‌ରେ ମତଦାନ ସାବ୍ୟସ୍ତ…

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ

ଯାଜପୁର (କେନ୍ଯୁଜ୍): ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ । ଧର୍ମଶାଳା ଥାନା ପୋଲିସ ୩ ଜଣ, ଯାଜପୁର ସଦର ଥାନା ପୋଲିସ ୩ ଜଣ ଓ ମଙ୍ଗଳପୁର ଥାନା ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଛି । ଜିଲ୍ଲା ପୋଲିସର ସ୍ପେଶାଲ ଟିମ ଚଢ଼ାଉ କରି ଏହି ୯ ଅଭିଯୁକ୍ତକୁ ଗିରଫ…

ଜଗତସିଂହପୁରରେ ଭୋଟ ବାକ୍ସ ଲୁଟ ଘଟଣା: ଦୁଇଟି ମାମଲା ଦାୟର କରି ୫ ଜଣଙ୍କୁ ଗିରଫ କରିଛି ପୋଲିସ୍

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁରରେ ଭୋଟ ବାକ୍ସ ଲୁଟ ଘଟଣା । ପୋଲିସ ଦୁଇଟି ମାମଲା ଦାୟର କରିବା ସହ ୫ ଜଣଙ୍କୁ ଗିରଫ କରିଛି । ଭୋଟ ବାକ୍ସ ସହ ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଅଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ…

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ହେବ ଭୋଟ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ଭୋଟ ହେବ । ୧୭୧ଟି ଜିଲ୍ଲା ପରିଷଦ ଜୋନ ପାଇଁ ହେବ ଲଢେଇ । ୧୩ ଶହ ୮୨ ସରପଞ୍ଚ, ସମିତି ସଭ୍ୟ ପାଇଁ ପଡ଼ିବ ଭୋଟ । ୧୮ ହଜାର ୪୯୫ ଓ୍ଵାର୍ଡରେ ହେବ ନିର୍ବାଚନ । ୫୬ ଲକ୍ଷ ୫୩ ହଜାର ଭୋଟର…

୨ୟ ପର୍ଯ୍ୟାୟ ନିର୍ବାଚନରେ ୭୮.୦୩ % ମତଦାନ: ସୁବର୍ଣ୍ଣପୁରରେ ସର୍ବାଧିକ

ଭୁବନେଶ୍ବର(କେନ୍ଯୁଜ୍): ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ । ୨ୟ ପର୍ଯ୍ୟାୟ ନିର୍ବାଚନରେ ୭୮.୦୩ % ମତଦାନ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୫.୬୭% ରେକର୍ଡ ମତଦାନ। ଗଞ୍ଜାମରେ ସର୍ବନିମ୍ନ ୬୪.୮୬% ମତଦାନ ରେକର୍ଡ। ଝାରସୁଗୁଡ଼ାରେ ୮୫.୧୪% ଓ ବୌଦ୍ଧରେ…

ଗଜପତି : କଡମ୍ବାତାଲ ଗାଁରେ ନିର୍ବାଚନ ପୂର୍ବରୁ ଅଭାବନୀୟ ଘଟଣା, ୧୫ଟି ଧାତବ ସିଲ ସହ ୫୦ ହଜାର ଟଙ୍କା ଜବତ

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ କଡମ୍ବାତାଲ ଗାଁରେ ନିର୍ବାଚନ ପୂର୍ବରୁ ଅଭାବନୀୟ ଘଟଣା । ଗତକାଲି ରବୀନ୍ଦ୍ର ଭୂୟାଁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ୧୫ଟି ଧାତବ ସିଲ ସହ ୫୦ ହଜାର ଟଙ୍କା ଜବତ ହୋଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।…

ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚାର

ଭଞ୍ଜନଗର (କେନ୍ୟୁଜ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପ୍ରଥମେ ଦଦରାଲୁଣ୍ଡା ପଞ୍ଚାୟତରେ ନିର୍ବାଚନୀ ରାଲି କରି ୫୦ନଂ ଜୋନ୍ର ଜିଲ୍ଲା ପରିଷଦ ପ୍ରାର୍ଥୀ ଶୈଳବାଳା ବିଷୋୟୀଙ୍କ ପାଇଁ…

୩ଟି ଗାଁର ଲୋକେ ଦେଲେନି ଭୋଟ୍‌, ଚେଷ୍ଟା ପରେ ବି ବୁଝିଲେନି କଲେ ଭୋଟ୍‌ ବର୍ଜନ

ବରଗଡ଼ (କେନ୍ୟୁଜ) : ପଦ୍ମପୁର ଉପଖଣ୍ଡ ୩ଟି ଗାଁରେ ବିଭିନ୍ନ ସମସ୍ୟାକୁ ନେଇ ଭୋଟ୍ ବର୍ଜନ କଲେ ଗ୍ରାମବାସୀ । ଆଜି ଜିଲ୍ଲାର ରାଜବୋଡାସମ୍ବର ଓ ଗାଇସିଲାଟ ବ୍ଲକରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ହେଲେ ରାଜବୋଡାସମ୍ବର ବ୍ଲକର ଦୁଇଟି ଗାଁ ଏବଂ ଗାଇସିଲାଟ ବ୍ଲକର…

ବାରଙ୍ଗରେ ଭୋଟ ବାକ୍ସ ଛଡାଇ ନେବା ଘଟଣାକୁ ଖଣ୍ଡନ କଲେ ଡିସିପି ପ୍ରତୀକ ସିଂ

କଟକ (କେନ୍ୟୁଜ) : କଟକ ଜିଲ୍ଲା ବାରଙ୍ଗରେ ଭୋଟ ବାକ୍ସ ଛଡାଇ ନେବା ଘଟଣାକୁ ଖଣ୍ଡନ କଲେ କଟକ ଡିସିପି ପ୍ରତୀକ ସିଂ। କୌଣସି ଭୋଟ ବାକ୍ସ ଲୁଟ ହୋଇନଥିବା କହିଛନ୍ତି । ମତଦାନ ସରିବା ପରେ ପୋଲିସର ଉପସ୍ଥିତରେ ପୋଲିଂ ଅଧିକାରୀ ଭୋଟ ବାକ୍ସ ବୁଥରୁ ନେଇ ଗଲେ । ଲୋକଙ୍କ ଭିତରେ ଭୁଲ ବୁଝାମଣା ସୃଷ୍ଟି…

ଚାନ୍ଦବାଲି : ଗୋବିନ୍ଦପୁର ପଂଚାୟତରେ ବିଜେଡିର ବିଶାଳ ରୋଡ ସୋ

ଚାନ୍ଦବାଲି (କେନ୍ୟୁଜ) : ପ୍ରଚାରର ଶେଷ ଦିନରେ ବିଜେଡିର ବିଶାଳ ରୋଡ ଶୋ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଂଚାୟତରେ ବିଜେଡିର ବିଶାଳ ରୋଡ ସୋ । ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଭିନେତ୍ରୀ ଲିପ୍ସା ମିଶ୍ର ଏବଂ ବିଧାୟକ ବ୍ୟୋମକେଶ ରାୟ ରୋଡ ସୋ କରି ଭୋଟ ମାଗିଛନ୍ତି । ସରପଞ୍ଚ…

ମାଲକାନଗିରି ବଣ୍ଡା ଘାଟିରେ ୨ଟି ପଞ୍ଚାୟତର ୧୬ଟି ବୁଥରେ ଚାଲିଛି ମତଦାନ

ବଣାଇ (କେନ୍ଯୁଜ୍) : ମାଓ ଗଡ଼ରେ କଡା ସୁରକ୍ଷା ମଧ୍ୟରେ ହୋଇଛି ମତଦାନ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡା ଘାଟିର ୨ଟି ପଞ୍ଚାୟତ ଆଣ୍ଡ୍ରାହାଲ ଓ ମୁଦୁଲିପଡ଼ାରେ ୧୬ଟି ବୁଥ୍‌ କରିଛି ପ୍ରଶାସନ। ଏହି ବ୍ଲକରେ ଗଟିଏ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟଗ୍ରହଣ କରାଯାଇଛି। ୪୭ଟି ବୁଥ୍‌…

ମୋ ଭୋଟ ମୋ ଅଧିକାର: ଖଟିଆରେ ବୁହା ହୋଇ ଆସି ନିଜର ମତଦାନ କଲେ ୮୫ ବର୍ଷୀୟ ବୃଦ୍ଧ

ସୁନ୍ଦରଗଡ଼(କେନ୍ଯୁଜ୍): ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକର ଗ୍ରାମରେ ମଧ୍ଯ ଚାଲିଛି ମତଦାନ । ଏହି ଅବସରରେ ଜଣେ ୮୫ ବର୍ଷୀୟ ବୃଦ୍ଧ ଖଟିଆରେ ବୁହା ହୋଇ ଆସି ନିଜ ଅଧିକାର ସାବ୍ଯସ୍ତ କରିଛନ୍ତି। ତାଙ୍କୁ ତାଙ୍କ ପରିବାର ଲୋକ ଓ ସ୍ଥାନୀୟ ଆଶା…