୨ୟ ପର୍ଯ୍ୟାୟ ନିର୍ବାଚନରେ ୭୮.୦୩ % ମତଦାନ: ସୁବର୍ଣ୍ଣପୁରରେ ସର୍ବାଧିକ

ଭୁବନେଶ୍ବର(କେନ୍ଯୁଜ୍): ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ । ୨ୟ ପର୍ଯ୍ୟାୟ ନିର୍ବାଚନରେ ୭୮.୦୩ % ମତଦାନ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୫.୬୭% ରେକର୍ଡ ମତଦାନ। ଗଞ୍ଜାମରେ ସର୍ବନିମ୍ନ ୬୪.୮୬% ମତଦାନ ରେକର୍ଡ। ଝାରସୁଗୁଡ଼ାରେ ୮୫.୧୪% ଓ ବୌଦ୍ଧରେ ୮୪.୦୯% ମତଦାନ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.