ଗଜପତି : କଡମ୍ବାତାଲ ଗାଁରେ ନିର୍ବାଚନ ପୂର୍ବରୁ ଅଭାବନୀୟ ଘଟଣା, ୧୫ଟି ଧାତବ ସିଲ ସହ ୫୦ ହଜାର ଟଙ୍କା ଜବତ

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ କଡମ୍ବାତାଲ ଗାଁରେ ନିର୍ବାଚନ ପୂର୍ବରୁ ଅଭାବନୀୟ ଘଟଣା । ଗତକାଲି ରବୀନ୍ଦ୍ର ଭୂୟାଁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ୧୫ଟି ଧାତବ ସିଲ ସହ ୫୦ ହଜାର ଟଙ୍କା ଜବତ ହୋଇଛି।

ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ସକାଳେ ରାୟଗଡ ପୋଲିସ ଓ ତହସିଲଦାର ପହଂଚି ଟଙ୍କା ଓ ସାମଗ୍ରୀ ଜବତ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.