ଜଗତସିଂହପୁରରେ ଭୋଟ ବାକ୍ସ ଲୁଟ ଘଟଣା: ଦୁଇଟି ମାମଲା ଦାୟର କରି ୫ ଜଣଙ୍କୁ ଗିରଫ କରିଛି ପୋଲିସ୍

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁରରେ ଭୋଟ ବାକ୍ସ ଲୁଟ ଘଟଣା । ପୋଲିସ ଦୁଇଟି ମାମଲା ଦାୟର କରିବା ସହ ୫ ଜଣଙ୍କୁ ଗିରଫ କରିଛି । ଭୋଟ ବାକ୍ସ ସହ ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଅଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ସେହିଭଳି ପଲ୍ଲୀ ପଞ୍ଚାୟତରେ ହୋଇଥିବା ପୋଲିସ ପାଟ୍ରୋଲିଂ ଗାଡ଼ି ଭଙ୍ଗାରୁଜା ଘଟଣାରେ ଦୁଇଟି ମାମଲା ରୁଜୁ କରାଯାଇ ୨ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.