Below header

ମୋ ଭୋଟ ମୋ ଅଧିକାର: ଖଟିଆରେ ବୁହା ହୋଇ ଆସି ନିଜର ମତଦାନ କଲେ ୮୫ ବର୍ଷୀୟ ବୃଦ୍ଧ

ସୁନ୍ଦରଗଡ଼(କେନ୍ଯୁଜ୍): ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକର ଗ୍ରାମରେ ମଧ୍ଯ ଚାଲିଛି ମତଦାନ । ଏହି ଅବସରରେ ଜଣେ ୮୫ ବର୍ଷୀୟ ବୃଦ୍ଧ ଖଟିଆରେ ବୁହା ହୋଇ ଆସି ନିଜ ଅଧିକାର ସାବ୍ଯସ୍ତ କରିଛନ୍ତି। ତାଙ୍କୁ ତାଙ୍କ ପରିବାର ଲୋକ ଓ ସ୍ଥାନୀୟ ଆଶା କର୍ମୀ ଏକ ଖଟରେ ବୋହି ବୁଥକୁ ନେଇଥିଲେ।

old man

ନିଜର ହକ ପାଇଁ ବୃଦ୍ଧ ଜଣକ ନିଜର ମତ ଦାନ ପାଇଁ ଆସିଥିବା କହିଛନ୍ତି। ଅନ୍ୟପଟେ ସ୍ଥାନୀୟ ଆଙ୍ଗନବାଡ଼ି କର୍ମୀ କହିଛନ୍ତି ସେ ବହୁ ଉତ୍ସାହର ସହ ଭୋଟ ଦେଇଛନ୍ତି। ଏହି ଘଟଣା ନିହାତୀ ଆଜିର ଯୁବପୀଢିଙ୍କୁ ପ୍ରେରଣା ଯୋଗାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.