ସ୍ୱାଭାବିକ ହେଉଛି ଘାଟିରେ ସ୍ଥିତି, ଧାରା ୩୭୦ ହଟିବା ପରେ ଘାଟିରେ ଗୋଟିଏ ବି ମୃତ୍ୟୁ ଘଟିନି

ଶ୍ରୀନଗର : ସ୍ୱାଭାବିକ ହେଉଛି ଘାଟିରେ ସ୍ଥିତି। ଜମ୍ମୁ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ହଟିବା ପରେ ଘାଟିରେ ଗୋଟିଏ ବି ମୃତ୍ୟୁ ଘଟିନି। ରାଜ୍ୟର ୨୨ଟି ଜିଲ୍ଲାରୁ ୧୨ଟିରେ ପରିସ୍ଥିତି ସ୍ୱାଭାବିକ ରହିଛି। ୫ଟି ଜିଲ୍ଲାରେ ସୀମିତ କଟକଣା ଜାରି କରାଯାଇଛି। ସୋମବାର ସୁଦ୍ଧା ସମସ୍ତ ସ୍କୁଲ, କଲେଜ ଖୋଲିବ ବୋଲି କହିଛନ୍ତି ଜମ୍ମୁ କଶ୍ମୀର ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମ। ଆଜି ଠାରୁ ସମସ୍ତ ସରକାରୀ କାର‌୍ୟ୍ୟାଳୟ ମଧ୍ୟ ସ୍ୱାଭାବିକ ହୋଇଛି। ଆସନ୍ତାକାଲି ଠାରୁ ଲ୍ୟାଣ୍ଡଲାଇନ ଫୋନ ସେବା ଯୋଗାଇ ଦିଆଯିବ। ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ଏହା ମଧ୍ୟରେ ୧୨ଦିନ ବିତିଛି। ଲୋକଙ୍କ ଚଳପ୍ରଚଳ ପାଇଁ ସୁରକ୍ଷାକୁ ସାମାନ୍ୟ କୋହଳ କରାଯାଇଛି। ତେବେ ରାଜ୍ୟରେ ସୁରକ୍ଷା କର୍ମୀଙ୍କ କଡ଼ା ପହରା ରହିଛି। ଶୁକ୍ରବାର ନମାଜ ପାଠ ପାଇଁ ବିଭିନ୍ନ ମସ୍ଜିଦରେ ମଧ୍ୟ ଆଜି ଭିଡ଼ ଜମିଥିବା ଦେଖାଯାଇଥିଲା।

KNews Bureau

Recent Posts

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

6 mins ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

18 mins ago

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

1 hour ago

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି।…

2 hours ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଧର୍ମେନ୍ଦ୍ର ଓ ମନମୋହନ

ଭୁବନେଶ୍ୱର :  କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ…

2 hours ago

ଟ୍ରେନରେ ଚଢ଼ିଯାଇଛନ୍ତି କିନ୍ତୁ ଟିକେଟ ହଜିଯାଇଛି ତ କଣ କରିବେ ଜାଣନ୍ତୁ, ନଚେତ ହେବେ ହଇରାଣ

ଟିକେଟ ହଜିଯାଇଥିଲେ କିମ୍ବା ଚିରାଫଟା ହୋଇଯାଇଥିଲେ ତଥାପି ବି ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଏମିତି ଅନେକ ଲୋକଙ୍କ…

3 hours ago