ଦେଶ ବିଦେଶ

ହଠାତ୍‌ ବନ୍ଦରକୁ ପଶିଆସିଲେ ସିଂହ ପରିବାର, ଆଉ ତା’ ପରେ

ଅନେକ ଥର ଆପଣମାନେ ଦେଖିଥିବେ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ହଠାତ୍‌ ଜନବସ୍ତିକୁ ପଶିଆସନ୍ତି। ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଜୀବଜନ୍ତୁକୁ ନେଇ ଅନେକ ପୋଷ୍ଟ ହେଉଥିବା ଦେଖିଥିବେ। ଏମିତି ଏକ ଘଟଣା ଗୁଜୁରାଟର ଅମରେଲୀରେ ଦେଖିବାକୁ ମିଳିଛି।

ଏଠାରେ ଗିରି ଜଙ୍ଗଲରୁ ଅନେକ ସିଂ ଅମରେଲୀ ସ୍ଥିତ ପିପାଭାଓ ପୋର୍ଟରେ ପହଞ୍ଚିଯାଇଥିଲେ। ସଂପୂର୍ଣ୍ଣ ପରିବାର ବନ୍ଦରରେ ପଶିବା ପରେ ସମଗ୍ର ବନ୍ଦର ବୁଲିଥିଲେ। ସିଂହ, ସିଂହି ଏବଂ ତାର ଦୁଇଟି ଛୁଆ ମଧ୍ୟ ଏଠାକୁ ଆସିଯାଇଥିଲେ। ସିଂହ ସବୁ ବନ୍ଦରକୁ ଆସିଯିବା ପରେ ପରେ ବନ୍ଦରରେ ଭୟର ବାତାବରଣ ଦେଖାଦେଇଥିଲା। ଏହି ବନ୍ଦରକୁ ଲାଗି ଜଙ୍ଗଲ ରହିଥିବା ଯୋଗୁଁ ସିଂହମାନେ ଏଠାକୁ ଚାଲିଆସିଥିଲେ।

Swagatika

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

49 mins ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

51 mins ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

1 hour ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago