ହରିଶ ସାଲଭେଙ୍କ ସହ ସୁଷମାଙ୍କ ଶେଷ କଥା, କହିଥିଲେ ‘କାଲି ଆସିବ ତମ ପ୍ରାପ୍ୟ ଏକ ଟଙ୍କା ନେଇଯିବ’

ନୂଆଦିଲ୍ଲୀ:  ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ଆଇନଜୀବୀ ହରିଶ ସାଲଭେଙ୍କ ସହ କଥା ହୋଇଥିଲେ ସୁଷମା ସ୍ୱରାଜ । ପାକିସ୍ତାନ ଜେଲ୍‌ରେ ବନ୍ଦି ଥିବା କୁଲଭୂଷଣ ଯାଦବଙ୍କ ମାମଲାରେ ଲଢୁଛନ୍ତି ହରିଶ ସାଲଭେ । ସାଲଭେଙ୍କ ସହ ଗତକାଲି କଥା ହୋଇ ସୁଷମା କହିଥିଲେ, ଆସନ୍ତାକାଲି ଆସିବ ତମ ପ୍ରାପ୍ୟ ୧ ଟଙ୍କା ନେଇଯିବ ।

ଏକ ଟିଭି ଚ୍ୟାନେଲକୁ ସାଲଭେ କହିଛନ୍ତି କି, ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ସେ ସୁଷମାଙ୍କ ସହ କଥା ହୋଇଥିଲେ । ଦୁଇ ଜଣ ହସି ହସି କଥା ହୋଇଥିଲେ । ଆଜି ହରିଶ ସାଲଭେଙ୍କୁ ସୁଷମା ସ୍ୱରାଜ ତାଙ୍କ ଘରକୁ ଡାକିଥିଲେ । କହିଥିଲେ, କୁଲଭୂଷଣ ଯାଦବଙ୍କ ମାମଲାରେ ଆପଣ କେସ୍‌ ଜିତିଥିବାରୁ, ଆପଣଙ୍କ ପ୍ରାପ୍ୟ ଏକ ଟଙ୍କା ନେଇଯିବେ । ସାଲଭେ ହସି ହସି କହିଥିଲେ, ନିଶ୍ଚିତ ମୋତେ ସେହି ଏକ ଟଙ୍କା ନେବା ନିହାତି ଆବଶ୍ୟକ । ସୁଷମା କହିଥିଲେ, ଠିକ୍‌ ଅଛି ସଂଧ୍ୟା ୬ଟାରେ ଆସିବ ଏକ ଟଙ୍କା ନେଇଯିବ ।

 

 

Sonalisa

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

59 seconds ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

26 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

36 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago