ପାକିସ୍ତାନରେ ସସପେନ୍ସ ଜାରି। ଅନାସ୍ଥା ଭୋଟ ପୂର୍ବରୁ ଉପବାଚସ୍ପତି କରିଥିବା ସଂସଦ ଭଙ୍ଗ ଘଟଣାର ବୈଧତାକୁ ନେଇ ସସପେନ୍ସ ଜାରି ରହିଛି। ଏହି ମାମଲାର ଶୁଣାଣି ଆଜି ପାକିସ୍ତାନ ସୁପ୍ରିମକୋର୍ଟ କରିବେ। ଏଥିସହ ପୂର୍ଣ୍ଣ କୋର୍ଟରେ ମାମଲାର ଶୁଣାଣି ପାଇଁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହୋଇଥିବା ଦାବିକୁ ସୁପ୍ରିମକୋର୍ଟ ଗ୍ରହଣ କରିନଥିଲେ । ନୂଆ ନିର୍ବାଚନ ପାଇଁ ଘୋଷଣା ପରେ ବିରୋଧୀ ଦଳଗୁଡ଼ିକ ସୁପ୍ରିମ କୋର୍ଟ ଯାଇଥିବାରୁ ଇମ୍ରାନ ତାହାକୁ ବିରୋଧ କରିଛନ୍ତି।
ଏଥିସହ ସେ ଦେଶର କାମଚଳା ପ୍ରଧାନମନ୍ତ୍ରୀ ଭାବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ଗୁଲଜାର ଅହମ୍ମଦଙ୍କ ନାମ ମନୋନୀତ କରିଛନ୍ତି। ନାଁ ସୁପାରିଶ କରିବାକୁ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲ୍ଭି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ବିରୋଧୀ ଦଳ ନେତା ଶାହବାଜ ସରିଫଙ୍କୁ ଚିଠି ଲେଖିଥିଲେ। ଆଜି ଇମ୍ରାନ ତାଙ୍କ ରାଜୈନତିକ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ସଂସଦୀୟ ଦଳ ବୋର୍ଡର ବୈଠକ। ପରବର୍ତ୍ତୀ ନିର୍ବାଚନ ପାଇଁ ଟିକଟ ବଣ୍ଟନ ଲାଗି ବୈଠକରେ ଆଲୋଚନା ହେବ।
କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…
ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…
ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…
ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ତିନି ଦିନ ଯାଏ କଲବଲ କରିବ ତାତି । ଗ୍ରୀଷ୍ମପ୍ରବାହ ନେଇ…
ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…
କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର । ଗୋପ ସରଡ଼ା…