ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲ ଦୋଷମୁକ୍ତ । ବରିଷ୍ଠ ସାମ୍ବାଦିକ ତଥା ତେହେଲକାର ପ୍ରତିଷ୍ଠାତା ସଂପାଦକ ତରୁଣ ତେଜପାଲଙ୍କୁ ଗୋଆର ଅତିରକ୍ତ ଦୌରାଜଜ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ଗୋଆର ଏକ ପଞ୍ଚତାରକା ହୋଟେଲର ଲିଫ୍ଟରେ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ ନେଇ ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ଗୋଆରେ ତେଜପାଲଙ୍କ ନାଁରେ ୨୦୧୩ ନଭେମ୍ବରରେ ମାମଲା ରୁଜୁ କରା ଯିବାପରେ ସେ ଗିରଫ ହୋଇଥିଲେ । ୨୦୧୪ ମେ ମାସରୁ ସେ ଜାମିନରେ ଥିଲେ।
ଗୋଆ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲେ । ଦୁଷ୍କର୍ମ ନେଇ ବିଭିନ୍ନ ଦଫାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତେବେ ମାମଲାର ଶୁଣାଣି ପରେ ତାଙ୍କୁ ଦୋଷମୁକ୍ତ କରାଯାଇଛି। ଏପ୍ରିଲ ୨୭ରେ ମାମଲାର ରାୟ ଆସିବାର ଥିଲେ ମଧ୍ୟ ତେଜପାଲଙ୍କ ଓକିଲ କୋଭିଡରେ ପ୍ରାଣ ହରାଇବା ପରେ ରାୟ ପ୍ରକାଶରେ ବିଳମ୍ବ ଘଟିଛି।
ବିହାର ପୂର୍ଣ୍ଣିୟାରୁ ନବନିର୍ବାଚିତ ସାଂସଦ ରାଜେଶ ରଂଜନ ଓରଫ ପପୁ ଯାଦବଙ୍କ ପିଛା ଛାଡ଼ୁନି ବିବାଦ । ନିର୍ବାଚନ ଜିତିବାର…
ଅଧିକାଂଶ ଲୋକ ପନିର ଖାଇବାକୁ ବହୁତ ଭଲ ପାଆନ୍ତି । ଭେଜ ଖାଉଥିବା ଲୋକମାନେ ପ୍ରାୟତଃ ଘରେ, ପାର୍ଟି ଏବଂ…
ଯଦି ଆମେ ମାର୍କେଟରେ ସେଭେନ୍ ସିଟର କାର୍ (MPV) ବିଷୟରେ କହିବା, ତେବେ ମାରୁତି ସୁଜୁକିର XL6 ଏବଂ Ertigaର…
ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଟି୨୦ ବିଶ୍ୱକପ ମ୍ୟାଚରେ ଭାରତ ମାତ୍ର ୬ ରନରେ ବିଜୟୀ ହୋଇଥିଲା ।…
ଓଜନ ହ୍ରାସ କରିବାକୁ, ଆଜିକାଲି ପ୍ରାୟତଃ ଲୋକମାନେ ଡାଏଟିଂ କରୁଛନ୍ତି । କେହି କେହି ରୁଟି ଖାଇବା ବନ୍ଦ କରିଦିଅନ୍ତି…
କଣ୍ଟାବାଞ୍ଜି (କେନ୍ୟୁଜ): ଟ୍ରେନ୍ ଲାଇନ ନିକଟରେ ପଡ଼ିଛି ଦମ୍ପତିଙ୍କ ମୃତଦେହ । ନୂଆପଡା ଟ୍ରେନ ଲାଇନର ତୁରେକେଲା ଷ୍ଟେସନ ନିକଟ…