କେନ୍ୟୁଜ୍: ଇରାକ ରାଜଧାନୀର ହାଇ ସିକ୍ୟୁରିଟି ଗ୍ରୀନ୍ ଜୋନ୍ରେ ଥିବା ଆମେରିକା ଦୂତାବାସ ନିକଟରେ ଆକ୍ରମଣ । ତିନିଟି ରକେଟ୍ ମାଡ ହୋଇଥିବା ସୂଚନା ମିଳିଛି । ଏଥିରେ କୌଣସି କ୍ଷତି ହୋଇଥିବା ସୂଚନା ମିଳିନାହିଁ । ରକେଟ୍ ଆକ୍ରମଣ ହେବା ମାତ୍ରେ ପୂୂରା ଅଞ୍ଚଳରେ ରକେଟ୍ ଆକ୍ରମଣ ନେଇ ଆଲାର୍ମ ବାଜିଥିଲା । ପୂର୍ବରୁ ଅନେକ ଥର ଗ୍ରୀନ୍ ଜୋନ୍ରେ ରକେଡ୍ ମାଡ ହୋଇଥିବା ଖବର ଆସିଥିଲା । ସୁଲେମାନିର ମୃତ୍ୟୁ ପରେ ବାରମ୍ବାର ଆମେରିକା ଦୂତାବାସ ନିକଟରେ ଆକ୍ରମଣ କରାଯାଉଛି ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…