ପୁଣି ଇରାକ ରାଜଧାନୀର ହାଇ ସିକ୍ୟୁରିଟି ଗ୍ରୀନ୍ ଜୋନ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ୍ ମାଡ

କେନ୍ୟୁଜ୍: ଇରାକ ରାଜଧାନୀର ହାଇ ସିକ୍ୟୁରିଟି ଗ୍ରୀନ୍ ଜୋନ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ଆକ୍ରମଣ । ତିନିଟି ରକେଟ୍ ମାଡ ହୋଇଥିବା ସୂଚନା ମିଳିଛି । ଏଥିରେ କୌଣସି କ୍ଷତି ହୋଇଥିବା ସୂଚନା ମିଳିନାହିଁ । ରକେଟ୍ ଆକ୍ରମଣ ହେବା ମାତ୍ରେ ପୂୂରା ଅଞ୍ଚଳରେ ରକେଟ୍ ଆକ୍ରମଣ ନେଇ ଆଲାର୍ମ ବାଜିଥିଲା । ପୂର୍ବରୁ ଅନେକ ଥର ଗ୍ରୀନ୍ ଜୋନ୍‌ରେ ରକେଡ୍ ମାଡ ହୋଇଥିବା ଖବର ଆସିଥିଲା । ସୁଲେମାନିର ମୃତ୍ୟୁ ପରେ ବାରମ୍ବାର ଆମେରିକା ଦୂତାବାସ ନିକଟରେ ଆକ୍ରମଣ କରାଯାଉଛି ।

Leave A Reply

Your email address will not be published.