Below header
Browsing Tag

iraq attack

ଇରାକରେ ଥିବା ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୁଖ୍ୟାଳୟ ଉପରେ ମିଶାଇଲ୍‌ ଆକ୍ରମଣ କଲା ଇରାନ, ୪ ମୃତ ଓ ୬ ଆହତ

ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ । ଇରାକରେ ଥିବା ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟାଳୟକୁ ଟାର୍ଗେଟ କରି ମିସାଇଲ୍ ଆକ୍ରମଣ କରିଛି ଇରାନ । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ବିସ୍ଫୋରଣ…

ପୁଣି ଇରାକ ରାଜଧାନୀର ହାଇ ସିକ୍ୟୁରିଟି ଗ୍ରୀନ୍ ଜୋନ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ୍ ମାଡ

କେନ୍ୟୁଜ୍: ଇରାକ ରାଜଧାନୀର ହାଇ ସିକ୍ୟୁରିଟି ଗ୍ରୀନ୍ ଜୋନ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ଆକ୍ରମଣ । ତିନିଟି ରକେଟ୍ ମାଡ ହୋଇଥିବା ସୂଚନା ମିଳିଛି । ଏଥିରେ କୌଣସି କ୍ଷତି ହୋଇଥିବା ସୂଚନା ମିଳିନାହିଁ । ରକେଟ୍ ଆକ୍ରମଣ ହେବା ମାତ୍ରେ ପୂୂରା ଅଞ୍ଚଳରେ ରକେଟ୍ ଆକ୍ରମଣ ନେଇ ଆଲାର୍ମ…

ଇରାକ ରାଜଧାନୀ ବାଗଦାଦ ସ୍ଥିତ ଗ୍ରୀନ୍‌ ଜୋନ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ

ଇରାକରେ ପୁଣି ଆକ୍ରମଣ । ଇରାକ ରାଜଧାନୀ ବାଗଦାଦ ସ୍ଥିତ ଗ୍ରୀନ୍‌ ଜୋନ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ ହୋଇଛି । ଗ୍ରୀନ୍‌ ଜୋନ୍‌ ଭିତରକୁ ଦୁଇଟି ରକେଟ୍‌ ମାଡ କରାଯାଇଛି । ଆମେରିକା ଦୂତବାସ ଠାରୁ ମାତ୍ର ୧୦୦ ମିଟର ଦୂରରେ ରକେଟ୍‌ ପଡିଛି । ଏପର୍ଯ୍ୟନ୍ତ ଆକ୍ରମଣ ପାଇଁ…