ଇରାକ ରାଜଧାନୀ ବାଗଦାଦ ସ୍ଥିତ ଗ୍ରୀନ୍‌ ଜୋନ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ

ଇରାକରେ ପୁଣି ଆକ୍ରମଣ । ଇରାକ ରାଜଧାନୀ ବାଗଦାଦ ସ୍ଥିତ ଗ୍ରୀନ୍‌ ଜୋନ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ ହୋଇଛି । ଗ୍ରୀନ୍‌ ଜୋନ୍‌ ଭିତରକୁ ଦୁଇଟି ରକେଟ୍‌ ମାଡ କରାଯାଇଛି । ଆମେରିକା ଦୂତବାସ ଠାରୁ ମାତ୍ର ୧୦୦ ମିଟର ଦୂରରେ ରକେଟ୍‌ ପଡିଛି । ଏପର୍ଯ୍ୟନ୍ତ ଆକ୍ରମଣ ପାଇଁ ନିଜକୁ କେହି ଦାୟୀ କରିନାହାଁନ୍ତି । ଗତ ୫ ତାରିଖରେ  ମଧ୍ୟ ବାଗଦାଦ ସ୍ଥିତ ଗ୍ରୀନ୍‌ ଜୋନ୍‌ରେ ରକେଟ୍‌ ମାଡ ହୋଇଥିଲା ।

Leave A Reply

Your email address will not be published.