ସାବଧାନ! ସୋସିଆଲ ମିଡିଆ ଜରିଆରେ ଆତଙ୍କବାଦୀ ଜନ୍ମ କରୁଛି ପାକିସ୍ତାନ

ଏଲଓସିରେ ଲୁଚି ଭାରତକୁ ପ୍ରବେଶ କରିବାରେ ବିଫଳ ହେଉଥିବା ପାକିସ୍ତାନର ଏଜେନ୍ସି ଗୁଡିକ ସୋସିଆଲ ମିଡିଆ ଜରିଆରେ କଶ୍ମୀର ଘାଟିରେ ଥିବା ଯୁବକମାନଙ୍କୁ ଆତଙ୍କବାଦୀରେ ସାମିଲ ହେବାକୁ ପ୍ରବର୍ତ୍ତାଉଥିବା ଉତ୍ତର କମାଣ୍ଡର ପ୍ରମୁଖ ଲେପ୍ଟିନାଣ୍ଟ ଜେନେରାଲ ରଣବୀର ସିଂ କହିଛନ୍ତି । ସେ କହିଛନ୍ତି କି, ସେନାର ଆତଙ୍କୀ ବିରୋଧୀ କାର୍ଯ୍ୟକଳାପ କାରଣରୁ ସୀମା ପାର ହେବା ପାଇଁ ଆତଙ୍କବାଦୀ ମାନଙ୍କୁ ବହୁତ ସମସ୍ୟା ହେଉଥିବାରୁ ପାକ୍ ବର୍ତ୍ତମାନ ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦୀରେ ଭର୍ତ୍ତି କରିବାର ସଂଖ୍ୟାକୁ ବଢାଇଦେଇଛି । ଯେଉଁଥି ପାଇଁ ସେମାନେ ସୋସିଆଲ ମିଡିଆର ସାହାରା ନେଉଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି କି, ସ୍ଥାନୀୟ ଯୁବକଙ୍କ ଆତଙ୍କବାଦୀରେ ଭର୍ତ୍ତୀ ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । କିନ୍ତୁ ସ୍ଥାନୀୟ ଯୁବକମାନେ ମଧ୍ୟ ପାକିସ୍ତାନୀ ଏଜେନ୍ସିର ସତ୍ୟତା ବିଷୟରେ ଆସ୍ତେ ଆସ୍ତେ ଅବଗତ ହେଉଛନ୍ତି । ଜେନେରାଲ ସିଂଙ୍କ ମୁତାବକ ଗତ ବର୍ଷ ୨୧୭ ସ୍ଥାନୀୟ ଯୁବକମାନେ ଅସ୍ତ୍ରଶସ୍ତ୍ର ଉଠାଇଥିଲେ । ଚଳିତ ବର୍ଷ ଏହାର ସଂଖ୍ୟା କମ୍ ହୋଇ ୪୦ରେ ପହଁଚିଛି । ଭାରତୀୟ ସେନା କାଶ୍ମୀରି ପରିବାରମାନଙ୍କ ଏବଂ ଶିକ୍ଷକମାନଙ୍କ ସହାୟତାରେ ବହୁ ଯୁବକଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବାରେ ସଫଳ ହୋଇସାରିଲେଣି ।

Sonalisa

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

14 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

20 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago