ବ୍ରିଟେନର ZSL ହ୍ଵିପ୍ସନାଡେ ଚିଡ଼ିଆଘରେ ଏବେ ୪ ସାଇବେରିଆନ୍ ବାଘଙ୍କୁ ଶିକାର କରିବା ଏବଂ ଗଛ ଚଢ଼ିବାର ଟ୍ରେନିଂ ଦିଆଯାଉଛି। ଚିଡ଼ିଆଘର କତ୍ତୃପକ୍ଷଙ୍କ କହିବା ହେଲା, ଲମ୍ବା ସମୟ ଧରି ଏଠାରେ ବାଘ ‘ବୋଟ୍ସମ୍ୟାନ୍’ ଓ ବାଘୁଣୀ ‘ନାୟା’ ଅସୁସ୍ଥ ଥିଲେ। ଚିକିତ୍ସା ପରେ ଏବେ ସେମାନେ ସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଗଛ ଚଢ଼ିବାର ଟ୍ରେନିଂ ଦିଆଯାଉଛି, ଯେପରି ସେମାନେ ଫିଟ୍ ରହିପାରିବେ। ବୋଟ୍ସମ୍ୟାନ୍ ଓ ନାୟା ସହ ୧୯ ମାସର ଦୁଇଟି ଶାବକଙ୍କୁ ମଧ୍ୟ ଶିକାର କରିବାର କୌଶଳ ଶିଖାଯାଉଛି।
ନୂଆଦିଲ୍ଲୀ: ସଂସଦ ଇତିହାସରେ ପ୍ରଥମ । ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ। ସ୍ପିକର ପଦ ପାଇଁ…
ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…
ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…
ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…
ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…