Below header

ଫିଟ୍‌ ରହିବା ପାଇଁ ନୂଆ ଫର୍ମୂଲା, ଏଠାରେ ଗଛ ଚଢ଼ୁଛନ୍ତି ବାଘ!

ବ୍ରିଟେନର ZSL ହ୍ଵିପ୍‌ସନାଡେ ଚିଡ଼ିଆଘରେ ଏବେ ୪ ସାଇବେରିଆନ୍‌ ବାଘଙ୍କୁ ଶିକାର କରିବା ଏବଂ ଗଛ ଚଢ଼ିବାର ଟ୍ରେନିଂ ଦିଆଯାଉଛି। ଚିଡ଼ିଆଘର କତ୍ତୃପକ୍ଷଙ୍କ କହିବା ହେଲା, ଲମ୍ବା ସମୟ ଧରି ଏଠାରେ ବାଘ ‘ବୋଟ୍‌ସମ୍ୟାନ୍‌’ ଓ ବାଘୁଣୀ ‘ନାୟା’ ଅସୁସ୍ଥ ଥିଲେ। ଚିକିତ୍ସା ପରେ ଏବେ ସେମାନେ ସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଗଛ ଚଢ଼ିବାର ଟ୍ରେନିଂ ଦିଆଯାଉଛି, ଯେପରି ସେମାନେ ଫିଟ୍‌ ରହିପାରିବେ। ବୋଟ୍‌ସମ୍ୟାନ୍‌ ଓ ନାୟା ସହ ୧୯ ମାସର ଦୁଇଟି ଶାବକଙ୍କୁ ମଧ୍ୟ ଶିକାର କରିବାର କୌଶଳ ଶିଖାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.