ଦିଲ୍ଲୀ ହାଇକୋର୍ଟ ଗୁଜୁରାଣ ମେଣ୍ଟାଇବାର ଏକ ମାମଲାର ଶୁଣାଣୀ କରି କହିଛନ୍ତି ଯେ ସ୍ତ୍ରୀକୁ ସ୍ବାମୀଙ୍କ ଦରମାରେ ୩୦ ପ୍ରତିଶତ ଅଂଶ ମିଳିବା ଉଚିତ। ଅଦାଲତ କହିଛନ୍ତି ଯଦି ପରିବାରରେ କୌଣସି ଅନ୍ୟ ଆଶ୍ରୀତ ନାହାନ୍ତି ତେବେ ସ୍ବାମୀଙ୍କର ସକଳ ସମ୍ପତ୍ତିକୁ ଦୁଇ ଭାଗରେ ଭାଗ ହୋଇଯିବା ଉଚିତ। ଏଥିରେ ଗୋଟିଏ ଅଂଶ ସ୍ତ୍ରୀଙ୍କର ଏବଂ ଅନ୍ୟ ଭାଗ ସ୍ବାମୀଙ୍କର ହେବା ଆବଶ୍ୟକ।
ଆଦେଶ ଶୁଣାଇ ଏକ ପୀଠର ବିଚାରପତି ସଞ୍ଜୀବ ସଚଦେବା ଟ୍ରାୟଲ କୋର୍ଟର ସେହି ଆଦେଶକୁ ଖାରଜ କରିଦେଲା, ଯେଉଁଥିରେ ପିଟିସନକର୍ତ୍ତା ସ୍ତ୍ରୀଙ୍କୁ ସ୍ବାମୀଙ୍କର ସକଳ ସମ୍ପଦର ଆୟର ୧୫ ପ୍ରତିଶତ ଅଂଶ ଗୁଜୁରାଣ ମେଣ୍ଟାଇବା ରୂପରେ ଦେବାକୁ ଆଦେଶ ଶୁଣାଯାଇଥିଲା।
ଅଦାଲତ ସ୍ବାମୀଙ୍କ ନିଯୁକ୍ତିକୁ ନିର୍ଦ୍ଧାରିତ ରାଶି ସିଧା ସ୍ତ୍ରୀଙ୍କ ଖାତାରେ ଟ୍ରାନ୍ସଫର କରିବାର ଆଦେଶ ଦେଇଥିଲେ।
ଭୁବନେଶ୍ୱର(କେନ୍ୟୁଜ୍): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…
ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…
ଭୁବନେଶ୍ୱର(କେନ୍ୟୁଜ୍): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍ରେ କୋଲକାତା ନାଇଟ୍ ରାଇଡର୍ସ (KKR)…
ଭୁବନେଶ୍ୱର(କେନ୍ୟୁଜ୍): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…