କେନ୍ୟୁଜ୍(ବ୍ୟୁରୋ): ଆର୍ଥିକ ସଂକଟ ହେଲେ ସମାଜ ତାହାର କିପରି ମୁକାବିଲା କରିବ। ବିଶେଷ କରି ବ୍ୟାଙ୍କଗୁଡିକର ଭୂମିକ କଣ ରହିବ। ଏହା ଉପରେ ଗବେଷଣା କରିଥିବା ତିନି ଆମେରିକୀୟ ଅର୍ଥନୀତିଜ୍ଞଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ୨୦୨୨ ପାଇଁ ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ ହୋଇଛି।
ବେନ୍. ଏସ୍ ବର୍ନାନ୍କେ , ଡଗଲସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିପ୍ ଏଚ୍ ଡାଇବଭିଗଙ୍କୁ ପ୍ରଦାନ କରାଯିବ ନୋବେଲ। ଆର୍ଥିକ ସଂକଟ ସମୟରେ ବ୍ୟାଙ୍କଗୁଡିକୁ କିପରି ଦେବାଳିଆ ସ୍ଥିତିରୁ ରକ୍ଷା କରାଯାଇ ପାରିବ ସେ ନେଇ ତିନି ଜଣ ଉପାୟ ବାହାର କରିଛନ୍ତି। ଯାହା ଆଜିର ସମୟରେ ବେଶ ଉପଯୋଗୀ। ଆର୍ଥିକ ବଜାରକୁ କିପରି ନିୟନ୍ତ୍ରିତ କରାଯାଇ ପାରିବ।
ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…