Below header

ଅର୍ଥନୀତି ବିଜ୍ଞାନରେ ନୋବେଲ: ତିନି ଆମେରିକୀୟ ଅର୍ଥନୀତିଜ୍ଞଙ୍କୁ ମିଳିବ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ): ଆର୍ଥିକ ସଂକଟ ହେଲେ ସମାଜ ତାହାର କିପରି ମୁକାବିଲା କରିବ। ବିଶେଷ କରି ବ୍ୟାଙ୍କଗୁଡିକର ଭୂମିକ କଣ ରହିବ। ଏହା ଉପରେ ଗବେଷଣା କରିଥିବା ତିନି ଆମେରିକୀୟ ଅର୍ଥନୀତିଜ୍ଞଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ୨୦୨୨ ପାଇଁ ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ ହୋଇଛି।

ବେନ୍‌. ଏସ୍‌ ବର୍ନାନ୍‌କେ , ଡଗଲସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିପ୍‌ ଏଚ୍‌ ଡାଇବଭିଗଙ୍କୁ ପ୍ରଦାନ କରାଯିବ ନୋବେଲ। ଆର୍ଥିକ ସଂକଟ ସମୟରେ ବ୍ୟାଙ୍କଗୁଡିକୁ କିପରି ଦେବାଳିଆ ସ୍ଥିତିରୁ ରକ୍ଷା କରାଯାଇ ପାରିବ ସେ ନେଇ ତିନି ଜଣ ଉପାୟ ବାହାର କରିଛନ୍ତି। ଯାହା ଆଜିର ସମୟରେ ବେଶ ଉପଯୋଗୀ। ଆର୍ଥିକ ବଜାରକୁ କିପରି ନିୟନ୍ତ୍ରିତ କରାଯାଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.