ରିଲେସନସିପ

ଏହି ୫ଟି ଶବ୍ଦ ବ୍ୟବହାର କଲେ ବେଡ୍‌ରୁମ୍‌ ଲାଇଫ୍‌ ଖରାପ ହେବା ଥୟ, ଜାଣନ୍ତୁ କ’ଣ ସେସବୁ ଶବ୍ଦ

ବେଡ୍‌ରୁମ୍‌ରେ ସେକ୍ସି କଥାବାର୍ତ୍ତା ଆପଣଙ୍କୁ ବେଡ୍‌ରେ ଅଧିକ ମଜା ଦେବ, ଏଥିରେ କୌଣସି ଆଶ୍ଚର୍ଯ୍ୟ ହେଲା ଭଳି କଥା ନାହିଁ। କିନ୍ତୁ ସବୁବେଳେ ଯେ ଏହା ମଜା ଦେବ ସେମିତି କିଛି ମାନେ ନାହିଁ। ବେଳେ ବେଳେ କିଛି କଥା ମୁଡ୍‌ ଅଫ୍‌ କରିଦିଏ ଓ ଶାରୀରିକ ସମ୍ପର୍କ ରଖିବା ଇଚ୍ଛା ଇଚ୍ଛାରେ ହିଁ ରହିଯାଏ। ଏଣୁ ବେଡ୍‌ରୁମ୍‌ରେ ମିଠା ମିଠା କଥା ହେବା ବେଳେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା ବେଡ୍‌ରୁମ୍‌ରେ କେଉଁ କେଉଁ ଶବ୍ଦ ବ୍ୟବହାର କରିବା ମନା…

କମ୍‌: ବେଡ୍‌ରୁମ୍‌ରେ କମ୍‌ ଶବ୍ଦକୁ ଆଦୌ ବ୍ୟବହାର କରନ୍ତୁ ନାହିଁ। ଝିଅମାନେ କମ୍‌ ଶୁଣିବାକୁ ଜମାରୁ ପସନ୍ଦ କରନ୍ତି ନାହିଁ। ଏଣୁ କମ୍‌, ଏଜିକ୍ୟୁଲେଟ୍‌ କିମ୍ବା ସ୍ପର୍ଟ ଭଳି ଶବ୍ଦ ବ୍ୟବହାର କରନ୍ତୁ ନାହିଁ। ଏଭଳି ଶବ୍ଦକୁ ଝିଅମାନେ ପସନ୍ଦ କରନ୍ତିନି।

ଟିଟ୍‌ସ: ଫୋରପ୍ଲେ ବେଳେ ସ୍ତନ ବଦଳରେ ଟିଟ୍‌ସ୍‌ କହିବା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ପ୍ରକୃତରେ ଟିଟ୍‌ସ ଶୁଣିବାକୁ ମହିଳାମାନେ ପସନ୍ଦ କରନ୍ତି ନାହିଁ। ପୁଅ ସାଙ୍ଗଙ୍କ ସହ କଥା ହେବା ବେଳେ ଯେକୌଣସି ଶବ୍ଦ ବ୍ୟବହାର କରନ୍ତୁ କିନ୍ତୁ ମହିଳା ପାର୍ଟନରଙ୍କ ସହ ଥିବା ବେଳେ ନିଜ ମୁହଁ ଉପରେ ଲଗାମ ଦିଅନ୍ତୁ।

ପୁସି: ଭାଜାଇନା କହିବା ପୁସି କହିବା ତୁଳନାରେ ଅଧିକ ସେକ୍ସି ଲାଗେ। ଜର୍ଣ୍ଣାଲ ଅଫ୍‌ ସେକ୍ସ ରିସର୍ଚ୍ଚରେ ପ୍ରକାଶିତ ଷ୍ଟଡି ମୁତାବକ ସେକ୍ସ ବେଳେ ଭାଜାଇନ୍‌ ଶବ୍ଦର ସବୁଠୁ ଅଧିକ ବ୍ୟବହାର କରାଯାଏ।

ଟେଷ୍ଟିକଲ୍‌ସ: ପୁଅମାନେ ନିଜ ନଟ୍ସ ବା ବଲ୍‌କୁ ସେଇଆ ହିଁ କୁହନ୍ତୁ ଯାହା ସବୁବେଳେ କହିଥାନ୍ତି। ବେଡରୁମ୍‌ରେ ଡାକ୍ତରୀ ଭାଷା ବ୍ୟବହାର କରିବା କିଛି ଦରକାର ନାହିଁ।

ଖାଇଯିବି: ବେଡ୍‌ରୁମ୍‌ରେ ଅଧିକ ରୋମାଣ୍ଟିକ୍‌ ଦେଖାଇ ହେବାକୁ ପୁଅମାନେ ଖାଇଯିବି କାମୁଡ଼ିପକାଇବି ଆଦି ଶବ୍ଦ ବ୍ୟବହାର କରିଥାନ୍ତି। କିନ୍ତୁ ଏଭଳି କଥାବାର୍ତ୍ତା ମହିଳାଙ୍କୁ ପସନ୍ଦ ଆସିନପାରେ। ଏଣୁ ବେଡ୍‌ରୁମ୍‌ରେ ରୋମାଣ୍ଟିକ୍‌ ମୁଡ୍‌ରେ ଥିବା ବେଳେ ସବୁବେଳେ ଶାଳୀନତା ରକ୍ଷା କରନ୍ତୁ।

WCW 11

Recent Posts

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

13 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

18 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

19 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

25 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

42 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

47 mins ago