ସ୍ପେଶାଲ

ଆଶ୍ଚର୍ଯ୍ଯ ହେଲେ ବି ସତ! ନେପାଳରୁ ପଶ୍ଚିମବଙ୍ଗ ଯାତ୍ରା କଲା କୁମ୍ଭୀର

ବର୍ତ୍ତମାନ କରୋନା ମହାମାରୀ ପାଇଁ ଜାରି ରହିଥିବା ଲକଡାଉନରେ ଅନେକ ଜୀବ-ଜନ୍ତୁ ରାସ୍ତାରେ ବୁଲିଥିବାର ଦେଖିବାକୁ ମିଳୁଛି। ସେମାନଙ୍କ ପାଇଁ ଲକଡାଉନର କୌଣସି ନିୟମ ନାହିଁ। ସେହିଭଳି ଗତ କିଛି ଦିନ ପୂର୍ବରୁ ଏକ ବାଘ ନିଜ ସାଥୀକୁ ଖୋଜିବା ପାଇଁ ୧୦୦କି.ମି ଯାତ୍ରା କରିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଆପଣମାନେ ଜାଣିବା ପରେ ମଧ୍ଯ ନିଶ୍ଚୟ ଆଶ୍ଚର୍ଯ୍ଯ ହୋଇଯିବେ। ଘଟଣାଟି ହେଉଛି ଏହି ଲକଡାଉନ୍ ରେ ଏକ କୁମ୍ଭୀର ପାଖାପାଖି ୧୧୦୦କି.ମି ଯାତ୍ରା କରିଛି। ଆଜ୍ଞା ହଁ ଏକଥା ବିଶ୍ବାସ ନହେଉଥିଲେ ମଧ୍ଯ ବିଲକୁଲ୍ ସତ।

ୱାଲ୍ଡ ଲାଇଫ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଅନୁଯାୟୀ ଏହି କୁମ୍ଭୀରକୁ ନେପାଳର ରାପ୍ତି ନଦୀରେ ଛଡା ଯାଇଥିଲା କିନ୍ତୁ ଏକ ମାସ ପରେ ହୁଗୁଳି ନଦୀ ନିକଟ ରାଣୀ ନଗର ଘାଟ, ପଶ୍ଚିମ ବଙ୍ଗରୁ ଏହି କୁମ୍ଭୀର ମିଳିଛି। ସୂଚନା ମୁତାବକ ଏହି କୁମ୍ଭୀରର ଦୁଲର୍ଭ ପ୍ରଜାତିର ହୋଇଥିବାରୁ ଏହାର ପରିଚୟ ହୋଇପାରିଛି।

ପ୍ରଫେସର ବିସି ଚୌଧୂରୀ କୁମ୍ଭୀର ସମ୍ପର୍କରେ କହିଛନ୍ତି, କୁମ୍ଭୀରର ଏହି ପ୍ରଜାତିକୁ ଥଣ୍ଡା ଦିଦେନ ଛାଡିଦେବା ଉଚିତ କିନ୍ତୁ ଗରମ ଦିନରେ ଛାଡିଦେବା ଦ୍ବାରା ଏହି ପ୍ରଜାତିର କୁମ୍ଭୀର ନିର୍ଦ୍ଦିଷ୍ଟ ସ୍ଥାନରେ ନରହି ଅନ୍ଯତ୍ର ସ୍ଥାନକୁ ଚାଲିଯାଇଥାଏ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

52 seconds ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

20 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

28 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

44 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago