ସ୍ପେଶାଲ

ସମୁଦ୍ର କୂଳରୁ ମିଳିଲା ୧୫ଫୁଟ୍ ଲମ୍ବର ରହସ୍ଯମୟ ଜୀବ, ଯାହାକୁ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ଯ

ବ୍ରିଟିଶ୍ ସମୁଦ୍ରକୂଳ ନିକଟରେ ୧୫ ଫୁଟର ଏକ ରହସ୍ଯମୟ ଜୀବ ଦେଖିବାକୁ ମିଳିଛି। ଯାହାକୁ ଦେଖିବା ପରେ ଲୋକମାନଙ୍କ ହୋସ୍ ମଧ୍ଯ ଉଡିଯାଇଛି। ଲିୱରପୁଲ୍ ଇକୋ ଅନୁଯାୟୀ ଗତ ୨୯ ଜୁଲାଇରେ ଜଣେ ବ୍ଯକ୍ତିଙ୍କୁ Ainsdale ସମୁଦ୍ର ତଟ ନିକଟରେ ଦୁର୍ଗନ୍ଧ ବିଶିଷ୍ଟ ଶବ ମିଳିଛି। ଲୋକଙ୍କ କହିବାନୁଯାୟୀ, ଏହାର ୪ଟି ଗୋଡ ରହିଛି, ଯାହାକୁ ଦେଖିବାକୁ ଅଦ୍ଭୁତ ଧରଣର। ଏହି ଅଦ୍ଭୁତ ଜୀବ ୧୫ ଫୁଟର ହୋଇଥିବା ବେଳେ ଶରୀରର ପ୍ରତ୍ଯେକ ସ୍ଥାନରେ ହାଡ ଦେଖିବାକୁ ମିଳିଛି।

ଏସବୁ ବ୍ଯତୀତ ଲୋକଙ୍କ କହିବାନୁଯାୟୀ, ଉକ୍ତ ଜୀବଟି ଜନ୍ମ ଦେବା ସମୟରେ ମ୍ତ୍ଯୁ ହୋଇଥିବା ଜଣାପଡୁଛି। ଅଦ୍ଭୁତ ଦେଖାଯାଉଥିବା ଏହି ଜୀବର ଫଟୋ ଏବେ ଫେସବୁକର Ainsdale ସାମୁଦାୟିକ ସମୁହରେ ପୋଷ୍ଟ କରାଯାଇଥିଲା, ଯାହା ଏବେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବକ ନ୍ଯାଚୁରାଲ ଇଂଲଣ୍ଡର ବରିଷ୍ଠ ଉପଦେଶକାରୀ ଷ୍ଟୀଫନ ଆୟଲିକଙ୍କ କହିବାନୁଯାୟୀ, ପ୍ରକୃତରେ ଏହା କେଉଁ ଜୀବ ତାହା ସ୍ପଷ୍ଟ ଜଣାପଡିନାହିଁ। ଏହା ହ୍ବେଲ ପ୍ରଜାତିର ବୋଲି ଅନୁମାନ କରାଯାଉଛି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago