ସ୍ପେଶାଲ

ଭାରତ-ପାକିସ୍ତାନ ସୀମାରେ ଖାସ୍‌ ଅନ୍ଦାଜରେ ଭାଙ୍ଗଡା ନାଚିଲେ ଯବାନ୍‌, ଯାହାକୁ ଦେଖିଲେ ଆପଣ ବି ନାଚିବାକୁ କରିବେ ଇଚ୍ଛା

ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେଉଛି ଯବାନଙ୍କ ଭାଙ୍ଗଡା ଡ୍ୟାନ୍ସ। ଭାରତ-ପାକିସ୍ତାନ ସୀମାର ଏହି ଡ୍ୟାନ୍ସ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି ଭାରତ-ପାକିସ୍ତାନ ସୀମାରେ ଯବାନଙ୍କ ଏହି ଭାଙ୍ଗଡା ଡ୍ୟାନ୍ସ ବହୁତ ସୁନ୍ଦର ହେଇଛି। କିନ୍ତୁ ସବୁଠାରୁ ଆଶ୍ଚଯ୍ୟର୍କର କଥା ହେଉଛି ଏତେ ଚ୍ୟାଲେଞ୍ଜିଙ୍ଗ ପରିସ୍ଥିତିରେ ବି ଏମାନେ କେତେ ଖୁସି ଅଛନ୍ତି। ତାଙ୍କର ଏହି ହିମ୍ମତକୁ ମୋର ସଲାମ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭିଡିଓରେ ଯବାନ ଯେଉଁଭଳି ଭାବେ ବିନ୍ଦାସ ଭାବରେ ପଞ୍ଜାବୀ ଗୀତରେ ପଞ୍ଜାବ ଷ୍ଟାଇଲରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି। ଯବାନଙ୍କ ଏହି ଡ୍ୟାନ୍ସ ଭିଡିଓ ଦେଖି ଆପଣ ମଧ୍ୟ ନାଚିବାକୁ ଲାଗିବେ। ଏହି ଭିଡିଓରେ ଆପଣ ସଫା ସଫା ଦେଖିପାରୁଥିବେ ଯେ ବର୍ଡର ପାଖରେ ୪ ରୁ ୫ ଜଣ ସୈନିକ ଛିଡା ହୋଇଛନ୍ତି ଆଉ ‘ଦାରୁ ବଦନାମ କର୍‌ ଦି’ ଭାଙ୍ଗଡା ଗୀତରେ ନଜର ଆସୁଛନ୍ତି।

ତେବେ ଏହାପୂର୍ବରୁ ଆହୁରି ଏକ ବହୁତ ସୁନ୍ଦର ଭିଡିଓ ବାରମ୍ବାର ଦେଖାଯାଇସାରିଲାଣି। ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିବା ସହିତ ଭାଇରାଲ ମଧ୍ୟ ହେଉଛି। ଯେଉଁଥିରେ କିଛି ଯବାନ ବରଫରେ କେକ କାଟୁଥିବା ଭିଡିଓ ଭାଇରାଲ ହୋଇଥିଲା। ଯାହା ସୋସିଆଲ ମିଡିଆରେ ଧମାଲ ମଚାଇଦେଇଛି।

Pritiparna

Recent Posts

ଆଜି ଶେଷ ରଜ: ପିଠା, ମିଠାରେ ବାସୁଛି ପ୍ରତିଟି ଘର

କେନ୍ୟୁଜ: ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ଆଜି ଶେଷ ରଜ । ୩ ଦିନିଆ ରଜ ଉତ୍ସବର…

4 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

7 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

9 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

10 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

11 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

12 hours ago