Categories: ସ୍ପେଶାଲ

ଆଜି ମହାନ ବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ

ଆଜି ମହାନ ବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ। ଜାତୀୟ ମୁକ୍ତି ସଂଗ୍ରାମର ଏହି ମହାନ ଯୋଦ୍ଧା ୧୮୯୭ ଜାନୁଆରି ୨୩ ତାରିଖରେ କଟକର ଓଡ଼ିଆ ବଜାର ଠାରେ ଜନ୍ମଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମ ପାଇଁ ସରକାରୀ ଚାକିରୀ ତ୍ୟାଗ କରି ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ପରେ ଆଜାଦ ହିନ୍ଦ ଫୌଜ ଗଠନ କରି ଇଂରେଜ ଶାସକଙ୍କ ବିରୋଧରେ ସଂଗ୍ରାମ କରିଥିଲେ।

ଏହି ମହାନ ସଂଗ୍ରାମଙ୍କୁ ମନେପକାଇବା ପାଇଁ ଆଜି ବିଭିନ୍ନ ସ୍ଥାନରେ ଅନେକ କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କାର‌୍ୟ୍ୟକ୍ରମ ରହିଛି। ସେହିପରି ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଯୋଦ୍ଧା ବୀର ସୁରେନ୍ଦ୍ର ସାଏଙ୍କର ମଧ୍ୟ ଆଜି ଜନ୍ମ ଜୟନ୍ତୀ। ସମ୍ବଲପୁରକୁ ଇଂରେଜଙ୍କ କବଳରୁ ରକ୍ଷା କରିବାରେ ତାଙ୍କର ଅବଦାନ ଅତୁଳନୀୟ।

Pritiparna

Recent Posts

ରଜକୁ ନେଇ ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁର, ରଜ ଦୋଳି ଖେଳିଲେ ଦୃଷ୍ଟିବାଧିତ ଛାତ୍ରୀ

ବ୍ରହ୍ମପୁର (କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ହେଉଛି ରଜ ପର୍ବ । ରଜକୁ ନେଇ ଉତ୍ସବ ମୁଖର ହୋଇଉଠିଛି ରେଶମ…

28 mins ago

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ, ୨୦ଫୁଟ ତଳକୁ ଖସିପଡିଲା ଉଭୟ ଗାଡି

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସକୁ ଧକ୍କା…

35 mins ago

ଜଲଦି ଚେକ୍ କରନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର; ଅନେକ ସ୍ଥାନରେ କମିଲା ମୂଲ୍ୟ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

51 mins ago

୧୭ରୁ ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର (କେନ୍ୟୁଜ): ଗ୍ରୀଷ୍ମ ପ୍ରବାହରୁ ମିଳିବ ଆଶ୍ୱସ୍ତି ।  ରାଜ୍ୟରେ ୫ ଦିନ ହେବ କାଳବୈଶାଖୀ ।  ଆଗାମୀ ୫…

56 mins ago

ଗଛରେ ପିଟି ହେଲା ବସ୍ , ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ଭଂଜନଗର (କେନ୍ୟୁଜ): ରାସ୍ତାକଡ଼ ଗଛରେ ପିଟି ହେଲା ଯାତ୍ରୀବାହୀ ସରକାରୀ ବସ୍ । ପ୍ରାୟ ୩୦ ରୁ ଊର୍ଦ୍ଧ୍ବ ଯାତ୍ରୀ…

1 hour ago

ରଜରେ ସୁନା କିଣିବାକୁ ଚାହୁଁଥିଲେ ସୁବର୍ଣ୍ଣ ସୁଯୋଗ, ଆଜି କମିଛି ଗହଣା ଦର

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

1 hour ago