Categories: ସ୍ପେଶାଲ

ଭାରତର ଏହି ମନ୍ଦିରରେ ଆଜି ମଧ୍ୟ ଚାଲିଛି ତନ୍ତ୍ର ସାଧନା

ଗୁଣିଗାରାଡ଼ି ଏବଂ ତନ୍ତ୍ରମନ୍ତ୍ର ଆଦି ଆମେ କେବଳ କାହାଣୀରେ ଶୁଣିଛନ୍ତି । ତେବେ ଆଜିର ସମୟରେ ପ୍ରକୃତରେ ତନ୍ତ୍ର ବିଦ୍ୟାର ପ୍ରୟୋଗ ରହିଛି କି ନାହିଁ ତାହା ସଠିକ ଭାବେ କହିହେବ ନାହିଁ । ତେବେ ଭାରତରେ ଏପରି ଅନେକ ମନ୍ଦିର ରହିଛି ଯେଉଁଠାରେ ପୂଜା ନାମରେ କରାଯାଇଥାଏ ତନ୍ତ୍ର ସାଧନା । ଏଥିପାଇଁ ଏହି ମନ୍ଦିରକୁ ଯିବା ପାଇଁ ଲୋକ ଭୟ କରିଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି ମନ୍ଦିର ବିଷୟରେ

ଓଡ଼ିଶାର ବେତାଳ ମନ୍ଦିର

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଅଷ୍ଠମ ଶତାବ୍ଦୀରୁ ନିର୍ମିତ ହୋଇଥିଲା ବେତାଳ ମନ୍ଦିର । ଏହି ମନ୍ଦିରରେ ଶକ୍ତିଶାଳୀ ଚାମୁଣ୍ଡାଙ୍କର ମାଁ କାଳୀଙ୍କର ରୁପ ପୂଜା ପାଆନ୍ତି । ଏହି ମନ୍ଦିରରେ ସବୁବେଳେ ତାନ୍ତ୍ରୀକ ସାଧାନ କରାଯାଇଥାଏ।

ହିମାଞ୍ଚଳ ପ୍ରଦେଶର ବେଜନାଥ ମନ୍ଦିର

ଏହି ମନ୍ଦିରରେ ଶିବ ଭଗବାନଙ୍କର ଆରଧାନ କରାଯାଇଥାଏ। ମନ୍ଦିରରେ ଶିବ ଭଗବାନ ଲିଙ୍ଗ ରୂପରେ ବିଦ୍ୟମାନ ଅଛନ୍ତି। ଏହି ମନ୍ଦିରର ପରିସରରେ ଥିବା ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଭଲ ହୋଇଥାଏ । ଏହି ମନ୍ଦିର ଖାସ କରି ତାନ୍ତ୍ରିକ ସାଧାନ ପାଇଁ ଜଣାଯାଏ ।

କୋଲକାତାର କାଳୀଘାଟ ମନ୍ଦିର

କୋଲକତାର କାଳୀଘାଟ ମନ୍ଦିର ମୁଖ୍ୟତଃ ତାନ୍ତ୍ରୀକ ସାଧନା ପାଇଁ ପ୍ରସିଦ୍ଦ । ଏଥିପାଇଁ ମଧ୍ୟ ଏହି ମନ୍ଦିରରେ ଲୋକଙ୍କର ଅଧିକ ଭିଡ଼ ଜମିଥାଏ ବୋଲି କୁହାଯାଇଥାଏ। ଏପରି ମଧ୍ୟ କୁହାଯାଇଥାଏ କି ଏହି ମନ୍ଦିରରେ ସତୀଙ୍କର ଆଙ୍ଗୁଠୀ ପଡ଼ିଥିଲା ।

ଆସାମର କାମାକ୍ଷା ମନ୍ଦିର

ଆସାମ ଗୋହାଟି ଷ୍ଟେଶନର ୧୦ କିଲୋମିଟର ଦୂରରେ ଥିବା ନିଳାଞ୍ଚଳ ପାହାଡ଼ ଠାରେ ଉପସ୍ଥିତ । ଏହି ମନ୍ଦିରଠାରେ ତନ୍ତ୍ର ବିଦ୍ୟା ଉତ୍ପତି ହୋଇଛି ବୋଲି କୁହାଯାଇଥାଏ । ସତୀଙ୍କର ଶରୀରର ଏକ ଭାଗ ସେଠାରେ ପଡ଼ିଥିଲା ସେଥିପାଇଁ ସେହି ସ୍ଥାନରେ ଏହି ମନ୍ଦିର ପ୍ରସ୍ତୁତ କରାଯାଇଛି ବୋଳି କୁହାଯାଇଥାଏ।

ମାଉନଟାବୁ ସିରୋହୀର ଉଚଲେଶ୍ୱର ମହାଦେବ ମନ୍ଦିର

ଉଚଲାଶ୍ୱର ମହାଦେବ ମନ୍ଦିର ରାଜସ୍ଥାନର ହିଲଷ୍ଟେଶନ ମାଉନଟାବୁ ଠାରେ ଅବସ୍ଥିତ । ଏହି ମନ୍ଦିରରେ ଭଗବାନ ଶିବଙ୍କର ଆଙ୍ଗୁଠି ପୂଜା ପାଇଥାଏ। ଏହି ମନ୍ଦିରରେ ଥିବା ଶିବ ଲିଙ୍ଗ ଦିନକୁ ତିନି ଥର ଏହାର ରଙ୍ଗ ବଦଳି ଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

2 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

6 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

6 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

7 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

7 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

7 hours ago