Categories: ସ୍ପେଶାଲ

ଆଜି ମାଘ ପୂର୍ଣ୍ଣିମା : ଏହି ଦିନ ଆଶୀର୍ବାଦର ବର୍ଷା କରିଥାନ୍ତି ଚନ୍ଦ୍ରଦେବ

ଆଜି ହେଉଛି ମାଘ ପୂର୍ଣ୍ଣିମା। ଶାସ୍ତ୍ର ଅନୁସାରେ ଆଜି ଦିନରେ ଚନ୍ଦ୍ରଦେବଙ୍କ ପାଇଁ ବ୍ରତ ରଖିବାର ନିୟମ ରହିଛି। ଏହି ଦିନ ଚନ୍ଦ୍ରଦେବଙ୍କ ପୂଜା କରିଲେ ଚନ୍ଦ୍ର ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ। ମାଘ ମାସ ହେଉଛି ପବିତ୍ର ମାସ। କାର୍ତ୍ତିକ ମାସ ଭଳି ଏହି ମାସର ମଧ୍ୟ ମାହାତ୍ମ୍ୟ ରହିଛି। ପୁରାଣ ଅନୁସାରେ ମାଘ ମାସରେ ନଦୀରେ ସ୍ନାନ କରିବା ପାଇଁ ତୁଳସୀ ମୂଳର ମାଟି ଏବଂ ତୁଳସୀ ପତ୍ରର ବ୍ୟବହାର କରିବା ନିୟମ ରହିଛି। ମାଘ ପୂର୍ଣ୍ଣିମାର ଉଲ୍ଲେଖ ସବୁ ପୁରାଣରେ ରହିଛି। ଏହି ଦିନ ଦାନ କଲେ କିଛି ଫଳ ଲାଭ ହୋଇଥାଏ ଏବଂ ଏହି ପୂର୍ଣ୍ଣିମାକୁ ବତିଶି ପୂର୍ଣ୍ଣିମା କୁହାଯାଇଥାଏ। ମାଘ ପୂର୍ଣ୍ଣିମା ଦିନ ବ୍ରତ କରିବା ସହିତ ଭଗବାନ ସତ୍ୟନାରାୟଣଙ୍କ ପୂଜା କରାଯାଇଥାଏ। ଏହି ଦିନ ଭଗବାନ ସତ୍ୟନାରାୟଣଙ୍କର ପୁରାଣ ପଢିଲେ କିମ୍ବା ଶୁଣିଲେ ଶୁଭ ହୋଇଥାଏ।

ମତ୍ସ୍ୟ ପୁରାଣ ଅନୁସାରେ ମାଘ ପୂର୍ଣ୍ଣିମା ଦିନ ଚନ୍ଦ୍ରଦେବ ଆଶୀର୍ବାଦ ବର୍ଷା କରିଥାନ୍ତି। ଏହି ତିଥିରେ ସ୍ନାନ ଏବଂ ଦାନ କରିଲେ ସୂର୍ଯ୍ଯ-ଚନ୍ଦ୍ର ଯୁକ୍ତ ଦୋଷରୁ ମୁକ୍ତି ମିଳିଥାଏ। ସଫଳତା ପାଇବା ପାଇଁ ଏହି ଦିନ ମିଶିରିରେ କ୍ଷୀର ମିଶାଇ ଧଳା ଶିବଲିଙ୍ଗରେ ଅଭିଷେକ କରାଯାଇଥାଏ। ଭଗବାନ ନାରାୟଣଙ୍କର ପୂଜା ଦୂପ, ଧୀପରେ କରାଯାଇଥାଏ। ଭଗବାନ ବିଷ୍ଣୁଙ୍କର ପ୍ରିୟ ଭୋଗ ଚୁରୁମା ହୋଇଥିବାରୁ ଏହି ଦିନ ଭଗବାନଙ୍କ ପାଖରେ ଭୋଗ ଲାଗିଥାଏ। ପୂଜା ପରେ ପ୍ରସାଦ ବଣ୍ଟା ଯାଇଥାଏ। ଏହି ଦିନ ଲୋକମାନେ ବ୍ରାହ୍ମଣଙ୍କୁ ଦାନ-ଦକ୍ଷିଣା ଦେଇଥାନ୍ତି। କୁହାଯାଇଥାଏ ଏହି ଦିନ ଯେଉଁମାନେ ବ୍ରତ କରିଥାନ୍ତି ଭଗବାନ ବିଷ୍ଣୁ ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

8 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

11 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

44 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

46 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago