Categories: ସ୍ପେଶାଲ

ଏପରି ଏକ ବିଷାକ୍ତ ଗଛ, ଛୁଇଁଲା ମାତ୍ରେ ଚାଲିଯାଇପାରେ ଆପଣଙ୍କ ଜୀବନ

ସାଧାରଣତଃ ସମସ୍ତେ ନିଜ ଘର ପାଖରେ ଫୁଲ କିମ୍ବା ସଜାସଜି ଗଛ ଲଗାଇବାକୁ ପସନ୍ଦ କରନ୍ତି। ଏହା ଦ୍ୱାରା ଘର ମଧ୍ୟରେ ଏକ ସକାରତ୍ମକ ଉର୍ଜା ଜାତ ହୋଇଥାଏ। ଏପରିକି ସମସ୍ତ ଗଛର କିଛିନା କିଛି ମହତ୍ଵ ରହିଥାଏ।କିନ୍ତୁ ଏପରି ମଧ୍ୟ କିଛି ଗଛ ରହିଛି ଯାହାକୁ ନଲଗାଇବା ହିଁ ଭଲ। ଆଜି ଆମେ ସେଭଳି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯାହାର ସ୍ପର୍ଶ ଆପଣଙ୍କ ଜୀବନ ମଧ୍ୟ ନେଇପାରେ। ଆସନ୍ତୁ ଜାଣିବା କେଉଁଠାରେ ରହିଛି ସେହି ଗଛ।

ଲଣ୍ଡନରେ ଏପରି ଏକ ଗଛ ରହିଛି ଯାହାକୁ ସ୍ଥାନୀୟ ଲୋକ ହୋଗବୀଜ ବା କିଲର ଟ୍ରି ବୋଲି କହିଥାନ୍ତି। କିନ୍ତୁ ବିଜ୍ଞାନିକମାନେ ତାହାକୁ ହୋରାକିଲମ୍ ମେଟାଗେଜିଏନସ ନାମ ଦେଇଛନ୍ତି। ଏହି ଗଛ ବ୍ରିଟେନର ଲଙ୍କାଶାୟର ନଦୀ କୁଳରେ ମିଳିଥାଏ। ଏହାର ଲମ୍ବ ଅଧିକରୁ ଅଧିକ ୧୪ ଫୁଟ ରହିଥିବା ବେଳେ ଯଦି ଭୁଲରେ ମଧ୍ୟ ଏହାକୁ ଆପଣ ଛୁଇଁ ଦେଉଛନ୍ତି ତେବେ ଆପଣଙ୍କ ଜୀବନ ଯିବାର ସମ୍ଭାବନା ରହିଥାଏ।

ବୈଜ୍ଞାନିକ ମାନେ ବର୍ତ୍ତମାନ ପର‌୍ୟ୍ୟନ୍ତ ଏହା ଦ୍ବାରା ହୋଇଥିବା କ୍ଷତିର କୌଣସି ଉପଚାର ବାହାର କରିପାରିନାହାନ୍ତି। ଏପରି କୁହାଯାଏ କି ଏହି ଗଛର ବିଷ ନାଗ ସାପଠାରୁ ମଧ୍ୟ ଅଧିକ କ୍ଷତିକାରକ ରହିଥାଏ। ରିସର୍ଚ୍ଚରୁ ଜଣାପଡିଛି ଗଛ ମଧ୍ୟରେ ରହିଥିବା ସେନ୍ସଆଇଜିଂ ଫ୍ୟୁରାନେକୋମାରିସିଂ ନାମକ ଏକ ରସାୟନ ଏହାକୁ ବିଷାକ୍ତ କରିଥାଏ।

ଗଛକୁ ଛୁଇଁବା ମାତ୍ରେ କଣ ହୋଇଥାଏ :

ଯଦି ଭୁଲବଶତଃ ଆପଣ ଏହାକୁ ଛୁଇଁ ଦେଇଛନ୍ତି ତେବେ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ହାତ ଫୋଟକା ଭଳି ଫୁଲିଯାଇଥାଏ। ଏହାଛଡା ସାରା ଶରୀର ଜଳିବା ଆରମ୍ଭ ହୋଇଯାଇଥାଏ। ଏପରିକି ଏହା ଦ୍ବାରା ଦୃଷ୍ଟିଶକ୍ତି ଯିବାର ମଧ୍ୟ ସମ୍ଭାବନା ରହିଥାଏ।

KNews Bureau

Recent Posts

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

4 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

10 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

16 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

25 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

48 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

1 hour ago