ସ୍ପେଶାଲ

ବିମାନ ରଙ୍ଗ କାହିଁକି ଧଳା ? ଏହାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ କେବେ ଭାବିଛନ୍ତି କି ଯାତ୍ରୀମାନଙ୍କ ବିମାନ ରଙ୍ଗର କଣ ପାଇଁ ଧଳା ହୋଇଥାଏ ?  କଣ ପାଇଁ ବିମାନ ଅନ୍ୟ କଲରର ହୋଇନଥାଏ ? ଏହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଯେ ବିମାନ କଣ ପାଇଁ ଅନ୍ୟ ରଙ୍ଗର ହୋଇନଥାଏ । କାରଣ ଧଳା ରଙ୍ଗ ସୂର୍ଯ୍ୟ କିରଣ ଓ ତାପମାତ୍ରାକୁ ପ୍ରତିଫଳିତ କରେ ।  ଆପଣ ଧ୍ୟାନ ଦେଇଥିବେ ଯେ ଖରା ଦିନରେ ଲୋକମାନେ ଧଳା ରଙ୍ଗର ପୋଷାକ ପିନ୍ଧି ବାହାରକୁ ଯାଆନ୍ତି । ଖରା ଦିନରେ ପ୍ରାୟତଃ ଲୋକମାନେ କଳାର କଲରର ପୋଷାକ ପିନ୍ଧିନଥାନ୍ତି ।  କାରଣ ଅନ୍ୟ ରଙ୍ଗ ତୁଳନାରେ ଧଳା ରଙ୍ଗ ଅଧିକ ପ୍ରତିଫଳିତ ହୋଇଥାଏ । ଏହା ସହ ଲଜିକ୍‌ ପ୍ଲେନ୍‌ରେ ମଧ୍ୟ ସେହିଭଳି କାମ କରାଯାଏ । ସେଥିପାଇଁ ପ୍ରାୟତଃ ସବୁ ବିମାନ ଧଳା ରଙ୍ଗର ହୋଇଥାଏ । ଯାହା ଫଳରେ ବିମାନରେ ଗରମ କମ୍‌ ହୋଇଥାଏ ଏବଂ ତାପମାତ୍ରା ନିୟନ୍ତ୍ରଣ ହୋଇଥାଏ ।

ପ୍ଲେନ୍‌ ବହୁତ ହିଁ ସେନ୍ସଟିଭ୍‌ ହୋଇଥାଏ ।  ଏଥିରେ ଅଳ୍ପ ବି ସମସ୍ୟା ହୋଇଥାଏ, ତାହେଲେ ଏହାର ପରିଣାମ ବିପଦପୂର୍ଣ୍ଣ ହୋଇପାରେ । ସେଥିପାଇଁ ବିମାନରେ କିଛି ବି ଅଳ୍ପ କ୍ଷତି କିମ୍ବା ଡେଣ୍ଟ ବିଷୟରେ ଜଣା ପଡିବା ମାତ୍ରେ ତାକୁ ଠିକ୍‌ କରିବା ବହୁତ ଜରୁରୀ ହୋଇଥାଏ ।

ଆପଣ ଏହା ଜାଣିଥିବେ ଯେ ଧଳା ରଙ୍ଗକୁ ସବୁଠାରୁ ହାଲୁକା ରଙ୍ଗ ହୋଇଥାଏ । ଏହି କାରଣ ହୋଇଥାଏ କି ଅନ୍ୟ ରଙ୍ଗ ତୁଳନାରେ ଧଳା ରଙ୍ଗକୁ ଅଧିକ ଧ୍ୟାନ ଦିଆଯାଇଥାଏ । ଏହା ବ୍ୟତୀତ ଏହା ଭଲ ଭାବେ ଦୃଶ୍ୟମାନ ହୋଇଥାଏ । ଅନ୍ଧାରରେ ମଧ୍ୟ ଏହି ରଙ୍ଗ ଭଲ ଭାବେ ଦେଖା ଯାଇଥାଏ । ଏହା ସହ ଆକାଶରେ କୌଣସି ହେବାକୁ ଥିବା ଦୃର୍ଘଟଣକୁ ମଧ୍ୟ କମ କରିଥାଏ । ଆପଣ ଏଥିରେ ଏକ କଥା ନୋଟିସ୍‌ କରିଥିବେ ଯେ ଏହା କେବେ ଫିକା ପଡେ ନାହିଁ । ଏହା ସବୁ ବେଳେ ଚମକୁ ଥାଏ । ସେଥିପାଇଁ ଧଳା କଲରକୁ ଲୋକମାନେ ଅଧିକ ପସନ୍ଦ କରନ୍ତି ।

 

KNews Bureau

Recent Posts

ଆଜିଠୁ ଆରମ୍ଭ ହେବ ମୋଦିଙ୍କ ତୃତୀୟ ପାଳି, ସନ୍ଧ୍ୟା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ମୋଦିଙ୍କ ଶପଥ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର…

10 mins ago

ସୁପରସଣ୍ଡେରେ ସୁପର ମୁକାବିଲା, ଟି୨୦ ବିଶ୍ବକପରେ ଆଜି ଭାରତ-ପାକିସ୍ତାନ ମୁକାବିଲା

ସୁପରସଣ୍ଡେରେ ସୁପର ମୁକାବିଲା । ଟି୨୦ ବିଶ୍ବକପରେ ଆଜି ହାଇଭୋଲଟେଜ ଟକ୍ଟର । ଆଉ କିଛି ଘଣ୍ଟା ପରେ ପାରମ୍ପରିକ…

20 mins ago

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ଏପଟେ ଜଳୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ସ୍ବାଭାବିକ ସମୟ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି…

30 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

8 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

9 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

9 hours ago