Categories: ସ୍ପେଶାଲ

ଶୁକ୍ରବାର ୧୩ ତାରିଖ, କେତେ ଅଶୁଭ ଆଜିିର ଦିନ!

ହିନ୍ଦୁ ମାନ୍ୟତା ଅନୁସାରେ ୧୩ ତାରିଖ ଏବଂ ଶୁକ୍ରବାରକୁ ଶୁଭ ବୋଲି ଧରାଯାଇଥାଏ । କିନ୍ତୁ ସାରା ଦୁନିଆରେ ଏହି ଦିନକୁ ନେଇ ଅଜବ ଧରଣର ଭୟ ରହିଛି । ଆମେରିକା ଏବଂ ୟୁରୋପରେ ଧରାଯାଇଥାଏ କି, ଏହି ଦିନ କୌଣସି ଅଘଟଣ ଘଟିଥାଏ । କାହିଁ କେଉଁ କାଳରୁ ଲୋକେ ଏହି ୧୩ ସେପ୍ଟେମ୍ବରକୁ ଅଶୁଭ ବୋଲି ମାନିଥାନ୍ତି ।

ହିନ୍ଦୁ ଧର୍ମରେ ୧୩ ତାରିଖକୁ ଜମାରୁ ବି ଅଶୁଭ ବୋଲି ଧରାଯାଇନଥାଏ । ଗ୍ରୀସ୍‌ ମାନ୍ୟତାରେ ମଧ୍ୟ ଶୁକ୍ରବାର ୧୩ ତାରିଖକୁ ଖରାପ ବୋଲି ଧରାଯାଏ । ୟୁରୋପ ଆମେରିକା ରେ ୧୩ ନମ୍ବରକୁ ନେଇ ବହୁ ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି । କିନ୍ତୁ ଏହି କଥା ସତ କି, ୧୩ ତାରିଖ ଶୁକ୍ରବାରକୁ ଅଶୁଭ ସହିତ ଯୋଡିଦିଆଯାଇଛି ।

୧୨ ନମ୍ବର ଏକ ପୂର୍ଣ୍ଣାଙ୍କ ନମ୍ବର ଅଟେ । ୧୨ ମାସ,୧୨ ଘଣ୍ଟା,୧୨ଟି ରାଶି ରହିଛି । ଯାହାପରେ ୧୩ ନମ୍ବରକୁ ଅଶୁଭ ବୋଲଇ ଧରାଯାଇଥାଏ । ଏଥିରେ ସନ୍ତୁଳନରେ କିଛି କମ୍‌ ଥିବା କୁହାଯାଇଥାଏ । ଏହି କାରଣରୁ ଏହି ନମ୍ବର ଅଶୁଭ ବୋଲି ବିଶ୍ୱାସ କରାଯାଏ । ଅପରପକ୍ଷେ ଶୁକ୍ରବାରକୁ ନେଇ କୁହାଯାଇଥାଏ କି, ଜିସସ୍‌ ଙ୍କୁ ଏହି ଦିନ ଶୁଳିରେ ଚଢାଯାିଥିଲା । ଯାହା କାରଣରୁ ଏହି ଦିନକୁ ଏବଂ ଏହି ତାରିଖ ଯେବେ ମିଳିଯାଏ ତେବେ ଏହାକୁ ର୍ଦୁଭାଗ୍ୟ ଜବନ ଦିନ ବୋଲି ମାନ୍ୟତା ରହିଛି । ଅଶୁଭ ମାନି ଲୋକମାନେ ଏହି ଦିନ ଘରୁ ବାହାରକୁ ବାହାରି ନଥାନ୍ତି।

ଏହାସହ ପଢନ୍ତୁ:

ବିହାରର ଏପରି ଏକ ଗାଁ ଯେଉଁଠି ନାହାଁନ୍ତି ଜଣେ ହେଲେ ମୁସଲମାନ ପରିବାର, କିନ୍ତୁ ପ୍ରତ୍ୟେକ ଦିନ ମସଜିଦ୍‌ ରେ…

୧୩ ନମ୍ବରକୁ ଅଜବ ଧାରଣା:

-୧୩ ତାରିଖ ଶୁକ୍ରବାର ଦିନ ୟୁରୋପରେ ଲୋକେ ଖାସକରି ବିମାନ ଯାତ୍ରା କରିନଥାନ୍ତି ।
-ବିଭିନ୍ନ ହୋଟେଲରେ ୧୩ ତମ ପ୍ଳୋର ଏବଂ ୧୩ ନମ୍ବର ରୁମ୍‌ ନଥାଏ ।
– ଫ୍ରାନ୍ସରେ ଲୋକେ ମାନିଥାନ୍ତି କି ଖାଇବା ସ୍ଥାନରେ ୧୩ତମ ଚେୟାର ଶୁଭ ହୋଇନଥାଏ ।
– ୟୁରୋପରେ ଏହି ଦିନ ବିମାନ ଯାତ୍ରା ଶସ୍ତା ହୋଇଥାଏ ।

Sonalisa

Recent Posts

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

1 min ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

17 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

37 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

1 hour ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

1 hour ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

9 hours ago